ପ୍ରଶାସନିକ ସେବା ଦିବସ ଉପଲକ୍ଷେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ

April 21st, 10:56 pm

ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଡକ୍ଟର ଜିତେନ୍ଦ୍ର ସିଂହ, ପି. କେ. ମିଶ୍ର ମହୋଦୟ, ରାଜୀବ ଗୌବା ମହୋଦୟ, ଶ୍ରୀ ବି. ଶ୍ରୀନିବାସନ ମହୋଦୟ ଏବଂ ଏଠାରେ ଉପସ୍ଥିତ ପ୍ରଶାସନିକ ସେବାର ସମସ୍ତ ସଦସ୍ୟ ଏବଂ ଭର୍ଚୁଆଲ ମାଧ୍ୟମରେ ସମଗ୍ର ଦେଶରୁ ଯୋଡି ହୋଇଥିବା ବନ୍ଧୁଗଣ, ଭାଇ ଓ ଭଉଣୀମାନେ, ପ୍ରଶାସନିକ ସେବା ଦିବସ ଅବସରରେ ଆପଣ ସମସ୍ତ କର୍ମଯୋଗୀମାନଙ୍କୁ ଅନେକ ଅନେକ ଶୁଭକାମନା । ଆଜି ଯେଉଁ ବନ୍ଧୁମାନଙ୍କୁ ଏହି ପୁରସ୍କାର ମିଳିଛି, ସେମାନଙ୍କୁ, ସେମାନଙ୍କ ପୁରା ଟିମକୁ ଏବଂ ସେହି ରାଜ୍ୟକୁ ମଧ୍ୟ ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ । କିନ୍ତୁ ମୋର ଏହି ଅଭ୍ୟାସ ଟିକେ ଭଲ ନୁହେଁ ।

ପ୍ରଶାସନିକ ସେବା ଦିବସ ଉପଲକ୍ଷେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

April 21st, 10:31 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପ୍ରଶାସନିକ ସେବା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସେ ‘ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’ ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପି. କେ ମିଶ୍ର, କ୍ୟାବିନେଟ୍‌ ସଚିବ ଶ୍ରୀ ରାଜୀବ ଗୌବା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

"ସ୍ୱଚ୍ଛତା ଭଳି ,ଆମେ ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନ କରିବା : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ "

June 30th, 11:30 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡ଼ିଓ କାର୍ଯ୍ୟକ୍ରମ 'ମନ କି ବାତ' ଜରିଆରେ ଦେଶକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାଳ ଗ୍ରହଣ କରିବା ପରେ ଏହା 'ମନ କି ବାତ' ର ପ୍ରଥମ ସଂସ୍କରଣ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ସମ୍ପ୍ରତି ସମ୍ପନ୍ନ ହୋଇଥିବା ଲୋକସଭା ନିର୍ବାଚନ ଏବଂ ଯୋଗ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଲ୍ଲେଖ କରିଥିଲେ । ସେ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ,ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତାନ୍ତ୍ରିକ ଅଧିକାର ଛଡ଼େଇ ନିଆଯାଇଥିଲା ।

Congress does not care about ‘dil’, they only care about ‘deals’: PM Modi

May 06th, 11:55 am

Addressing a massive rally at Bangarapet, PM Modi said these elections were not about who would win or lose, but, fulfilling aspirations of people. He accused the Karnataka Congress leaders for patronising courtiers who only bowed to Congress leaders in Delhi not the aspirations of the people.

କଂଗ୍ରେସ ପାଇଁ ବିଦାୟ ନିଲାମ କରନ୍ତୁ ,କାରଣ କର୍ଣ୍ଣାଟକର ଲୋକମାନଙ୍କ କଲ୍ୟାଣ ବିଷୟରେ କଂଗ୍ରେସ ଧ୍ୟାନ କେନ୍ଦ୍ରିତ କରିପାରିବ ନାହିଁ :ପ୍ରଧାନମନ୍ତ୍ରୀ ମୋଦୀ

May 06th, 11:46 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକରେ ଚାରୋଟି ଚିତ୍ରଦୁର୍ଗ ,ରାୟଚୁର ,ବାଗଲକୋଟ ଏବଂ ହୁବଳୀ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି କହିଲେ ,କଂଗ୍ରେସ ବିଭାଜନକାରୀ ରାଜନୀତି କରୁଛି ଏବଂ ସେମାନେ କର୍ଣ୍ଣାଟକର କୃଷକମାନଙ୍କ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରୁନାହାନ୍ତି । ସେ କର୍ଣ୍ଣାଟକର ଲୋକମାନଙ୍କୁ ସେମାନଙ୍କ କଲ୍ୟାଣ ଦିଗରେ ବିଚାର କରି କଂଗ୍ରେସର ବିଦାୟ ନିଲାମ କରିବାକୁ କହିଛନ୍ତି ।

ସ୍ୱାମୀ ଅଭଧେଶାନନ୍ଦ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିବ୍ୟଦୃଷ୍ଟିକୁ ପ୍ରଶଂସା କଲେ

May 15th, 04:08 pm

ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ଉତ୍ସବରେ ସ୍ୱାମୀ ଅଭଧେଶାନନ୍ଦ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦିବ୍ୟଦୃଷ୍ଟିକୁ ପ୍ରଶଂସା କରି କହିଲେ ତାଙ୍କ ନେତୃତ୍ୱରେ ନିଆଯାଉଥିବା ପଦକ୍ଷେପରୁ ଦେଶରେ ପରିବର୍ତ୍ତନ ଆଣିବ ।

