ଚତୁର୍ଥ ବିମସ୍ଟେକ ଶିଖର ସମ୍ମିଳନୀ ଘୋଷଣାନାମା, କାଠମାଣ୍ଡୁ, ନେପାଳ (30-31 ଅଗଷ୍ଟ, 2018)

August 31st, 12:40 pm

ଆମେ, ବାଂଲାଦେଶ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ, ଭୂଟାନ ରାଷ୍ଟ୍ରର ପ୍ରଧାନ ପରାମର୍ଶଦାତା, ଭାରତୀୟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ, ମିଆଁମାର ସାଧାରଣତନ୍ତ୍ର ସଂଘର ରାଷ୍ଟ୍ରପତି, ନେପାଳ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ଗଣତାନ୍ତ୍ରିକ ସମାଜବାଦୀ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଏବଂ ଥାଇଲାଣ୍ଡ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଚତୁର୍ଥ ବିମସ୍ଟେକ ଶିଖର ସମ୍ମିଳନୀ ପାଇଁ 30-31 ଅଗଷ୍ଟରେ କାଠମାଣ୍ଡୁ ଠାରେ ପରସ୍ପର ସହ ସାକ୍ଷାତ କଲୁ ।

ନେପାଳର କାଠମାଣ୍ଡୁଠାରେ ବିମଷ୍ଟେକ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 30th, 05:28 pm

ବିମଷ୍ଟେକ ସଦସ୍ୟ ଦେଶମାନଙ୍କରୁ ଆସିଥିବା ମୋର ସାଥୀ ନେତୃମଣ୍ଡଳୀ, ସର୍ବପ୍ରଥମେ ତ’ ମୁଁ ଏହି ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ନେପାଳ ସରକାରଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ହୃଦୟର କୃତଜ୍ଞତା ପ୍ରକଟ କରିବାକୁ ଚାହୁଁଛି । ଯଦିଓ ମୋ ପାଇଁ ଏହା ପ୍ରଥମ ବିମଷ୍ଟେକ ଶିଖର ସମ୍ମିଳନୀ ଅଟେ, କିନ୍ତୁ 2016ରେ ମୋତେ ଗୋଆରେ ବ୍ରିକ୍ସ ଶିଖର ସମ୍ମିଳନୀ ସହିତ ବିମଷ୍ଟେକ ରିଟ୍ରିଟ ଆୟୋଜନ କରିବାର ସୁଯୋଗ ମିଳିଥିଲା । ଗୋଆରେ ଆମେ ପଦକ୍ଷେପ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିଥିଲୁ, ଏହାର ଅନୁରୂପ ହିଁ ଆମର ଦଳ ପ୍ରଶଂସନୀୟ ପରବର୍ତ୍ତୀ ପଦକ୍ଷେପ ନେଇଛି ।

India will continue to expand and deepen economic engagements with ASEAN: PM Modi

September 08th, 09:51 am

In his closing remarks at the ASEAN summit, PM Modi said that all 3 pillars of our partnership - security, economic & socio-cultural have registered good progress. PM also said that India will continue to expand & deepen its economic engagements with ASEAN.