ଇସ୍ରାଏଲ ସହିତ ଆମର ସମ୍ପର୍କ ପରସ୍ପର ବିଶ୍ୱାସ ଉପରେ ଆଧାରିତ :ପ୍ରଧାନମନ୍ତ୍ରୀ ମୋଦୀ

July 05th, 10:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଇସ୍ରାଏଲ ରାଜଧାନୀ ତେଲ୍ ଆଭିଭ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରବାସୀ ଭାରତୀଙ୍କୁ ଉଦ୍ବୋଧନ ଦେଇଥିଲେ । ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଇସ୍ରାଏଲ ଆସିଥିବା ଏବଂ ଦେଶ ସ୍ୱାଧୀନ ହେବାର 70 ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଇସ୍ରାଏଲ ପହଞ୍ଚିଥିବା କହି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ।

PM visits Jewish museum in Israel

July 05th, 09:28 pm

Celebrating the cultural linkages between India and Israel, PM Narendra Modi today visited Jewish museum. The PM attended an exhibition dedicated to India's jewish heritage. Israeli PM Benjamin Netanyahu too accompanied the Prime Minister.

Leader of the Opposition of Knesset Isaac Herzog calls on PM in Jerusalem

July 05th, 07:32 pm

Leader of the Opposition of Knesset Isaac Herzog met PM Narendra Modi in Jerusalem, Israel.

The aim of my Government is reform, perform and transform : PM Modi

July 05th, 06:56 pm

PM Narendra Modi addressed a community event in Tel Aviv. Appreciating Israel in its development journey, Prime Minister Modi remarked, “Israel has shown that more than size, it is the spirit that matters. Jewish community has enriched India with their contribution in various fields.” PM Modi also thanked PM Netanyahu and Government of Israel for their warm hospitality.

વડાપ્રધાન મોદીએ વડાપ્રધાન નેતનયાહુને કેરળના બે અવશેષોની પ્રતિકૃતિ ભેટમાં આપી છે જેને ભારતમાં યહુદીઓના લાંબા ઈતિહાસની સાક્ષી પુરાવતા દસ્તાવેજ ગણવામાં આવે છે. આ પ્રતિકૃતિઓમાં બે કોપર પ્લેટના સેટ છે જે એવું માનવામાં આવે છે કે 9-10મી સદીમાં લખવામાં આવી હતી.

July 05th, 12:56 am

ଭାରତରେ ଦୀର୍ଘକାଳୀନ ଇହୁଦୀ ଇତିହାସର ସ୍ମୃତି ବହନ କରୁଥିବା କେରଳର ଦୁଇ ସେଟ୍ ବିଶିଷ୍ଟ ସ୍ମାରକୀ କଳାକୃତିର ନକଲ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏହି ଉପହାର ଦୁଇଟିରେ ଭିନ୍ନ ଭିନ୍ନ ସେଟ୍ ର ତମ୍ବା ପ୍ଲେଟ୍ ରହିଛି ଯାହା ନବମ ଏବଂ ଦଶମ ଶତାବ୍ଦୀରେ ଖୋଦେଇ ହୋଇଥିବା ବିଶ୍ୱାସ କରାଯାଏ ।

India-Israel ties date back thousands of years: PM Modi

July 04th, 11:36 pm

Speaking today at a joint media briefing, PM Modi said that India and Israel ties dated back thousands of years. PM Modi spoke about deepening economic ties between both the countries. Shri Modi also highlighted about establishing a robust security partnership.

PM visits Yad Vashem Memorial Museum, homage to victims of holocaust

July 04th, 08:58 pm

PM Narendra Modi today paid homage to the victims of the holocaust at Yad Vashem Memorial Museum in Israel. Israeli PM Benjamin Netanyahu also accompanied the Prime Minister.

We consider Israel an important development partner: PM Modi

July 04th, 07:26 pm

ଶାଲୋମ୍ ଲେ କୁଲାମ୍ ଆନି ସେମ୍ୟା ମାୟୋଧ ଲେହିୟୋଦ୍ ପୋ (ମୁଁ ଇସ୍ରାଏଲକୁ ଆସି ଖୁବ୍ ଆନନ୍ଦିତ) ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଐତିହାସିକ ଇସ୍ରାଏଲ ଗସ୍ତ ପାଇଁ ସୌଭାଗ୍ୟ ପାଇଥିବାରୁ ମୁଁ ଗର୍ବିତ । ମୁଁ ମୋର ବନ୍ଧୁ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ତାଙ୍କ ଆମନ୍ତ୍ରଣ ଏବଂ ମୋର ଏପରି ଭବ୍ୟ ସ୍ୱାଗତ ଲାଗି ଧନ୍ୟବାଦ ଜଣାଉଛି । ଆମ ସମାଜ ମଧ୍ୟରେ ରହିଥିବା ଶତାଧିକ ବର୍ଷର ପୁରୁଣା ସମ୍ପର୍କକୁ ମୋର ଏହି ଗସ୍ତ ପାଳନ କରୁଛି । ଏହି ସ୍ନେହ-ବନ୍ଧନ ଯୋଗୁଁ 25 ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଆମର କୂଟନୈତିକ ସମ୍ପର୍କ ଆହୁରି ସୁଦୃଢ଼ ଏବଂ ସ୍ଥିର ଭାବେ ଅଗ୍ରଗତି କରିଛି ।

ଇସ୍ରାଏଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ବେନ ଗୁରିଅନ୍ ବିମାନବନ୍ଦରରେ ରାଜକୀୟ ସ୍ୱାଗତ

July 04th, 07:17 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେନ୍ ଗୁରିଅନ୍ ବିମାନବନ୍ଦରରେ ପହଂଚିଥିଲେ ।ବିସ୍ତୃତ ସରକାରୀ ସ୍ୱାଗତ କାର୍ଯ୍ୟକ୍ରମରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କ ବିବୃତି ହିନ୍ଦୀରେ ଜାରି କରିଥିଲେ । “ଆପ୍ କା ସ୍ୱାଗତ ହେ ମେରେ ଦୋସ୍ତ” (ହେ ମୋର ବନ୍ଧୁ, ଆପଣଙ୍କୁ ସ୍ୱାଗତ) । ସେ କହିଥିଲେ ପ୍ରଧାନମନ୍ତ୍ରୀଙ୍କୁ ଆମ ଦେଶ ଖୋଲା ହୃଦୟରେ ସ୍ୱାଗତ କରୁଛି । ଦୁଇ ଦେଶ ମଧ୍ୟରେ ସହଯୋଗର କୌଣସି ସୀମା ନାହିଁ । ସେ ପ୍ରଧାନମନ୍ତ୍ରୀଙ୍କୁ ଜଣେ ମହାନ ନେତା ଏବଂ ବିଶ୍ୱ ନେତା ଭାବେ ବର୍ଣ୍ଣନା କରିଥିଲେ ।