ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
October 11th, 09:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ସ୍ୱାମିତ୍ୱ ଯୋଜନା ଅଧୀନରେ ସମ୍ପତ୍ତି କାର୍ଡ ବିତରଣ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 11th, 11:01 am
ଆଜି ଯେଉଁ ଏକ ଲକ୍ଷ ଲୋକଙ୍କୁ ନିଜ ଘରର ସ୍ୱାମିତ୍ୱ ପତ୍ର ବା ସମ୍ପତ୍ତି କାର୍ଡ ମିଳିଛି, ଯେଉର୍ମାନେ ନିଜ କାର୍ଡ ଡାଉନଲୋଡ କରିଛନ୍ତି, ସେମାନଙ୍କୁ ମୁଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଆଜି ଯେତେବେଳେ ଆପଣ ନିଜର ପରିବାର ସହିତ, ସନ୍ଧ୍ୟାରେ ଯେତେବେଳେ ଖାଦ୍ୟ ଖାଉଥିବେ…ତେବେ ମୋତେ ଜଣାଅଛି ଯେ ପୂର୍ବରୁ କେବେ ଏତେ ଖୁସି ହୋଇ ନ ଥିବେ, ଯେତେ ଖୁସି ଆଜି ଆପଣମାନେ ଆଜି ହେଉଥିବେ । ଆପଣ ନିଜ ପିଲାମାନଙ୍କୁ ଗର୍ବର ସହିତ କହିପାରିବେ ଯେ ଦେଖ, ଆମେ ବିଶ୍ୱାସର ସହିତ କହିପାରିବା ଏହା ହେଉଛି ଆପଣଙ୍କର ସମ୍ପତ୍ତି, ଆପଣଙ୍କୁ ଏହା ପରମ୍ପରା ଅନୁସାରେ ମିଳିବ । ଆମର ପୂର୍ବପୁରୁଷମାନେ ଯାହା ଦେଇଥିଲେ, ତାହାର ଦସ୍ତାବେଜ ନଥିଲା, ଆଜି କାଗଜପତ୍ର ମିଳିବା ଦ୍ୱାରା ଆମର ଶକ୍ତି ବୃଦ୍ଧି ପାଇଛି । ଆଜିର ସନ୍ଧ୍ୟା ଆପଣଙ୍କ ପାଇଁ ହେଉଛି ବହୁତ ଖୁସିର ସନ୍ଧ୍ୟା, ନୂଆ-ନୂଆ ସ୍ୱପ୍ନ ଦେଖିବାର ସନ୍ଧ୍ୟା ଏବଂ ନୂଆ-ନୂଆ ସ୍ୱପ୍ନ ବିଷୟରେ ପିଲାଙ୍କ ସହିତ କଥା ହେବାର ସନ୍ଧ୍ୟା । ଏଥିପାଇଁ ଆଜି ଯେଉଁ ଅଧିକାର ମିଳିଛି, ସେଥିପାଇଁ ଆପଣମାନଙ୍କୁ ମୋ ତରଫରୁ ବହୁତ-ବହୁତ ଶୁଭେଚ୍ଛା ।ସ୍ଵାମିତ୍ଵ ଯୋଜନା ଅଧୀନରେ ସମ୍ପତ୍ତି କାର୍ଡ ବିତରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
October 11th, 11:00 am
ସ୍ଵାମିତ୍ଵ ଯୋଜନାର ହିତାଧିକାରୀ ଯେଉଁମାନେ ସମ୍ପତ୍ତି କାର୍ଡ ପାଇଛନ୍ତି ବର୍ତ୍ତମାନ ସେମାନଙ୍କ ଘରର ଅଧିକାର ଓ ଆଇନଗତ ନଥି ପାଇଲେ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଦେଶର ଗ୍ରାମଗୁଡିକରେ ଏହି ଯୋଜନା ଐତିହାସିକ ପରିବର୍ତ୍ତନ ଆଣିବ । ଆତ୍ମନିର୍ଭର ଭାରତ ପଥରେ ଆଗେଇବା ପାଇଁ ଦେଶ ଆଉ ଗୋଟିଏ ବିଶେଷ ପଦକ୍ଷେପ ନେଇଛି ଓ ଗ୍ରାମୀଣ ଭାରତକୁ ଆତ୍ମନିର୍ଭର କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।Prime Minister, Shri Narendra Modi has bowed to Loknayak Jayaprakash Narayan and Nanaji Deshmukh, on their Jayanti today.
