ପୁଣେରେ ସନ୍ଥ ତୁକାରାମ ଜୀଙ୍କୁ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ
June 14th, 02:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେରେ ସନ୍ଥ ତୁକାରାମ ଜୀଙ୍କୁ ପ୍ରଣାମ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ସନ୍ଥ ତୁକାରାମଙ୍କ ଆଦର୍ଶ ଅନେକ ଲୋକଙ୍କୁ ଉତ୍ସାହିତ କରିଥାଏ ଏବଂ ଆମକୁ ଅନ୍ୟମାନଙ୍କର ସେବା କରିବା ଏବଂ ଦୟାଳୁ ସମାଜ ପ୍ରତିପୋଷଣ ପାଇଁ ପ୍ରେରଣା ଯୋଗାଇଥାଏ ।ପୁଣେର ଦେହୁରେ ଜଗଦଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜ ଶିଳା ମନ୍ଦିର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
June 14th, 01:46 pm
ନମୋ ସଦଗୁରୁ, ତୁକୟା ଜ୍ଞାନଦୀପା । ନମୋ ସଦଗୁରୁ, ସଚ୍ଚିଦାନନ୍ଦ ରୁପା । । ନମୋ ସଦଗୁରୁ, ଭକ୍ତ-କଲ୍ୟାଣ ମୂର୍ତ୍ତି । ନମୋ ସଦଗୁରୁ ଭାସ୍କରା ପୂର୍ଣ୍ଣ କୀର୍ତ୍ତି । । ମସ୍ତକ ହେ ପାୟାୱାରୀ । ୟା ୱାର୍କରୀ ସନ୍ତାଚ୍ୟା । । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଜୀ, ବିରୋଧୀ ଦଳ ନେତା ଶ୍ରୀ ଦେବେନ୍ଦ୍ର ଫଡ଼ନବୀସ ଜୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ ପାଟିଲ ଜୀ, ୱାର୍କରୀ ସନ୍ଥ ଶ୍ରୀ ମୁରଲୀ ବାବା କୁରେକର ଜୀ, ଜଗଦଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜ ସଂସ୍ଥାନର ଅଧ୍ୟକ୍ଷ ନୀତିନ ମୋରେ ଜୀ, ଆଧ୍ୟାତ୍ମିକ ଅଘାଡ଼ିର ଅଧ୍ୟକ୍ଷ ଆଚାର୍ଯ୍ୟ ଶ୍ରୀ ତୁଷାର ଭୋସଲେ ଜୀ, ଏଠାରେ ଉପସ୍ଥିତ ସନ୍ଥ ଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ ।PM Modi inaugurates Jagatguru Shrisant Tukaram Maharaj Temple in Dehu, Pune
June 14th, 12:45 pm
PM Modi inaugurated Jagatguru Shrisant Tukaram Maharaj Temple in Dehu, Pune. The Prime Minister remarked that India is eternal because India is the land of saints. In every era, some great soul has been descending to give direction to our country and society.