PM Modi delivers powerful speeches at public meetings in Taranagar & Jhunjhunu, Rajasthan

November 19th, 11:03 am

PM Modi, in his unwavering election campaign efforts ahead of the Rajasthan assembly election, addressed public meetings in Taranagar and Jhunjhunu. Observing a massive gathering, he exclaimed, “Jan-Jan Ki Yahi Pukar, Aa Rahi Bhajpa Sarkar”. PM Modi said, “Nowadays, the entire country is filled with the fervour of cricket. In cricket, a batsman comes and scores runs for his team. But among the Congress members, there is such a dispute that scoring runs is far-fetched; these people are engaged in getting each other run out. The Congress government spent five years getting each other run out.”

ଝୁନଝୁନୁଠାରେ ଜାତୀୟ ପୁଷ୍ଟିସାଧନ ମିଶନ ଏବଂ ସଂପ୍ରସାରିତ ‘ବେଟି ବଚାଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

March 08th, 02:51 pm

ଆଜି 8 ମାର୍ଚ୍ଚ, ସମଗ୍ର ବିଶ୍ୱ 100 ବର୍ଷରୁ ଅଧିକ ସମୟ ହେବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଭାବେ ଏହା ସହିତ ଯୋଡି ହୋଇଛି । କିନ୍ତୁ ଆଜି ସାରା ହିନ୍ଦୁସ୍ଥାନ ଝୁନଝୁନୁ ସହିତ ଯୋଡି ହୋଇଯାଇଛି । ଦେଶର ପ୍ରତ୍ୟେକ କୋଣରେ ଟେକ୍ନୋଲଜି ସହାୟତାରେ ଝୁନଝୁନୁର ଭବ୍ୟ ଦୃଶ୍ୟ ସାରା ଦେଶର କୋଣ ଅନୁକୋଣରେ ପହଂଚୁଛି ।

ରାଜସ୍ଥାନର ଝୁନଝୁନୁଠାରେ ଜାତୀୟ ପୁଷ୍ଟିସାଧନ ମିଶନ ଓ ସମ୍ପ୍ରସାରିତ ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

March 08th, 02:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜସ୍ଥାନର ଝୁନଝୁନୁଠାରେ ଆଜି ଜାତୀୟ ପୁଷ୍ଟିସାଧନ ମିଶନର ଶୁଭାରମ୍ଭ କରିଛନ୍ତି । ଏଥିସହିତ ସେ ସମ୍ପ୍ରସାରିତ ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନର ଶୁଭାରମ୍ଭ ମଧ୍ୟ କରିଛନ୍ତି ।

ମାର୍ଚ୍ଚ 8ରେ ରାଜସ୍ଥାନର ଝୁନଝୁନୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ;

March 07th, 12:31 pm

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାର୍ଚ୍ଚ 8 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଝୁନଝୁନୁ ଗସ୍ତ କରିବେ ।