ଜୈନ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ସଂଗଠନର ‘JITO Connect 2022’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 06th, 02:08 pm
JITO ସଂଯୋଗର ଏହି ଶିଖର ସମ୍ମିଳନୀ ସ୍ୱାଧୀନତାର ୭୫ତମ ବର୍ଷରେ ଅମୃତ ମହୋତ୍ସବରେ ଅନୁଷ୍ଠିତ ହେଉଛି। ଏଠାରୁ ଦେଶ ସ୍ୱାଧୀନତାର ଅମୃତ କାଳକୁ ପ୍ରବେଶ କରୁଛି । ବର୍ତ୍ତମାନ ଦେଶ ସମ୍ମୁଖରେ ଆଗାମୀ ୨୫ ବର୍ଷରେ ଏକ ସୁବର୍ଣ୍ଣ ଭାରତ ଗଠନ ପାଇଁ ସଂକଳ୍ପ ଅଛି । ତେଣୁ ଏଥର ଆପଣ ଯେଉଁ ଥିମ ରଖିଛନ୍ତି, ଏହି ଥିମ ମଧ୍ୟ ନିଜେ ବହୁତ ଉପଯୁକ୍ତ । ଟୁଗେଦର, ଟୁୱାର୍ଡସ, ଟୁମୋରୋ ଏବଂ ମୁଁ କହିପାରେ ଯେ ଏହା ସେହି କଥା ଯାହା ସମସ୍ତଙ୍କ ପ୍ରୟାସର ଭାବନା, ଯାହା ସ୍ୱାଧୀନତାର ଅମୃତ କାଳରେ ଦ୍ରୁତ ବିକାଶର ମନ୍ତ୍ର ଅଟେ । ଆଗାମୀ ତିନିଦିନରେ ଆପଣ ସମସ୍ତଙ୍କର ପ୍ରୟାସ ଏହି ଭାବନାକୁ ସବୁ ଦିଗରେ ବିକଶିତ କରିବା ଉଚିତ, ବିକାଶ ସର୍ବବ୍ୟାପି ହେବା ଉଚିତ, ସମାଜର ଶେଷ ବ୍ୟକ୍ତି ମଧ୍ୟ ଏଥିରୁ ବଂଚିତ ହେବା ଉଚିତ ନୁହେଁ ।‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
May 06th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜୈନ ଅନ୍ତର୍ଜାତୀୟ ବାଣିଜ୍ୟ ସଙ୍ଗଠନର ‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।ମଇ ୬ ତାରିଖରେ “ଜେଆଇଟିଓ କନେକ୍ଟ ୨୦୨୨” ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
May 05th, 07:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଅ।ରେ ୬ ମଇ ୨୦୨୨ ରେ ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନର ଜେଆଇଟିଓ କନେକ୍ଟ ୨୦୨୨” ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।Shri Modi addressed 4th AGM and Business Council of JITO
October 28th, 02:57 pm
Shri Modi addressed 4th AGM and Business Council of JITOChief Minister’s Inspiring address at JITO International-Conference
December 28th, 09:54 am
Chief Minister’s Inspiring address at JITO International-Conference