Buddha is an example that strong will-power can bring a change in society: PM Modi
May 07th, 09:08 am
PM Modi addressed Vesak Global Celebration on Buddha Purnima via video conferencing. He said in the testing times of COVID-19, every nation has to come together to fight it. He said Buddha is an example that strong will-power can bring a change in society. Referring to the COVID warriors, the PM hailed their crucial role in curing people and maintaining the law and order.PM Modi addresses Virtual Vesak Global Celebration on Buddha Purnima
May 07th, 09:07 am
PM Modi addressed Vesak Global Celebration on Buddha Purnima via video conferencing. He said in the testing times of COVID-19, every nation has to come together to fight it. He said Buddha is an example that strong will-power can bring a change in society. Referring to the COVID warriors, the PM hailed their crucial role in curing people and maintaining the law and order.ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଲଙ୍କା ବୈଦେଶିକ ବ୍ୟାପାର ମନ୍ତ୍ରୀ ତିଲକ ମାରାପନା
September 09th, 07:01 pm
ଶ୍ରୀଲଙ୍କା ବୈଦେଶିକ ବ୍ୟାପାର ମନ୍ତ୍ରୀ ତିଲକ ମରାପନା ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।ସୋସିଆଲ ମିଡିଆ କର୍ଣ୍ଣର ମେ 12 2017
May 12th, 07:46 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।" ଅନ୍ତର୍ଜାତୀୟ ଭେସକ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ ଲାଗି ଶ୍ରୀଲଙ୍କାର ନେତାଗଣ ପ୍ରଶଂସା କଲେ "
May 12th, 12:25 pm
ଅନ୍ତର୍ଜାତୀୟ ଭେସକ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ ଲାଗି ଶ୍ରୀଲଙ୍କାର ନେତାଗଣ ପ୍ରଶଂସା କରିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ସମାରୋହରେ ଯୋଗ ଦେବା ଲାଗି ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାଷ୍ଟ୍ରପତି ଭଗବାନ ବୁଦ୍ଧଙ୍କ ଗଭୀର ଶିକ୍ଷା ବର୍ତମାନ କିପରି ଭାବେ ସମାଜରେ ପହଂଚିପାରିଛି ଏବଂ କିପରି ମଜବୁତ ଭାବେ ପ୍ରଭାବିତ ହୋଇଛି, ସେ ଉପରେ କହିଥିଲେ ।କଲୋମ୍ବୋ ଠାରେ ଅନ୍ତର୍ଜାତୀୟ ବୈଶାଖ ଦିବସ ସମାରୋହ (12 ମେ 2017) ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 12th, 10:20 am
ଏହି ଦିନ ସାରା ମାନବ ଜଗତ ପାଇଁ ଭଗବାନ ବୁଦ୍ଧଙ୍କ ଜନ୍ମ, ଜ୍ଞାନପ୍ରାପ୍ତି ଏବଂ ପରିନିର୍ବାଣକୁ ପାଳନ କରିବାର ଅବସର ଆଣିଛି । ଏହି ଦିବସ ପରମ ସତ୍ୟ, ଚିରସ୍ଥାୟୀ ଧମ୍ମ ଏବଂ ୪ଟି ମହାନ ସତ୍ୟକୁ ହୃଦୟଙ୍ଗମ କରିବାର ଦିନ । ଦଶଟି ସିଦ୍ଧାନ୍ତ ଦାନ, ଶୀଳ, ତ୍ୟାଗ, ବୁଦ୍ଧିମତା, ଶକ୍ତି, ସହିଷ୍ଣୁତା, ସତ୍ୟ, ଦୃଢ଼ସଂକଳ୍ପ, କରୁଣା, ସମଭାବ ସ୍ମରଣ କରିବାର ଦିନ ।ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଶ୍ରୀଲଙ୍କା ଗସ୍ତ
May 11th, 11:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 11 ଓ 12 ମେ, 2017ରେ 2 ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଏହି ଗସ୍ତ ସମ୍ପର୍କରେ ତାଙ୍କ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି :“ମୁଁ ଆଜି, 11ମେ ଠାରୁ ଦୁଇଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବି । ଆମର ସୁଦୃଢ଼ ସମ୍ପର୍କର ପ୍ରତୀକ ସ୍ୱରୂପ ଗତ ଦୁଇ ବର୍ଷ ମଧ୍ୟରେ ଏହା ମୋର ଦ୍ୱିତୀୟ ଦ୍ୱିପାକ୍ଷିକ ଗସ୍ତ”