India is the Future: PM Modi
February 26th, 08:55 pm
Prime Minister Narendra Modi addressed the News 9 Global Summit in New Delhi today. The theme of the Summit is ‘India: Poised for the Big Leap’. Addressing the gathering, the Prime Minister said TV 9’s reporting team represents the persity of India. Their multi-language news platforms made TV 9 a representative of India's vibrant democracy, the Prime Minister said. The Prime Minister threw light on the theme of the Summit - ‘India: Poised for the Big Leap’, and underlined that a big leap can be taken only when one is filled with passion and enthusiasm.PM addresses News 9 Global Summit
February 26th, 07:50 pm
Prime Minister Narendra Modi addressed the News 9 Global Summit in New Delhi today. The theme of the Summit is ‘India: Poised for the Big Leap’. Addressing the gathering, the Prime Minister said TV 9’s reporting team represents the persity of India. Their multi-language news platforms made TV 9 a representative of India's vibrant democracy, the Prime Minister said. The Prime Minister threw light on the theme of the Summit - ‘India: Poised for the Big Leap’, and underlined that a big leap can be taken only when one is filled with passion and enthusiasm.New India is finishing tasks at a rapid pace: PM Modi
February 25th, 07:52 pm
Prime Minister Narendra Modi dedicated to the nation and laid the foundation stone for multiple development projects worth more than Rs 48,100 crores in Rajkot, Gujarat. “Today's organization in Rajkot is a proof of this belief”, PM Modi said, underlining that the dedication and foundation stone laying ceremony is taking place in multiple locations in the country as it takes forward a new tradition.PM dedicates to nation and lays foundation stone for multiple development projects worth more than Rs. 48,100 crores in Rajkot, Gujarat
February 25th, 04:48 pm
Prime Minister Narendra Modi dedicated to the nation and laid the foundation stone for multiple development projects worth more than Rs 48,100 crores in Rajkot, Gujarat. “Today's organization in Rajkot is a proof of this belief”, PM Modi said, underlining that the dedication and foundation stone laying ceremony is taking place in multiple locations in the country as it takes forward a new tradition.ଜମ୍ମୁରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 20th, 12:00 pm
ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଜୀ, ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଜିତେନ୍ଦ୍ର ସିଂହ ଜୀ, ସଂସଦରେ ମୋର ସାଥି ଯୁଗଳ କିଶୋର ଜୀ, ଗୁଲାମ ଅଲ୍ଲୀ ଜୀ ଏବଂ ଜମ୍ମୁ-କଶ୍ମୀରର ମୋର ପ୍ରିୟ ଭଉଣୀ ଓ ଭାଇମାନେ । ପୁଣି ଥରେ ପବିତ୍ର ଡୁଗ୍ଗର ଭୂମିକୁ ଆସି ମୋତେ ବହୁତ ଭଲ ଲାଗୁଛି । ଡୋଗ୍ରେ ବଡେ ମିଲନ ସାର ନେ, ୟେ ଜିନ୍ନେ ମିଲନସର ନେ ମିଠୀ ଅନ୍ଦି ଗୋ ମି... ଇଣ୍ଡଭାଷା ୟେ । ତାନ୍ ଗୋ ତେ... ଡୁଗ୍ଗର ଦି କବିତ୍ରୀ, ପଦ୍ମା ସଚଦେବ ନେ ଆଖେ ୟେ- ମିଠଡୀ ଏକ-ୟେ ଡୋଗ୍ରେୟାନ୍ ଡି ବୋଲି ତେ ଖଣ୍ଡ ମିଠେ ଲେଗ ଡୋଗ୍ରେ । ଅର୍ଥାତ ସମସ୍ତେ କୁହନ୍ତି ଯେ ଡୋଗ୍ରା ବହୁତ ମଧୁର ଅଟେ ତେଣୁ ସେମାନଙ୍କର ଭାଷା ମଧ୍ୟ ମଧୁର । ଏବଂ ଡୋଗ୍ରୀ କବି ପଦ୍ମା ସଚ୍ଚଦେବ କହିଛନ୍ତି ଡୋଗ୍ରାସର ଭାଷା ଯେପରି ମଧୁର ସେହିଭଳି ଡୋଗ୍ରାମାନେ ମଧ୍ୟ ମିଠା ପରି ମଧୁର ଅଟନ୍ତି ।ଜମ୍ମୁ-କାଶ୍ମୀରରେ ୩୨,୦୦୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
February 20th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁରେ ୩୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ ଚଳାଚଳ, ପେଟ୍ରୋଲିୟମ ଏବଂ ନାଗରିକ ଭିତ୍ତିଭୂମି ସମେତ ଅନେକ କ୍ଷେତ୍ର ସହିତ ଏହି ପ୍ରକଳ୍ପଗୁଡିକ ଜଡିତ । ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ପ୍ରାୟ ୧୫୦୦ ନୂତନ ସରକାରୀ ନିଯୁକ୍ତି ପାଇଁ ନିଯୁକ୍ତି ଆଦେଶ ମଧ୍ୟ ବଣ୍ଟନ କରିଥିଲେ । 'ବିକଶିତ ଭାରତ ବିକଶିତ ଜମ୍ମୁ' କାର୍ଯ୍ୟକ୍ରମ ରେ ସେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ଫେବୃୟାରୀ ୨୦ରେ ଜାମ୍ମୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 19th, 08:55 am
ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଜାମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିବେ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ ଚଳାଚଳ, ପେଟ୍ରୋଲିୟମ, ନାଗରିକ ଭିତ୍ତିଭୂମି ସମେତ ଅନେକ କ୍ଷେତ୍ର ସହିତ ଏହି ପ୍ରକଳ୍ପ ଗୁଡିକ ଜଡିତ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ପ୍ରାୟ ୧୫୦୦ ନୂତନ ସରକାରୀ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଆଦେଶ ବଣ୍ଟନ କରିବେ । ପ୍ରଧାନମନ୍ତ୍ରୀ 'ବିକଶିତ ଭାରତ ବିକଶିତ ଜାମ୍ମୁ' କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ ।ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ: ପ୍ରଧାନମନ୍ତ୍ରୀ
