ଟୋକିଓରେ ବ୍ୟବସାୟିକ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ
May 23rd, 04:12 pm
ଏହି କାର୍ଯ୍ୟକ୍ରମରେ ୩୪ ଟି ଜାପାନୀ କମ୍ପାନୀର ଶୀର୍ଷ କାର୍ଯ୍ୟର୍ନିବାହୀ ଏବଂ ସିଇଓ ଅଂଶଗ୍ରହଣ କରିଥିଲେ । ଏହି କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶଙ୍କର ଭାରତରେ ନିବେଶ ଏବଂ ବ୍ୟବସାୟ ରହିଛି । କମ୍ପାନୀଗୁଡିକ ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଷ୍ଟିଲ୍, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ସହିତ ବିଭିନ୍ନ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥିଲେ । ଜାପାନ ଓ ଭାରତର ପ୍ରମୁଖ ବ୍ୟବସାୟିକ ସଂଗଠନ ଯଥା କେଇଡାନରେନ, ଜାପାନର ବାହ୍ୟ ବାଣିଜ୍ୟ ସଂଗଠନ (ଜେଇଟିଆରଓ), ଜାପାନ ଆନ୍ତର୍ଜାତୀୟ ସହଯୋଗ ସଂଗଠନ (ଜେଆଇସିଏ), ଜାପାନ ବ୍ୟାଙ୍କ ଅଫ୍ ଇଣ୍ଟରନେସନାଲ କୋପରେସନ (ଜେବିଆଇସି), ଜାପାନ-ଭାରତ ବ୍ୟବସାୟ ପରାମର୍ଶଦାତା କମିଟି (ଜେଆଇବିସିସି) ଏବଂ ଇନଭେଷ୍ଟ ଇଣ୍ଡିଆ ଏହି କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ ।PM’s keynote address at event organized by Nikkei Inc. and Japan External Trade Organization (JETRO)
September 02nd, 05:25 pm
PM’s keynote address at event organized by Nikkei Inc. and Japan External Trade Organization (JETRO)Text of Prime Minister Shri Narendra Modi’s keynote address at event organized by Nikkei Inc. and Japan External Trade Organization (JETRO)
September 02nd, 10:30 am
Text of Prime Minister Shri Narendra Modi’s keynote address at event organized by Nikkei Inc. and Japan External Trade Organization (JETRO)