ମାର୍ଚ୍ଚ 9 ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
March 07th, 08:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 9, 2021 ମଧ୍ୟାହ୍ନ 12ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ତ୍ରିପୁରାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କରିବା ସହିତ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ।କର୍ତାରପୁର ସାହିବ କରିଡରଠାରେ ସମନ୍ୱିତ ତନଖି ଫାଟକ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
November 09th, 05:22 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବ ଗୁରୁଦାସପୁରର କର୍ତାରପୁର ସାହିବ କରିଡରଠାରେ ସମନ୍ୱିତ ତନଖି ଫାଟକ ଉଦଘାଟନ କରିବା ସହିତ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।ପଞ୍ଜାବର ଗୁରୁଦାସପୁରରେ ଡେରା ବାବା ନାନକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 09th, 11:13 am
ସାଥୀଗଣ, ଆଜି ଏହି ପବିତ୍ର ମାଟିକୁ ଆସି ମୁଁ ଧନ୍ୟ ଅନୁଭବ କରୁଛି । ଏହା ମୋର ସୌଭାଗ୍ୟ ଯେ, ମୁଁ ଆଜି ଦେଶକୁ କରତାରପୁର ସାହିବ କରିଡର ସମର୍ପିତ କରୁଛି । ଯେଭଳି ଅନୁଭୂତି କରସେବା ସମୟରେ ଆପଣ ସମସ୍ତଙ୍କର ହୋଇଥାଏ, ଏବେ ଏହି ସମୟରେ ମୋତେ ମଧ୍ୟ ସେହି ଭାବ ଅନୁଭବ ହେଉଛି । ମୁଁ ଆପଣ ସମସ୍ତଙ୍କୁ, ସମଗ୍ର ଦେଶକୁ, ସାରା ବିଶ୍ୱରେ ବସବାସ କରୁଥିବା ଶିଖ ଭାଇ-ଭଉଣୀମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।ଗୁରୁ ନାନକ ଦେବଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
November 09th, 11:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଛନ୍ତି । ସେ ସମନ୍ୱିତ ତନଖି ଫାଟକ (ଆଇସିପି) ଏବଂ କର୍ତାରପୁର କରିଡର ଉଦଘାଟନ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହା କହିଛନ୍ତି । ସେ ଗୁରୁ ନାନକ ଦେବ ଜୀଙ୍କ 550ତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ମଧ୍ୟ ଉନ୍ମୋଚନ କରିଥିଲେ ।ଭାରତକୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ (ଏପ୍ରିଲ 07, 2018) ଅବସରରେ ଭାରତ-ନେପାଳ ମିଳିତ ବିବୃତି
April 07th, 12:29 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶ୍ରୀ କେ.ପି ଶର୍ମା ଓଲି ଏପ୍ରିଲ 6-8, 2018ରେ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି ।Joint dedication of the Petrapole Integrated Check Post (ICP)
July 21st, 08:52 pm
Social Media Corner 21st July
July 21st, 07:23 pm
In India’s development journey, our neighbours play a vital role: PM Modi
July 21st, 04:53 pm
PM Narendra Modi, Bangladesh PM Sheikh Hasina to jointly dedicate Integrated Check Post (ICP) at Petrapole
July 21st, 10:49 am