ଡେରାଡୁନ୍ ଠାରେ ନିବେଶକ ସମ୍ମିଳନୀରେ ସ୍ୱଦେଶୀ ଉତ୍ପାଦ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

December 08th, 05:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନ୍ ଠାରେ ନିବେଶକ ସମ୍ମିଳନୀରେ ପ୍ରଦର୍ଶିତ ସ୍ୱଦେଶୀ ଉତ୍ପାଦର ଝଲକ ପୋଷ୍ଟ କରିଛନ୍ତି ।

ଗୁଜରାଟରେ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 13th, 11:01 am

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ନିତୀନ ଗଡ଼କରୀ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାଣୀ ମହାଶୟ, ଅଟୋ ଉଦ୍ୟୋଗ ସହିତ ଜଡିତ ସମସ୍ତ ହିତଧାରକ, ସମସ୍ତ ଓଇଏମ ଆସୋସିଏସନ, ମେଟଲ ଏବଂ ସ୍କ୍ରାପିଂ ଉଦ୍ୟାଗର ସମସ୍ତ ସଦସ୍ୟ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!

ପ୍ରଧାନମନ୍ତ୍ରୀ ଗୁଜୁରାଟରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି

August 13th, 11:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଅଟୋମୋବାଇଲ ସ୍କ୍ରାପିଂ ନୀତିର ଶୁଭାରମ୍ଭ ଅବସରରେ କହିଛନ୍ତି ଯେ, ଏହି ନୀତି ଅଟୋମୋବାଇଲ କ୍ଷେତ୍ର ଏବଂ ନୂତନ ଭାରତର ଗତିଶୀଳତାକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି । ସେ କହିଛନ୍ତି, ଗତିଶୀଳତାରେ ଆଧୁନିକତା କେବଳ ଭ୍ରମଣ ଏବଂ ପରିବହନର ବୋଝକୁ ହ୍ରାସ କରେ ନାହିଁ, ବରଂ ଅର୍ଥନୈତିକ ବିକାଶ ପାଇଁ ମଧ୍ୟ ସହାୟକ ବୋଲି ପ୍ରମାଣିତ ହୁଏ । ଏକବିଂଶ ଶତାବ୍ଦୀର ଭାରତ ସ୍ୱଚ୍ଛ, ଭିଡ଼ ମୁକ୍ତ ଏବଂ ସୁବିଧାଜନକ ଗତିଶୀଳତା ପାଇଁ ଲକ୍ଷ୍ୟ ହେଉଛି ସମୟର ଆବଶ୍ୟକତା।

ଅଗଷ୍ଟ ୧୩ରେ ଗୁଜୁରାଟ ଠାରେ ନିବେଶକଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 11th, 09:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୩, ୨୦୨୧ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ଆୟୋଜିତ ନିବେଶକ ଶିଖର ସମ୍ମିଳନୀରେ ଉଦବୋଧନ ଦେବେ । ସ୍ୱେଚ୍ଛାକୃତ ବାହାନଭେଳା ଆଧୁନିକୀକରଣ କାର୍ଯ୍ୟକ୍ରମ ବା ବାହାନ ସ୍କ୍ରାପିଂ ନୀତି ଅନୁଯାୟୀ ବାହାନ ସ୍କ୍ରାପିଂ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ନିବେଶ ଆହ୍ୱାନ ପାଇଁ ଏହି ସମ୍ମିଳନୀର ଆୟୋଜନ ହୋଇଛି । ଏକୀକୃତ ସ୍କ୍ରାପିଂ ହବ ବିକାଶ ପାଇଁ ଅଲଙ୍ଗ ଠାରେ ଜାହାଜଭଙ୍ଗା ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ସମନ୍ୱୟ ପ୍ରତି ମଧ୍ୟ ଧ୍ୟାନ ଆକର୍ଷଣ କରିବ ।

PM to attend Destination Uttarakhand: Investors’ Summit 2018 on October 7th

October 06th, 06:55 pm

The Prime Minister, Shri Narendra Modi, will attend Destination Uttarakhand: Investors Summit 2018, in Dehradun on October 7th, 2018.