ଉପରାଷ୍ଟ୍ରପତିଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
October 31st, 10:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନକରଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।PM praises VP planting a sapling under 'Ek Ped Maa Ke Naam'
July 27th, 10:04 pm
The Prime Minister Shri Narendra Modi has said that Hon’ble Vice President of India Shri Jagdeep Dhankhar planting a sapling in the honour of his mother is inspiring.ଜନ୍ମଦିନ ଶୁଭେଚ୍ଛା ନିମନ୍ତେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ବିଶ୍ୱର ଅନ୍ୟ ନେତାମାନଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
September 17th, 10:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜନ୍ମଦିନ ଶୁଭେଚ୍ଛା ନିମନ୍ତେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ବିଶ୍ୱର ଅନ୍ୟ ନେତାମାନଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି ।ନାଗାଲାଣ୍ଡରୁ ପ୍ରଥମ ମହିଳା ସଦସ୍ୟ ଭାବେ ରାଜ୍ୟସଭାରେ ଏସ୍. ଫାଙ୍ଗନୋନ୍ କୋନ୍ୟାକ ଅଧ୍ୟକ୍ଷତା କରିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି ବ୍ୟକ୍ତ
July 25th, 08:16 pm
ରାଜ୍ୟସଭାରେ ନାଗାଲାଣ୍ଡରୁ ପ୍ରଥମ ମହିଳା ସଦସ୍ୟ ଏସ୍. ଫାଙ୍ଗନୋନ୍ କୋନ୍ୟାକ ଗତ ସପ୍ତାହରେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କ ଦ୍ୱାରା ଉପାଧ୍ୟକ୍ଷ ପ୍ୟାନେଲରେ ମନୋନୀତ ହେବା ପରେ ଗୃହରେ ଅଧ୍ୟକ୍ଷତା କରିବାକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।ରାଜ୍ୟସଭାରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ଙ୍କୁ ସ୍ୱାଗତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 07th, 03:32 pm
ସର୍ବ ପ୍ରଥମେ ମୁଁ ଆଦରଣୀୟ ସଭାପତି ମହାଶୟ, ଆପଣଙ୍କୁ ଏହି ସଦନ ତରଫରୁ ସମ୍ପୂର୍ଣ୍ଣ ଦେଶ ତରଫରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଆପଣ ଏକ ସାଧାରଣ ପରିବାରରୁ ଆସି ସଂଘର୍ଷ ମଧ୍ୟରେ ଜୀବନ ଯାତ୍ରାକୁ ଆଗକୁ ବଢ଼ାଇ ଆପଣ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ତାହା ଦେଶର ଅନେକ ଲୋକଙ୍କ ପାଇଁ ବାସ୍ତବରେ ଏକ ପ୍ରେରଣାର କାରଣ ଅଟେ। ଏହି ଉଚ୍ଚ ସଦନରେ ଏହି ଗରିମାମୟ ଆସନକୁ ଆପଣ ସୁଶୋଭିତ କରୁଛନ୍ତି ଓ ମୁଁ କହିବି ଯେ କିଠାନାର ଲାଲ୍, ତାଙ୍କର ଉପଲବ୍ଧି ଦେଶ ଦେଖୁଛି ଓ ଦେଶର ଖୁସିର କୌଣସି ତୁଳନା ନାହିଁ।PM addresses Rajya Sabha at the start of Winter Session of Parliament
December 07th, 03:12 pm
PM Modi addressed the Rajya Sabha at the start of the Winter Session of the Parliament. He highlighted that the esteemed upper house of the Parliament is welcoming the Vice President at a time when India has witnessed two monumental events. He pointed out that India has entered into the Azadi Ka Amrit Kaal and also got the prestigious opportunity to host and preside over the G-20 Summit.ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 07th, 10:00 am
ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିବସ । ଏହି ଅଧିବେଶନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ ୧୫ ଅଗଷ୍ଟ ପୂର୍ବରୁ ଆମେ ଏକାଠି ହୋଇଥିଲେ । ୧୫ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଥିଲା ଏବଂ ଏବେ ଆମେ ଅମୃତକାଳ ଯାତ୍ରାରେ ଆଗକୁ ଅଗ୍ରସର ହେଉଛେ । ଆଜି ଏଭଳି ଏକ ସମୟରେ ଆମେ ଏକତ୍ରିତ ହୋଇଛେ, ଯେତେବେଳେ ଭାରତକୁ ଜି-୨୦ ର ପରିଚାଳନା ସୁଯୋଗ ମିଳିଛି । ବିଶ୍ୱ ସମୁଦାୟରେ ଯେଉଁଭଳି ଭାବେ ଭାରତକୁ ସ୍ଥାନ ମିଳୁଛି, ଯେଉଁଭଳି ଭାରତକୁ ନେଇ ଆଶା ବଢ଼ୁଛି ଏବଂ ଯେଉଁଭଳି ଭାବେ ଭାରତ ବୈଶ୍ୱିକ ମଞ୍ଚରେ ନିଜ ଭାଗୀଦାରି ବଢ଼ାଇବାରେ ଲାଗିଛି, ଏଭଳି ସମୟରେ ଏହି ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ଏକ ବହୁତ ବଡ଼ ସୁଯୋଗ ।ଦୀପାବଳି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଶ୍ରୀ ରାମନାଥ କୋବିନ୍ଦ ଓ ଶ୍ରୀ ଭେଙ୍କୟା ନାଇଡୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 24th, 09:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ, ଶ୍ରୀ ରାମନାଥ କୋବିନ୍ଦ ଓ ଶ୍ରୀ ଭେଙ୍କୟା ନାଇଡୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ।ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ
August 12th, 09:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନକରଙ୍କୁ ସାକ୍ଷାତ କରିଛନ୍ତି ।PM congratulates Shri Jagdeep Dhankhar on taking oath as Vice President of India
August 11th, 02:25 pm
Attended the oath-taking ceremony of Shri Jagdeep Dhankhar Ji. I congratulate him on becoming India's Vice President and wish him the very best for a fruitful tenure. – PM Narendra Modiଉପରାଷ୍ଟ୍ରପତି ନିର୍ବାଚିତ ଶ୍ରୀ ଜଗଦୀପ ଧନଖଡଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
August 06th, 10:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଜଗଦୀପ ଧନଖଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।