December 11th, 12:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଐତିହାସିକ ଏବଂ ଏହା ୫ ଅଗଷ୍ଟ ୨୦୧୯ରେ ଭାରତୀୟ ସଂସଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ବଜାୟ ରଖିଛି ।ଜମ୍ମୁର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଆମ ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବ: ପ୍ରଧାନମନ୍ତ୍ରୀ
June 08th, 09:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜମ୍ମୁର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାକୁ ଆହୁରି ମଜବୁତ କରିବ ।ପିଏମଏୱାଇ ମାଆ ଓ ଭଉଣୀମାନଙ୍କ ଜୀବନ ସହଜ କରୁଛି: ପ୍ରଧାନମନ୍ତ୍ରୀ
April 14th, 09:01 am
ପ୍ରଧାନମନ୍ତ୍ରୀ ଆଜି ଜମ୍ମୁ ପୁଞ୍ଚର ସାଂସଦ ଶ୍ରୀ ଯୁଗଳ କିଶୋର ଶର୍ମାଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇଛନ୍ତି । ନିଜ ଟ୍ୱିଟରେ ସାଂସଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଜନାରେ ମିଳିଥିବା ଘର ଯୋଗୁଁ ପୁଞ୍ଚର ଚଞ୍ଚଳା ଦେବୀଙ୍କ ଜୀବନରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ଅନୁଷ୍ଠିତ ବିଡିସି ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 25th, 06:35 pm
ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ସମ୍ପନ୍ନ ବିଡିସି ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ବିଡିସି ନିର୍ବାଚନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ସମ୍ପନ୍ନ ହୋଇଥିବାରୁ ସେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ ।Any attempt by harbingers of terrorism towards harming India’s national security will come at heavy costs: PM
March 28th, 05:04 pm
PM Narendra Modi addressed a large crowd of his supporters at a public meeting organized in Jammu today. Urging his supporters to give an effective response to terrorists and their sympathizers by electing a strong BJP government during the upcoming Lok Sabha elections, PM Modi said,” Sometimes I wonder if the current Congress party is the same that Sardar Vallabhbhai Patel and Netaji Subhas Chandra Bose were once a part of. I say this because the statements given by some Congress, PDP and NC leaders were hailed in Pakistan because of their anti-India content.”PM Modi addresses Public Meeting in Jammu
March 28th, 05:03 pm
PM Narendra Modi addressed a large crowd of his supporters at a public meeting organized in Jammu today. Urging his supporters to give an effective response to terrorists and their sympathizers by electing a strong BJP government during the upcoming Lok Sabha elections, PM Modi said,” Sometimes I wonder if the current Congress party is the same that Sardar Vallabhbhai Patel and Netaji Subhas Chandra Bose were once a part of. I say this because the statements given by some Congress, PDP and NC leaders were hailed in Pakistan because of their anti-India content.”Social Media Corner 20th May 2018
May 20th, 08:13 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!ପାକଲ ଦୁଲ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ଓ ଜାମ୍ମୁରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 19th, 08:01 pm
ଆମ ଚମନଲାଲଙ୍କ ଭଳି ବେଶ ପୁରୁଣା ପରିଚିତ ଚେହେରା ମୁଁ ଦେଖିପାରୁଛି । ଜାମ୍ମୁ କାଶ୍ମୀର ପାଇଁ ଆଜିର ଏହି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ଏହା ମୋର ଆଜି ଚତୁର୍ଥ କାର୍ଯ୍ୟକ୍ରମ ।ଜାମ୍ମୁରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
May 19th, 08:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ , ସରକାର ଦେଶର ବିକାଶକୁ ନେଇ ଏକ ନୂଆ ଆଭିମୁଖ୍ୟ ସହିତ ଲମ୍ବା ସମୟ ପର୍ଯ୍ୟନ୍ତ ଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି । ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ସରକାରଙ୍କ ଧ୍ୟାନ ରାଜମାର୍ଗ ,ରେଳମାର୍ଗ ,ଜଳମାର୍ଗ ଏବଂ ଆଇୱେ ଏବଂ ରୋପୱେ ବିକାଶ କରିବା ।No one can ignore sufferings of the Kashmiri Pandits, we remain committed to justice: Shri Modi
December 02nd, 12:34 pm
No one can ignore sufferings of the Kashmiri Pandits, we remain committed to justice: Shri ModiTime to move beyond mentality of beggar state to create a better state: Narendra Modi in J&K
December 01st, 09:05 pm
Time to move beyond mentality of beggar state to create a better state: Narendra Modi in J&KFull Text of Shri Modi's speech at Lalkaar Rally, Jammu
December 01st, 02:07 pm
Full Text of Shri Modi's speech at Lalkaar Rally, JammuRising, Resonating and Rooting for Narendra Modi's pitch "Not a Separate State , but a SUPER State" in Jammu!
December 01st, 10:58 am
Rising, Resonating and Rooting for Narendra Modi's pitch Not a Separate State , but a SUPER State in Jammu!