• ନିରାପତ୍ତା ଏବଂ ମାନବୀୟ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ
October 23rd, 07:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ଆଲୋଚନା କରିଛନ୍ତି ଯେଉଁଠାରେ ସେମାନେ ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଉପରେ ମତ ବିନିମୟ କରିଛନ୍ତି । ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକ ମାନଙ୍କ ଜୀବନ ହାନିକୁ ନେଇ ଶ୍ରୀ ମୋଦୀ ଚିନ୍ତା ବ୍ୟକ୍ତ କରିବା ସହ ସୁରକ୍ଷା ଏବଂ ମାନବୀୟ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।ଜୋର୍ଡାନ ରାଜ୍ୟ ପ୍ରତିଷ୍ଠା ହେବାର ୧୦୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ଜୋର୍ଡାନର ହାସେମାଇଟ୍ ରାଜ୍ୟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି
April 14th, 08:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜରିଆରେ ଜୋର୍ଡାନ ରାଜ୍ୟ ପ୍ରତିଷ୍ଠା ହେବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ଜୋର୍ଡାନର ହାସେମାଇଟ୍ ରାଜ୍ୟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଜୋର୍ଡାନ ରାଜ୍ୟର ୧୦୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
April 14th, 08:53 am
ଜୋର୍ଡାନ ରାଜ୍ୟର ୧୦୦ତମ ବାର୍ଷିକୀ ଅବସରରେ ମୁଁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛିTelephone Conversation between PM and King of Hashemite Kingdom of Jordan
April 16th, 07:54 pm
Prime Minister Shri Narendra Modi had a telephone conversation today with His Majesty King Abdullah II of the Hashemite Kingdom of Jordan.ରିୟାଦରେ ଜୋର୍ଡାନ ରାଜାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 29th, 02:18 pm
ଆଜି ସାଉଦୀ ଆରବର ରିୟାଦଠାରେ ଅନୁଷ୍ଠିତ ଭବିଷ୍ୟତ ନିବେଶ ପଦକ୍ଷେପ (FII) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ହାଶେମାଇଟ ରାଜ୍ୟର ରାଜା ମହାମହିମ ଅବଦୁଲ୍ଲା ଦ୍ଵିତୀୟ ବିନ ଅଲ-ହୁସେନଙ୍କୁ ଭେଟିଛନ୍ତି । 2018 ଫେବୃଆରୀ 27 ମାର୍ଚ୍ଚ 1 ମଧ୍ୟରେ ରାଜାଙ୍କର ଭାରତ ଗସ୍ତ ସମୟରେ ସ୍ୱାକ୍ଷରିତ ବୁଝାମଣା ଓ ରାଜିନାମା ସମେତ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ୀଭୁତ କରିବା ନେଇ ଉଭୟ ନେତା ମତ ବିନିମୟ କରିଥିଲେ । ସେମାନେ ମଧ୍ୟପ୍ରାଚ୍ୟ ଶାନ୍ତି ପ୍ରକ୍ରିୟା ଓ ଅନ୍ୟାନ୍ୟ ଆଞ୍ଚଳିକ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ । ଆତଙ୍କବାଦ ମୁକାବିଲା ନେଇ ସହଯୋଗ ବିଷୟରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ ।ଜୋର୍ଡାନ ରାଜାଙ୍କ ଭାରତ ଗସ୍ତ ଅବସରରେ ସ୍ଵାକ୍ଷରିତ ହୋଇଥିବା ବୁଝାମଣା / ରାଜିନାମା ତାଲିକା
March 01st, 05:07 pm
ଜୋର୍ଡାନ ରାଜାଙ୍କ ଭାରତ ଗସ୍ତ ଅବସରରେ ସ୍ଵାକ୍ଷରିତ ହୋଇଥିବା ବୁଝାମଣା / ରାଜିନାମା ତାଲିକା‘ଇସଲାମ୍ ଐତିହ୍ୟ: ବୁଝାମଣା ଓ ଉଦାରତାକୁ ପ୍ରୋତ୍ସାହନ’ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 01st, 11:56 am
ମୋ ପାଇଁ ଏହା ବହୁତ ଖୁସୀ ଏବଂ ଗର୍ବର କଥା କି ଆଜି, ଜୋର୍ଡାନ ରାଜା, ଭାରତର କିଛି ବଛାବଛା ଧାର୍ମିକ ବିଦ୍ୱାନ ଆଉ ନେତାଗଣଙ୍କ ଏହି ସମୂହ ମଧ୍ୟରେ ଉପସ୍ଥିତ ଅଛନ୍ତି ।ପ୍ରଧାନମନ୍ତ୍ରୀ ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ସାକ୍ଷାତ କରିଛନ୍ତି
February 09th, 08:58 pm
ପ୍ରଧାନମନ୍ତ୍ରୀ ମୋଦି ଆଜି ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।ଜୋର୍ଡାନର ଓମାନରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ
February 09th, 06:50 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ଓମାନରେ ପହଂଚିଛନ୍ତି । ସେଠାରେ ସେ ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ସାକ୍ଷାତ କରିବେ ।ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜୋର୍ଡାନର ରୟାଲ କୋର୍ଟ ମୁଖ୍ୟ ଡଃ ଫାୟେଜ ତରାୱ୍ନେ
March 10th, 10:55 pm
Dr. Fayez Tarawneh, Chief of The Royal Hashemite Court of Jordan met Prime Minister Narendra Modi. They discussed the shared commitment to strengthen bilateral engagement and the many opportunities in this regard. Dr. Fayez Tarawneh also exchanged views with Prime Minister on the situation in West Asia and the scourge of terrorism that calls for a comprehensive international response.Sufism is the voice of peace, co-existence, compassion and equality; a call to universal brotherhood: PM Modi
March 17th, 08:20 pm
Let us turn this world into a garden of peace: Narendra Modi at World Sufi Forum
March 17th, 08:18 pm
PM to address World Sufi Forum later today
March 17th, 03:05 pm
PM’s engagements in New York City – September 25th, 2015
September 25th, 11:27 pm
PM writes to King of Jordan, condemns brutal killing of Flight Lt. Muath al-Kasasbeh
February 06th, 05:19 pm
PM writes to King of Jordan, condemns brutal killing of Flight Lt. Muath al-Kasasbeh