Congress' deep partnership & collaboration with Pakistan has been exposed: PM Modi in Anand
May 02nd, 11:10 am
Ahead of the impending Lok Sabha elections, Prime Minister Narendra Modi addressed a powerful rally in Anand, Gujarat. He added that his mission is a 'Viksit Bharat' and added, 24 x 7 for 2047 to enable a Viksit Bharat.PM Modi addresses powerful rallies in Anand, Surendranagar, Junagadh and Jamnagar in Gujarat
May 02nd, 11:00 am
Ahead of the impending Lok Sabha elections, Prime Minister Narendra Modi addressed powerful rallies in Anand, Surendranagar, Junagadh and Jamnagar in Gujarat. He added that his mission is a 'Viksit Bharat' and added, 24 x 7 for 2047 to enable a Viksit Bharat.The dreams of crores of women, poor and youth are Modi's resolve: PM Modi
February 18th, 01:00 pm
Addressing the BJP National Convention 2024 at Bharat Mandapam, Prime Minister Narendra Modi said, “Today is February 18th, and the youth who have reached the age of 18 in this era will vote in the country's 18th Lok Sabha election. In the next 100 days, you need to connect with every new voter, reach every beneficiary, every section, every community, and every person who believes in every religion. We need to gain the trust of everyone.PM Modi addresses BJP Karyakartas during BJP National Convention 2024
February 18th, 12:30 pm
Addressing the BJP National Convention 2024 at Bharat Mandapam, Prime Minister Narendra Modi said, “Today is February 18th, and the youth who have reached the age of 18 in this era will vote in the country's 18th Lok Sabha election. In the next 100 days, you need to connect with every new voter, reach every beneficiary, every section, every community, and every person who believes in every religion. We need to gain the trust of everyone.ଲକ୍ଷ୍ୟଦ୍ୱୀପ ଅଗତୀ ବିମାନବନ୍ଦରର ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 02nd, 04:45 pm
ଲକ୍ଷ୍ୟଦ୍ୱୀପ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ । କିନ୍ତୁ ସ୍ୱାଧୀନତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲକ୍ଷ୍ୟଦ୍ୱୀପର ଭିତିଭୂମି ଉପରେ ସେତେଟା ଧ୍ୟାନ ଦିଆଗଲା ନାହିଁ । ଯଦିଓ ନୌପରିବହନ ଏଠାକାର ଜୀବନରେଖା ହୋଇ ରହିଆସିଛି । ଏହାସତ୍ୱେ ଏଠି ବନ୍ଦର ଭିତିଭୂମି ମଧ୍ୟ ଦୁର୍ବଳ ରହିଥିଲା । ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, ଏପରିକି ପେଟ୍ରୋଲ ଓ ଡିଜେଲ୍ ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହିସବୁ ଆହ୍ୱାନ ଗୁଡିକର ବର୍ତମାନ ଆମ ସରାକର ସମାଧାନ କରୁଛନ୍ତି । ଲକ୍ଷ୍ୟଦ୍ୱୀପର ପ୍ରଥମ ପିଓଏଲ୍, ବୃହତ ଭଣ୍ଡାରଣ କେନ୍ଦ୍ର, କବରତୀ ଏବଂ ମିନିକାଁୟ ଦ୍ୱୀପରେ ନିର୍ମାଣ କରାଯାଇଛି । ବର୍ତମାନ ଏଠାରେ ଅନେକ କ୍ଷେତ୍ରରେ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେଉଛି ।ଲାକ୍ଷାଦ୍ୱୀପର ଅଗାତି ବିମାନବନ୍ଦରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
