ନୂଆଦିଲ୍ଲୀଠାରେ ପ୍ରଥମ ଅନ୍ତର୍ଜାତୀୟ ବିଚାର ବିଭାଗୀୟ ସମ୍ମିଳନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 22nd, 10:35 am
ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମହାଶୟ, ମଞ୍ଚରେ ଉପସ୍ଥିତ ସୁପ୍ରିମକୋର୍ଟର ବିଚାରପତି ଗଣ, ଭାରତର ଆଟର୍ଣ୍ଣି ଜେନେରାଲ, ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ୱର ଅନ୍ୟାନ୍ୟ ଉଚ୍ଚ ନ୍ୟାୟଳୟଗୁଡିକର ବିଚାରପତି, ଭାରତର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ସମ୍ମାନିତ ବିଚାରପତି ଗଣ, ଅତିଥିଗଣ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି ଗଣ !!ଅନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 22nd, 10:34 am
ନୂଆଦିଲ୍ଲୀ ଠାରେ ଅନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ସୁପ୍ରିମକୋର୍ଟ ଓ ହାଇକୋର୍ଟର ସମ୍ମାନିତ ବିଚାରପତି ବୃନ୍ଦ, ବିଶିଷ୍ଟ ଆଇନଜୀବୀମାନେ ଓ ବିଦେଶାଗତ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଭାଗ ନେଇଥିଲେ ।