ଗୋଆରେ ୩୭ତମ ଜାତୀୟ କ୍ରୀଡ଼ାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 26th, 10:59 pm

ଗୋଆର ରାଜ୍ୟପାଳ ଶ୍ରୀ ପିଏସ୍ ଶ୍ରୀଧରନ ପିଲ୍ଲାଇ ଜୀ, ଲୋକପ୍ରିୟ ଏବଂ ଗତିଶୀଳ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଜୀ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର କ୍ୟାବିନେଟର ମୋର ଅନ୍ୟ ସହଯୋଗୀ, ମଞ୍ଚରେ ଉପସ୍ଥିତ ପ୍ରତିନିଧି, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପି.ଟି.ଉଷାଜୀ, ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଖେଳାଳିମାନେ, ସହାୟକ କର୍ମଚାରୀ, ଅନ୍ୟ ଅଧିକାରୀ ଏବଂ ଯୁବ ବନ୍ଧୁମାନେ, ଭାରତୀୟ କ୍ରୀଡ଼ା ମହାକୁମ୍ଭର ଭବ୍ୟ ଯାତ୍ରା ଏବେ ଗୋଆରେ ଆସି ପହଞ୍ଚିଛି। ଚାରିଆଡ଼େ ରଙ୍ଗ ଅଛି... ତରଙ୍ଗ ଅଛି... ଓ ଉତ୍ସାହ ଦେଖିବାକୁ ମିଳୁଛି। ଗୋଆର ପବନରେ କଥା କିଛି ଅଲଗା ଦେଖିବାକୁ ମିଳିଥାଏ। ୩୭ତମ ଜାତୀୟ କ୍ରୀଡ଼ା ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅନେକ ଅନେକ ଅଭିନନ୍ଦନ ।

ଗୋଆରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

October 26th, 05:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆର ମଡ଼ଗାଓ ସ୍ଥିତ ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କରିଛନ୍ତି । ଅକ୍ଟୋବର ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କ୍ରୀଡ଼ାରେ ଦେଶର ୧୦,୦୦୦ରୁ ଅଧିକ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ, ଯେଉଁମାନେ ୨୮ଟି କ୍ରୀଡ଼ାଙ୍ଗନରେ ୪୩ରୁ ଅଧିକ କ୍ରୀଡ଼ା ବର୍ଗରେ ଭାଗ ନେବେ।

ମୁମ୍ବାଇରେ ଆୟୋଜିତ ଆନ୍ତର୍ଜାତୀୟ ଅଲମ୍ପିକ୍ ସମିତି (ଆଇଓସି) ର 141ତମ ଅଧିବେଶନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

October 12th, 07:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଅକ୍ଟୋବର 2023 ରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ 141 ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନର ଉଦଘାଟନ କରିବେ।

ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ଆରମ୍ଭ ହୋଇଥିବା ପ୍ରକଳ୍ପ, ଦସ୍ତାବିଜ ବିନିମୟ ଏବଂ ଘୋଷଣାର ତାଲିକା

April 02nd, 01:02 pm

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଦେଉବାଙ୍କ ଦ୍ୱାରା ଚାରୋଟି ପ୍ରମୁଖ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏଥିରେ ନେପାଳରେ ରୁପେ କାର୍ଡ ଉନ୍ମୋଚନ ଅନ୍ତର୍ଭୁକ୍ତ ଥିଲା । ପଡ଼ୋଶୀ ରାଷ୍ଟ୍ର ମଧ୍ୟ ଆନ୍ତର୍ଜାତୀୟ ସୌର ମିଳିତ ମଞ୍ଚରେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ୨୦୨୩ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧିବେଶନ ପାଇଁ ଭାରତକୁ ଆୟୋଜକ ଭାବରେ ମନୋନୀତ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି

February 19th, 07:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧିବେଶନ ପାଇଁ ଭାରତକୁ ଆୟୋଜକ ଭାବରେ ମନୋନୀତ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

IOC President meets PM

April 27th, 07:00 pm

IOC President meets PM