ନେପାଳର କାଠମାଣ୍ଡୁ ରାଷ୍ଟ୍ରୀୟ ସଭାଗୃହରେ ନାଗରିକ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 12th, 04:39 pm
କାଠମାଣ୍ଡୁର ମହାନଗର ପାଳିକା ମୋ ପାଇଁ ଏହି ସ୍ୱାଗତ ସମାରୋହର ଆୟୋଜନ କରିଛନ୍ତି । ମୁଁ ଏଥିପାଇଁ ଆପଣ ସମସ୍ତଙ୍କ ନିକଟରେ ହୃଦୟର ସହିତ ବହୁତ ବହୁତ କୃତଜ୍ଞ । ଏହା କେବଳ ମୋର ନୁହେଁ ଏ ହେଉଛି ସମ୍ପୂର୍ଣ୍ଣ ଭାରତର ସମ୍ମାନ । କେବଳ ମୁଁ ହିଁ ନୁହେଁ, ଶହେ ପଚିଶ କୋଟି ଭାରତୀୟ ମଧ୍ୟ କୃତଜ୍ଞ । କାଠମାଣ୍ଡୁ ସହିତ ଏବଂ ନେପାଳ ସହିତ, ପ୍ରତ୍ୟେକ ଭାରତୀୟଙ୍କର ଏକ ନିଜସ୍ୱ ଭାବଗତ ସଂପର୍କ ରହିଛି ଆଉ ଏହି ସୌଭାଗ୍ୟ ମୋତେ ମଧ୍ୟ ମିଳିଛି ।ନେପାଳକୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଗସ୍ତ (ମେ 11-12, 2018) ଅବସରରେ ଭାରତ-ନେପାଳ ମିଳିତ ବିବୃତି
May 11th, 09:30 pm
ନେପାଳ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କେପି ଶର୍ମା ଓଲିଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ 11ରୁ 12 ମେ 2018ରେ ନେପାଳକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିଲେ ।ଭାରତର ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଶୀର୍ଷରେ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ :ଜନକପୁଠାରେ ପ୍ରଧାନମନ୍ତ୍ରୀ
May 11th, 12:25 pm
ନେପାଳର ଜନକପୁରଠାରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଶୀର୍ଷରେ ଅଛି । ସେ କହିଛନ୍ତି ଯେ ପ୍ରାଚୀନ କାଳରୁ ଭାରତ ଓ ନେପାଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ 5ଟି -ଟ୍ରାଡିସନ (ପରମ୍ପରା),ଟ୍ରେଡ (ବ୍ୟବସାୟ),ଟ୍ରାନ୍ସପୋର୍ଟ(ପରିବହନ),ଟୁରିଯମ(ପର୍ଯ୍ୟଟନ) ଏବଂ ଟ୍ରେଡ (ବ୍ୟାପାର) ଉପରେ ଗୁରୁତ୍ୱ ଦେଇଆସିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଜାନକୀ ମନ୍ଦିରରେ ପୂଜାର୍ଚନା କରିବା ସହିତ ଜନକପୁର-ଅଯୋଧ୍ୟା ବସ ସେବାର ଶୁଭାରମ୍ଭ କରିଛନ୍ତି
May 11th, 10:29 am
ନିଜର ନେପାଳ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଜନକପୁରରେ ଜାନକୀ ମନ୍ଦିରରେ ପୂଜାର୍ଚନା କରିବା ସହିତ ପରିଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ଓଲି ମଧ୍ୟ ଉପସ୍ଥିତ ଥିଲେ ।ନେପାଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
May 10th, 03:10 pm
“ନେପାଳ ପ୍ରଧାନମନ୍ତ୍ରୀ ମାହାମାନ୍ୟ କେ.ପି.ଶର୍ମା ଓଲିଙ୍କ ନିମନ୍ତ୍ରଣରେ ମୁଁ ମେ’ 11-12, 2018 ଦୁଇ ଦିନ ପାଇଁ ନେପାଳ ଗସ୍ତରେ ଯାଉଛି ।