October 11th, 10:22 am
Prime Minister, Shri Narendra Modi has bowed to Loknayak Jayaprakash Narayan and Nanaji Deshmukh, on their Jayanti today.କୃଷି କ୍ଷେତ୍ର, ଆମର କୃଷକ, ଆମର ଗ୍ରାମଗୁଡ଼ିକ ହେଉଛି ଆତ୍ମନିର୍ଭର ଭାରତର ମୂଳଦୁଆ: ମନ କି ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
September 27th, 11:00 am
କାହାଣୀ, ଲୋକଙ୍କ ଭିତରେ ଥିବା ସୃଜନଶୀଳ ଏବଂ ସମ୍ବେଦନଶୀଳ ବିଭବକୁ ସାମନାକୁ ଆଣେ, ଏହାର ପରିସ୍ଫୁଟନ କରାଏ । କାହାଣୀର ଶକ୍ତିକୁ ଅନୁଭବ କରିବାକୁ ହେଲେ ଜଣେ ମାଆ ତାର ଛୁଆକୁ ଶୁଆଇବା ପାଇଁ ବା ଖୁଆଇବା ପାଇଁ କାହାଣୀ ଶୁଣାଉଥିବା ସମୟରେ ଲକ୍ଷ୍ୟ କରନ୍ତୁ । ମୁଁ ନିଜ ଜୀବନର ଏକ ସୁଦୀର୍ଘ ସମୟ ଜଣେ ପରିବ୍ରାଜକ ଭାବରେ ଅତିବାହିତ କରିଛି । ବୁଲିବା ହିଁ ଥିଲା ମୋର ଜୀବନ । ପ୍ରତ୍ୟେକ ଦିନ ଗୋଟିଏ ନୂଆ ଗାଁ, ନୂଆ ଲୋକ, ନୂଆ ପରିବାର, କିନ୍ତୁ ମୁଁ ଯେତେବେଳେ ଲୋକଙ୍କ ଘରକୁ ଯାଉଥିଲି, ସେତେବେଳେ ତାଙ୍କ ପରିବାରର ଛୋଟ ଛୋଟ ପିଲାମାନଙ୍କ ସହିତ ନିଶ୍ଚୟ କଥା ହେଉଥିଲି । ବେଳେବେଳେ ସେମାନଙ୍କୁ କହୁଥିଲି – ଚାଲ, ଆଜି ମୋତେ ଗୋଟିଏ ଗପ ଶୁଣାଅ । କିନ୍ତୁ ମୋତେ ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା, ଯେତେବେଳେ ପିଲାଏ କହୁଥିଲେ, – ନା ଅଙ୍କଲ୍, କାହାଣୀ ନୁହେଁ, ଆମେ ଆପଣଙ୍କୁ ହସକଥା ଶୁଣେଇବୁ । ଆଉ, ମୋତେ ବି ସେମାନେ ହସକଥା ଶୁଣେଇବାକୁ ଅନୁରୋଧ କରୁଥିଲେ । ଏହାର ଅର୍ଥ – କାହାଣୀ ସହିତ ସେମାନଙ୍କର କୌଣସି ପରିଚୟ ନ ଥିଲା । ପ୍ରାୟତଃ, ସେମାନଙ୍କର ଜୀବନ ହସକଥା ଭିତରେ ହିଁ ସୀମିତ ହୋଇଯାଇଥିଲା ।ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
October 11th, 10:42 am
ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।PM Modi pays tribute to Loknayak JP on his Jayanti
October 11th, 08:35 am
PM Narendra Modi paid tribute to Loknayak Jay Prakash Narayan on his birth anniversary today. The PM said, India remembers the great Loknayak JP on his Jayanti. His unflinching commitment to protect our democratic fabric will never be forgotten.Congress divides, BJP unites: PM Modi
October 10th, 05:44 pm
Prime Minister Narendra Modi today interacted with BJP booth Karyakartas from five Lok Sabha seats - Raipur, Mysore, Damoh, Karauli-Dholpur and Agra. During the interaction, PM Modi said that BJP was a 'party with a difference'. He said that the BJP was a cadre-driven party whose identity was not limited to a single family or clan.PM Modi interacts with BJP Karyakartas from Five Lok Sabha Seats via NaMo App.