January 02nd, 04:30 pm
ଲାକ୍ଷାଦ୍ୱୀପର ଅଗାତି ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହା ସହିତ ଲାକ୍ଷାଦ୍ୱୀପରେ ରହିବ ପ୍ରଧାନମନ୍ତ୍ରୀଙ୍କ ରାତ୍ରି ଭୋଜନ ବ୍ୟବସ୍ଥା ରହିଛି ।ରାଜସ୍ଥାନର ଆବୁ ରୋଡ ବ୍ରହ୍ମକୁମାରୀଙ୍କ ଶାନ୍ତି ବନ ପରିସରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 10th, 07:02 pm
ଏହା ମୋର ସୌଭାଗ୍ୟ ଯେ ମୋତେ ଅନେକ ଥର ଆପଣଙ୍କ ମଧ୍ୟକୁ ଆସିବାର ସୁଯୋଗ ମିଳିଛି, ଯେତେବେଳେ ମଧ୍ୟ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥାଏ, ମୋତେ ଏକ ଆଧ୍ୟାତ୍ମିକ ଅନୁଭୂତି ହୋଇଥାଏ ଏବଂ ଗତ କିଛି ମାସରେ ଦ୍ୱିତୀୟ ଥର ମୋତେ ବ୍ରହ୍ମ କୁମାରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଛି । ଏହା ପୂର୍ବରୁ, ଆପଣ ମୋତେ ଫେବ୍ରୁଆରୀରେ ନିମନ୍ତ୍ରଣ କରିଥିଲେ ଯେତେବେଳେ ଆପଣ ‘ଜଲ ଜନ ଅଭିଯାନ’ ଆରମ୍ଭ କରିଥିଲେ । ପୁଣି ମୋତେ ବିସ୍ତୃତ ଭାବରେ ମନେ ପକାଇଲେ କିପରି ବ୍ରହ୍ମା କୁମାରୀଙ୍କ ସହିତ ମୋର ସମ୍ପର୍କ ଲଗାତାର ବଢ଼ିବାରେ ଲାଗିଛି । ଏହା ଭଗବାନଙ୍କ ଆଶୀର୍ବାଦ ଏବଂ ରାଜଯୋଗିନୀ ଦାଦୀ ଜୀଙ୍କ ଭଲପାଇବା ଯୋଗୁ ହୋଇଥାଏ ।ରାଜସ୍ଥାନର ଆବୁ ରୋଡରେ ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
May 10th, 03:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି। ସେ ଏକ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍ ହସ୍ପିଟାଲ୍, ଶିବମଣି ଓଲଡ ଏଜ୍ ହୋମର ଦ୍ୱିତୀୟ ପର୍ଯ୍ୟାୟ ଏବଂ ନର୍ସିଂ କଲେଜର ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ କରିଥିଲେ।ବ୍ରହ୍ମାକୁମାରୀମାନଙ୍କ ଦ୍ୱାରା ‘ଜଳ-ଜନ ଅଭିଯାନ’ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ଅନୁବାଦ
February 16th, 01:00 pm
ବ୍ରହ୍ମା କୁମାରୀ ସଂସ୍ଥାର ପ୍ରମୁଖ ରାଜଯୋଗିନୀ ଦାଦୀ ରତନ ମୋହିନୀ ଜୀ, କ୍ୟାବିନେଟରେ ମୋର ସାଥୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ବ୍ରହ୍ମା କୁମାରୀ ସଂସ୍ଥାର ସଦସ୍ୟ, ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି, ମହିଳାମାନେ ଏବଂ ଭଦ୍ର ଲୋକମାନେ! ମୋତେ ଖୁସି ଲାଗୁଛି ଯେ ବ୍ରହ୍ମା କୁମାରୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜଳ-ଜନ ଅଭିଯାନ’ର ଶୁଭାରମ୍ଭ ଅବସରରେ ମୁଁ ଏଠାରେ ଅଛି । ଆପଣ ସମସ୍ତଙ୍କ ମଧ୍ୟରେ ଆସିବା ଏବଂ ଆପଣମାନଙ୍କ ଠାରୁ ଶିଖିବା ମୋ ପାଇଁ ସର୍ବଦା ସ୍ୱତନ୍ତ୍ର ରହିଥିଲା । ସ୍ୱର୍ଗତ ରାଜଯୋଗିନୀ ଦାଦୀ ଜାନକୀ ଜୀଙ୍କ ଠାରୁ ମୁଁ ପାଇଥିବା ଆଶୀର୍ବାଦ ହେଉଛି ମୋର ସବୁଠାରୁ ବଡ଼ ସମ୍ପତ୍ତି । ଦାଦୀ ପ୍ରକାଶ ମଣି ଜୀଙ୍କ ନିଧନ ପରେ ଆବୁ ରୋଡରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମୋର ମନେ ଅଛି । ବିଗତ କିଛି ବର୍ଷ ମଧ୍ୟରେ, ମୋତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବ୍ରହ୍ମା କୁମାରୀ ଭଉଣୀମାନଙ୍କ ଠାରୁ ଅନେକ ଉତ୍ସାହପୂର୍ଣ୍ଣ ନିମନ୍ତ୍ରଣ ପାଇଛି । ମୁଁ ଏହି ଆଧ୍ୟାତ୍ମିକ ପରିବାରର ସଦସ୍ୟ ଭାବରେ ସର୍ବଦା ଆପଣମାନଙ୍କ ମଧ୍ୟରେ ରହିବାକୁ ଚେଷ୍ଟା କରିଥାଏ ।ଭିଡିଓ ବାର୍ତ୍ତା ଜରିଆରେ ‘ଜଳ-ଜନ ଅଭିଯାନ' ର ଶୁଭାରମ୍ଭକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 16th, 12:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ବ୍ରହ୍ମା କୁମାରୀଙ୍କ ‘ଜଳ-ଜନ ଅଭିଯାନ' କୁ ସମ୍ବୋଧିତ କରିଛନ୍ତି ।