ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 01st, 04:31 pm
ଆଜିର ଏହି ଶୁଭ ଅବସରରେ ଆମ ସହ ଉପସ୍ଥିତ ଥିବା ଦେଶର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଶନ୍ ରେଡ୍ଡୀ, ଇସ୍କନ ବ୍ୟୁରୋର ଅଧ୍ୟକ୍ଷ ଶ୍ରୀ ଗୋପାଳ କୃଷ୍ଣ ଗୋସ୍ୱାମୀ ଜୀ, ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଆମ ସହ ଯୋଡି ହୋଇଥିବା ସମସ୍ତ ସାଥୀ, କୃଷ୍ଣ ଭକ୍ତଗଣ!ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା
September 01st, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜି ଏକ ସ୍ମାରକୀ ମୁଦ୍ରା ଭିଡିଓ କନ୍ଫରେନ୍ସିଂ ଜରିଆରେ ଉନ୍ମୋଚନ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।ଭାରତର ଯୁବପିଢ଼ି କିଛି ନୂଆ ଏବଂ ବଡ଼ ଆକାରରେ କରିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
August 29th, 11:30 am
ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଆମ ଅଲିମ୍ପିଆନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଦେଶକୁ ବିଶ୍ୱ ମଞ୍ଚରେ ଗର୍ବିତ କରିଛନ୍ତି। ଦେଶର ଯୁବପିଢ଼ିଙ୍କ ରିସ୍କ ନେବା ଏବଂ ଆଗକୁ ବଢ଼ିବାର ଦକ୍ଷତାକୁ ପାଇଁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର କୁଶଳୀ ମାନବ ଶକ୍ତିର ପ୍ରୟାସକୁ ଆଲୋକପାତ କରି ଭଗବାନ୍ ବିଶ୍ୱକର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା ।
December 27th, 11:30 am
ବନ୍ଧୁଗଣ, ଦେଶର ସାଧାରଣ ଲୋକ ଏହି ପରିବର୍ତ୍ତନକୁ ଅନୁଭବ କରିଛନ୍ତି । ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା । କରୋନାକୁ ନେଇ ଦୁନିଆରେ ଯୋଗାଣ-ଶୃଙ୍ଖଳ ସମ୍ପର୍କିତ ଅନେକ ବାଧାବିଘ୍ନ ମଧ୍ୟ ଆସିଲା, କିନ୍ତୁ, ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କଲୁ । ଦେଶରେ ଏକ ନୂତନ ଦକ୍ଷତା ମଧ୍ୟ ଜନ୍ମନେଲା । ଯଦି ଏହାକୁ ଶବ୍ଦରେ ପ୍ରକାଶ କରାଯାଏ, ତେବେ ଏହି ସାମର୍ଥ୍ୟର ନାମ ହେଉଛି ‘ଆତ୍ମନିର୍ଭରଶୀଳତା’ ।Gita teaches us harmony and brotherhood, says PM Modi
February 26th, 05:11 pm
PM Narendra Modi today unveiled the world’s largest Bhagavad Gita. Addressing the gathering, the PM termed the Bhagavad Gita to be a world heritage which has been enlightening generations across the world since thousands of years. “Gita teaches us harmony and brotherhood”, the PM added.PM Modi unveils the world’s largest Bhagavad Gita at ISKCON Temple
February 26th, 05:03 pm
PM Narendra Modi today unveiled the world’s largest Bhagavad Gita. Addressing the gathering, the PM termed the Bhagavad Gita to be a world heritage which has been enlightening generations across the world since thousands of years. “Gita teaches us harmony and brotherhood”, the PM added.