PM extends greetings to Jewish people around the world on Rosh Hashanah
September 25th, 06:35 pm
The Prime Minister, Shri Narendra Modi has extended his warmest greetings to the Prime Minister of Israel, Yair Lapid, the friendly people of Israel, and the Jewish people around the world on the occasion of Rosh Hashanah.ହନୁକ୍କା ଉପଲକ୍ଷେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ନଫତାଲି ବେନେଟ୍ଟ ଓ ଇସ୍ରାଏଲ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
November 28th, 10:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହନୁକ୍କା ଉପଲକ୍ଷେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ନଫତାଲି ବେନେଟ୍ଟ, ଇସ୍ରାଏଲର ଜନସାଧାରଣ ଏବଂ ସମଗ୍ର ବିଶ୍ୱରେ ଥିବା ଇହୁଦୀ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।‘ରୋଶ ହଶନାହ’ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱର ତମାମ ଇହୁଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଲେ
September 07th, 11:14 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ରୋଶ ହଶନାହ’ ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ, ଇସ୍ରାଏଲର ମିତ୍ର ଜନତା ଏବଂ ବିଶ୍ୱର ତମାମ ଇହୁଦୀ ଲୋକଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ନାଫତାଲି ବେନେଟଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
August 16th, 09:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟଙ୍କ ସହ କଥା ହୋଇଛନ୍ତି ।ହାନୁକ୍କା ଅବସରରେ ଇସ୍ରାଏଲବାସୀ ଓ ଇହୁଦୀମାନକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
December 10th, 07:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲବାସୀ ଓ ବିଶ୍ଵର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଇହୁଦୀମାନଙ୍କୁ ହାନୁକ୍କା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।India-Israel Joint Statement during the visit of Prime Minister to Israel (July 5, 2017)
July 05th, 11:52 pm
Marking the 25th anniversary of the establishment of diplomatic relations between the two countries, Prime Minister Narendra Modi of India visited Israel from 4-6 July 2017 at the invitation of Prime Minister Benjamin Netanyahu of Israel. This historic first-ever visit by an Indian Prime Minister to Israel solidified the enduring friendship between their peoples and raised the bilateral relationship to that of a strategic partnership.ଇସ୍ରାଏଲ ସହିତ ଆମର ସମ୍ପର୍କ ପରସ୍ପର ବିଶ୍ୱାସ ଉପରେ ଆଧାରିତ :ପ୍ରଧାନମନ୍ତ୍ରୀ ମୋଦୀ
July 05th, 10:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଇସ୍ରାଏଲ ରାଜଧାନୀ ତେଲ୍ ଆଭିଭ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରବାସୀ ଭାରତୀଙ୍କୁ ଉଦ୍ବୋଧନ ଦେଇଥିଲେ । ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଇସ୍ରାଏଲ ଆସିଥିବା ଏବଂ ଦେଶ ସ୍ୱାଧୀନ ହେବାର 70 ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଇସ୍ରାଏଲ ପହଞ୍ଚିଥିବା କହି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ।The aim of my Government is reform, perform and transform : PM Modi
July 05th, 06:56 pm
PM Narendra Modi addressed a community event in Tel Aviv. Appreciating Israel in its development journey, Prime Minister Modi remarked, “Israel has shown that more than size, it is the spirit that matters. Jewish community has enriched India with their contribution in various fields.” PM Modi also thanked PM Netanyahu and Government of Israel for their warm hospitality.PM greets the people on the occasion of Rosh Hashanah
October 02nd, 04:47 am
PM Modi has greeted the people on the occasion of Jewish New Year, Rosh HashanahPM greets the people on the occasion of Rosh Hashanah
September 14th, 08:05 pm
PM meets Jewish Community Leaders, in New York
September 28th, 11:00 pm
PM meets Jewish Community Leaders, in New York