ମଧ୍ୟପ୍ରଦେଶର ଅମରକଣ୍ଟକଠାରେ ‘ନମାମି ନର୍ମଦେ-ନର୍ମଦା ସେବା ଯାତ୍ରା’ର ଉଦଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 15th, 02:39 pm

ଆମ ଶାସ୍ତ୍ରରେ ଗୋଟିଏ ମାନ୍ୟତା ସ୍ଥାପିତ ହୋଇଛି ଯେ ଯଦି ଆମେ ଯାତ୍ରା କରି ପାରୁନାହେଁ, କିନ୍ତୁ କୌଣସି ଯାତ୍ରୀଙ୍କୁ ଯଦି ପ୍ରଣାମ କରିଦେବା ତେବେ ଯାତ୍ରାର ପୁଣ୍ୟ ପ୍ରାପ୍ତ ହୋଇଥାଏ । ତ ମୁଁ ମଧ୍ୟ ଆପଣ ସମସ୍ତ ଯାତ୍ରୀଙ୍କୁ ପ୍ରଣାମ କରି, ଯେଉଁ ପୁଣ୍ୟ ଆପଣ ଅର୍ଜନ କରିଛନ୍ତି; ସେଥିରୁ ଆପଣଙ୍କଠାରୁ କିଛି ଭାଗ ମାଗୁଛି । କିନ୍ତୁ ସେହି ଭାଗ ମୁଁ ମୋ ପାଇଁ ମାଗୁନାହିଁ, ଆପଣଙ୍କ ଏହି ଯାତ୍ରାରୁ ଅର୍ଜନ କରିଥିବା ପୁଣ୍ୟ ମାଆ ଭାରତୀର କାମରେ ଆସୁ, ଶହେ ପଚିଶି କୋଟି ଭାରତୀୟଙ୍କ କାମରେ ଆସୁ, ଏହି ଦେଶର ଗରିବରୁ ଗରିବ ଲୋକର ଜୀବନରେ ପରିବର୍ତ୍ତନ ଆଣିବା କାମରେ ଆସୁ । ଆଉ ମୋର ବିଶ୍ୱାସ ନର୍ମଦା ଯାତ୍ରା ହିଁ ହେଉଛି ସେହି ଯାତ୍ରା ଯାହାକୁ ନର୍ମଦା ପରିକ୍ରମା ସହ ଯୋଡ଼ା ଯାଇଛି ।

ନର୍ମଦା ଉଦଗମ ସ୍ଥଳୀରେ ପୂଜା କଲେ ପ୍ରଧାନମନ୍ତ୍ରୀ, ଅମରକଣ୍ଟକ ଠାରେ ନମାମି ନର୍ମଦେ-ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଉଦବୋଧନ

May 15th, 02:36 pm

ନର୍ମଦା ନଦୀର ଉଦଗମ ସ୍ଥଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଜା କରିଥିଲେ । ସେ ମଧ୍ୟପ୍ରଦେଶର ଅମରକଣ୍ଟକ ଠାରେ “ନମାମି ନର୍ମଦେ – ନର୍ମଦା ସେବା ଯାତ୍ରା” କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସମବେତ ହୋଇଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।ଏହି ଅବସରରେ ଉଦବୋଧନ ଦେଇ ସ୍ୱାମୀ ଅବଧେଶନନ୍ଦଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ବିକାଶ ଅବତାର’ ଭାବେ ଅଭିହିତ କରିଥିଲେ ଏବଂ କହିଥିଲେ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରି ଅନେକଙ୍କୁ ଅନୁପ୍ରାଣିତ କରିଛନ୍ତି ।

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନା

February 07th, 10:43 pm

Prime Minister Narendra Modi today replied to the Motion of Thanks on President's Address in the Lok Sabha. Speaking in Lok Sabha, the Prime Minister called for understanding and appreciating inherent strength of the people and take India to newer heights. Shri Modi said, “Faith in Jan Shakti will give results.”

For NDA Government, Interests of the Nation Are Supreme: Prime Minister Modi

February 07th, 07:51 pm

The Prime Minister, Shri Narendra Modi, today replied to the motion of thanks on the President’s Address in the Lok Sabha. He thanked the various Members of the House, for adding vigour into the debate, and sharing insightful points. Stating that there is something very special about 'Jan Shakti' – people’s power – the Prime Minister said that it is due to this 'Jan Shakti' that a person born in a poor family can become the Prime Minister of India.

“ଜନଶକ୍ତି” ଯୋଗୁଁ ଗରୀବର ପୁଅ ହୋଇପାରିଛି ଭାରତର ପ୍ରଧାନମନ୍ତ୍ରୀ : ଶ୍ରୀ ମୋଦୀ

February 07th, 06:28 pm



Address by the President of India, Shri Pranab Mukherjee to members of both houses of Parliament

January 31st, 03:44 pm

President Pranab Mukherjee addressed a joint session of Parliament today. President Mukherjee appreciated the Government for its policies aimed at welfare of the countrymen. The President said, “Indians today have a deep sense of pride in the awakening of India caused by the momentous steps my government has undertaken.”

Hon'ble CM inaugurates ‘Janshakti’ exhibition at Dahod

April 15th, 10:48 am

Hon'ble CM inaugurates ‘Janshakti’ exhibition at Dahod