ଏଚଟି ନେତୃତ୍ୱ ସମ୍ମିଳନୀ-2017ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

November 30th, 10:30 am

ମୁଁ ପୁଣିଥରେ ଆପଣମାନଙ୍କ ଗହଣକୁ ଆସିବା ଲାଗି ସୁଯୋଗ ପାଇଛି । ବହୁ ଚିହ୍ନା-ପରିଚିତ ଲୋକଙ୍କୁ ମୁଁ ଦେଖିପାରୁଛି । ମୋତେ ପୁଣିଥରେ ଡାକିଥିବାରୁ ହିନ୍ଦୁସ୍ଥାନ ଟାଇମ୍ସ ଗ୍ରୁପ ଏବଂ ଏହାର ପାଠକମାନଙ୍କୁ ଅନେକ ଅନେକ କୃତଜ୍ଞତା ।

ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 21, 2017

November 21st, 07:47 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଆନ୍ତର୍ଜାତିକ ଅଦାଲତକୁ ପୁନଃନିର୍ବାଚିତ ହେବାପରେ ବିଚାରପତି ଦଲବୀର ଭଣ୍ଡାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 21st, 10:33 am

ଆନ୍ତର୍ଜାତିକ ଅଦାଲତକୁ ପୁନଃନିର୍ବାଚିତ ହୋଇଥିବାରୁ ନ୍ୟାୟମୂର୍ତ୍ତି ଦଲବୀର ଭଣ୍ଡାରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।