ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 21st, 07:45 pm

ଆଜି ଭାରତ ଗୁରୁ ପୂର୍ଣ୍ଣିମାର ପବିତ୍ର ପର୍ବ ପାଳନ କରୁଛି । ଜ୍ଞାନ ଓ ଆଧ୍ୟାତ୍ମିକତାର ଏହି ପର୍ବରେ ପ୍ରଥମେ ମୁଁ ଆପଣ ମାନଙ୍କୁ ଏବଂ ଆମର ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ଆରମ୍ଭ ହେଉଛି ୪୬ତମ ବିଶ୍ୱ ଐତିହ୍ୟ କମିଟିର ବୈଠକ । ଏବଂ ଭାରତରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ଏବଂ ଏହା ସ୍ୱାଭାବିକ ଯେ ମୋ ସହିତ ସମସ୍ତ ଦେଶବାସୀ ଏହାକୁ ନେଇ ବିଶେଷ ଭାବରେ ଖୁସି ଅଛନ୍ତି । ଏହି ଅବସରରେ ମୁଁ ସମଗ୍ର ବିଶ୍ୱର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅତିଥିମାନଙ୍କୁ ସ୍ୱାଗତ କରୁଛି । ବିଶେଷ କରି ମୁଁ ୟୁନେସ୍କୋର ମହାନିର୍ଦ୍ଦେଶକ ଆଁଡ୍ରେ ଆଁ ଜୁଲେଙ୍କୁ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ଯେ ପ୍ରତ୍ୟେକ ବିଶ୍ୱ ଘଟଣା ପରି ଏହି କାର୍ଯ୍ୟକ୍ରମ ମଧ୍ୟ ଭାରତରେ ସଫଳତାର ନୂଆ ରେକର୍ଡ ସୃଷ୍ଟି କରିବ ।

ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

July 21st, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନକୁ ଉଦଘାଟନ କରିଛନ୍ତି । ବିଶ୍ୱ ଐତିହ୍ୟ କମିଟି ପ୍ରତିବର୍ଷ ବୈଠକ କରି ବିଶ୍ୱ ଐତିହ୍ୟ ସମ୍ପର୍କିତ ସମସ୍ତ ବିଷୟର ପରିଚାଳନା କରିବା ଏବଂ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହେବାକୁ ଥିବା ସ୍ଥାନଗୁଡିକ ଉପରେ ନିଷ୍ପତ୍ତି ନେବା ପାଇଁ ଦାୟୀ । ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଐତିହ୍ୟ କମିଟି ବୈଠକ ଆୟୋଜନ କରୁଛି। ଏହି ଅବସରରେ ପ୍ରଦର୍ଶିତ ବିଭିନ୍ନ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କଲା

June 21st, 02:26 pm

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ସକାଳେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି । ଯୋଗ ଅଧିବେଶନରେ ପିଏମ୍‌ଓରେ ରାଜ୍ୟ ମନ୍ତ୍ରୀ ଡ.ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଡ. ପି.କେ. ମିଶ୍ର, ବରିଷ୍ଠ ଅଧିକାରୀ ଏବଂ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ ।

ଚଳିତ ବର୍ଷର ଯୋଗ ଦିବସ କାର୍ଯ୍ୟକ୍ରମ ପାଇଁ ଶ୍ରୀନଗରର ଡାଲ ହ୍ରଦରେ ସୁନ୍ଦର ବ୍ୟବସ୍ଥା ହୋଇଥିଲା: ପ୍ରଧାନମନ୍ତ୍ରୀ

June 21st, 02:22 pm

ଚଳିତ ବର୍ଷର ଯୋଗ ଦିବସ କାର୍ଯ୍ୟକ୍ରମର ଝଲକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି ।

ଶ୍ରୀନଗରର ଡାଲ ହ୍ରଦରେ ଯୋଗ ପ୍ରେମୀଙ୍କ ସହ ସେଲ୍ଫି ପୋଜ୍‌ ଦେଲେ ପ୍ରଧାନମନ୍ତ୍ରୀ

June 21st, 11:44 am

ଜାମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ଡାଲ ହ୍ରଦରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ପ୍ରେମୀଙ୍କ ସହ ଉଠାଇଥିବା ସେଲଫିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି।

Lifestyle of the planet, for the planet and by the planet: PM Modi at launch of Mission LiFE

October 20th, 11:01 am

At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.

PM launches Mission LiFE at Statue of Unity in Ekta Nagar, Kevadia, Gujarat

October 20th, 11:00 am

At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.

କର୍ଣ୍ଣାଟକର ମହୀଶୂର ପ୍ୟାଲେସ୍ ପଡିଆରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 21st, 06:55 am

ରାଜ୍ୟପାଳ ଶ୍ରୀ ଥାୱର ଚାନ୍ଦ ଗେହେଲଟ୍ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ବାସଭରାଜ ବୋମ୍ମାଇ ଜୀ, ଶ୍ରୀ ଯଦୁଭୀର କୃଷ୍ଣଦତ୍ତାତ୍ତ ଚାମରାଜ ୱାଡିୟର୍ ଜୀ, ରାଜମାତା ପ୍ରମୋଦା ଦେବୀ, ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଜୀ । ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସରେ ଦେଶ ତଥା ବିଶ୍ୱର ସମସ୍ତ ଲୋକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ!

ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମହୀଶୂର ଠାରେ ବିଶାଳ ଯୋଗ ପ୍ରଦର୍ଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

June 21st, 06:54 am

ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହୀଶୂରର ରାଜପ୍ରାସାଦ ପଡ଼ିଆରେ ହଜାର ହଜାର ଅଂଶଗ୍ରହଣକାରୀଙ୍କ ସହ ସମୂହ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱରଚାନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ।

୪୪ତମ ଚେସ୍ ଅଲମ୍ପିଆଡ ପାଇଁ ଟର୍ଚ୍ଚ ରିଲେର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

June 19th, 05:01 pm

ଚେସ୍ ଅଲମ୍ପିଆଡର ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର କ୍ୟାବିନେଟର ମୋର ସହକର୍ମୀ, ଅନ୍ତର୍ଜାତୀୟ ଚେସ୍ ଫେଡେସେନର ସଭାପତି ଆରକେଡି ଡବରକୋୱିଚ, ଅଲଇଣ୍ଡିଆ ଚେସ୍ ଫେଡେରେସନର ସଭାପତି, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନର, ଚେସ୍ ଏବଂ ଅନ୍ୟାନ୍ୟ କ୍ରୀଡ଼ା ସଂଗଠନ ସହିତ ଜଡ଼ିତ ପ୍ରତିନିଧିଗଣ, ରାଜ୍ୟ ସରକାରଙ୍କ ପ୍ରତିନିଧିଗଣ, ଅନ୍ୟ ସମସ୍ତ ମାନ୍ୟଗଣ ବ୍ୟକ୍ତି, ଚେସ୍ ଅଲମ୍ପିଆଡ ଦଳର ସଦସ୍ୟ ଏବଂ ଚେସର ଅନ୍ୟ ଖେଳାଳିଗଣ, ମହିଳା ଏବଂ ଭଦ୍ର ଲୋକମାନେ!

PM launches historic torch relay for 44th Chess Olympiad

June 19th, 05:00 pm

Prime Minister Modi launched the historic torch relay for the 44th Chess Olympiad at Indira Gandhi Stadium, New Delhi. PM Modi remarked, We are proud that a sport, starting from its birthplace and leaving its mark all over the world, has become a passion for many countries.”

ଯୋଗ ହେଉଛି ଜ୍ଞାନ, କର୍ମ ଏବଂ ଭକ୍ତିର ପ୍ରକୃଷ୍ଟ ସମାହାର: ପ୍ରଧାନମନ୍ତ୍ରୀ

June 14th, 11:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୋଗ ହେଉଛି ଜ୍ଞାନ, କର୍ମ ଏବଂ ଭକ୍ତିର ପ୍ରକୃଷ୍ଟ ସମାହାର । ସେ ଏହା ମଧ୍ୟ କହିଛନ୍ତି ଯେ ଦ୍ରୁତ ଗତିର ଦୁନିଆରେ ଯୋଗ ବହୁ ମାତ୍ରାରେ ଆବଶ୍ୟକ ଶାନ୍ତି ପ୍ରଦାନ କରିଥାଏ ।

ଯୋଗକୁ ଅଧିକ ଲୋକପ୍ରିୟ ଏବଂ ତୃତୀୟ ଆନ୍ତର୍ଜାତୀୟ ଯୋଗ ଦିବସକୁ ସ୍ମରଣୀୟ କରିବା ପାଇଁ ଆପଣଙ୍କ ବିଚାର କ'ଣ ?

March 26th, 11:24 am

ଜୁନ 21,2017 ରେ ତୃତୀୟ ଆନ୍ତର୍ଜାତୀୟ ଯୋଗ ଦିବସ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 26 ମାର୍ଚ୍ଚ ଦିନ ନିଜର ‘ମନ କୀ ବାତ' କାର୍ଯ୍ୟକ୍ରମରେ ଦିବସକୁ ସ୍ମରଣୀୟ ମୁହୂର୍ତ୍ତ କରିବା ପାଇଁ ଜନତାଙ୍କୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖରେ ଯୋଗର ପହଂଚ ଏବଂ ଏହା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅନୁରୋଧ କରିଥିଲେ । ଆପଣ ଆପଣଙ୍କ ବିଚାର ସେର କରନ୍ତୁ, ଅଧିକରୁ ଅଧିକ ଲୋକଙ୍କୁ ଯୋଗ ଦିବସରେ ସାମିଲ କରିବା ପାଇଁ କିପରି ଆପଣଙ୍କ ଯୋଗଦାନ ରହିବ ।

ଋଷିକେଶ ଠାରେ ଆନ୍ତର୍ଜାତୀୟ ଯୋଗ ସମ୍ମେଳନକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 02nd, 02:00 pm

PM Narendra Modi today addressed the 29th edition of International Yoga Festival in Rishikesh through video conferencing. During his address the PM said there is no better place than Rishikesh to hold a yoga festival. He said, “Yoga expands our limited sense of self to see our families, societies and mankind & extension of our own self.” He also said, “Yoga makes an inpidual a better person in thought, action, knowledge & devotion.”