October 10th, 05:40 pm
Prime Minister Narendra Modi today interacted with BJP booth Karyakartas from five Lok Sabha seats - Raipur, Mysore, Damoh, Karauli-Dholpur and Agra. During the interaction, PM Modi said that BJP was a 'party with a difference'. He said that the BJP was a cadre-driven party whose identity was not limited to a single family or clan.ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 11, 2017
October 11th, 06:59 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
October 11th, 11:13 am
ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍”କାର୍ଯ୍ୟକ୍ରମ
July 30th, 11:01 am
ମନୁଷ୍ୟର ମନ ଏପରି ଗଢ଼ା ଯେ ବର୍ଷାକାଳ ତାକୁ ବଡ଼ ଆକର୍ଷଣୀୟ ଲାଗେ । ପଶୁପକ୍ଷୀ, ବୃକ୍ଷଲତା, ପ୍ରକୃତି ସମସ୍ତେ ବର୍ଷାକାଳର ଆଗମନରେ ପ୍ରଫୁଲ୍ଲିତ ହୋଇଉଠନ୍ତି । କିନ୍ତୁ ବେଳେବେଳେ ବର୍ଷା ଯେତେବେଳେ ବିକଟାଳ ରୂପ ଧାରଣ କରେ, ସେତେବେଳେ ତା'ର ବିନାଶକାରୀ ଶକ୍ତିର ପରିଚୟ ମିଳେ । ପ୍ରକୃତି ଆମକୁ ଜୀବନ ଦିଏ, ଆମର ପ୍ରତିପୋଷଣ କରେ କିନ୍ତୁ ବେଳେବେଳେ ବନ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପଦଗୁଡ଼ିକର କରାଳ ରୂପ ବହୁତ ବିନାଶର କାରଣ ହୋଇଥାଏ । ପରିବର୍ତ୍ତିତ ଋତୁଚକ୍ର ଆଉ ପରିବେଶର ଯେଉଁ ପରିବର୍ତ୍ତନ ହେଉଛି ତା'ର ବହୁତ ନକାରାତ୍ମକ ପ୍ରଭାବ ପଡ଼ୁଛି ।ସୋସିଆଲ ମିଡିଆ କର୍ଣ୍ଣର 11 ଅକ୍ଟୋବର
October 11th, 09:38 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟ ର ପ୍ରତିଦିନ ଡୋଜ ।ଗଭରନାନ୍ସ ରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁLoknayak JP- a torchbearer of democracy and a stalwart of Indian history
October 11th, 07:54 pm
PM Narendra Modi has often talked about Loknayak JP’s extraordinary life, how he devoted himself towards the freedom struggle, his penchant for India’s progress and his central role in igniting a mass movement that created history and preserved the very values for which our great freedom fighters fought for. His book, ‘Aapatkal Me Gujarat’ chronicles the anti-Emergency movement in Gujarat. The book has several references to preparations for JP’s visit to Gujarat.ସୋସିଆଲ ମିଡିଆ କର୍ଣ୍ଣର 8 ଅକ୍ଟୋବର
October 08th, 07:45 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟ ର ପ୍ରତିଦିନ ଡୋଜ । ଗଭରନାନ୍ସ ରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁPM’s engagements on 11th October 2015
October 11th, 10:39 pm
PM calls on senior leaders Shri Atal Bihari Vajpayee and Shri George Fernandes
October 11th, 10:35 am
PM Modi offers respect to JP Narayan and Nanaji on their birth anniversary and remembered their contribution towards building the nation
October 11th, 10:17 am
PM Modi pays tribute to Nanaji Deshmukh, Jayprakash Narayan on their birth anniversaries
October 11th, 10:00 am
PM to attend Loktantra Prahari Abhinandan at Vigyan Bhawan, Delhi; PM to visit Mumbai
October 10th, 05:31 pm