“ମନ୍ କି ବାତ୍”ର 44ତମ ସଂସ୍କରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, 27.05.2018

May 27th, 11:30 am

ନମସ୍କାର । “ମନ କି ବାତ୍” ମାଧ୍ୟମରେ ପୁଣିଥରେ ଆପଣମାନଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ମିଳିଛି । ଆପଣମାନଙ୍କର ଭଲଭାବେ ମନେଥିବ ନୌବାହିନୀର ଛଅଜଣ ମହିଳା କମାଣ୍ଡରଙ୍କୁ ନେଇ ଗୋଟିଏ ଦଳ ବିଗତ ଅନେକ ମାସ ଧରି ସମୁଦ୍ର ଯାତ୍ରାରେ ଯାଇଥିଲେ । “ନାବିକ ସାଗର ପରିକ୍ରମା” – ମୁଁ ତାଙ୍କରି ବିଷୟରେ କିଛି କହିବାକୁ ଚାହୁଁଛି ।

ଆଇଏନଏସଭି ତାରିଣୀର ନାବିକ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ

May 23rd, 02:20 pm

ଆଇଏନଏସଭି ତାରିଣୀ ଜାହାଜରେ ସଫଳତା ପୂର୍ବକ ପୃଥିବୀ ପରିକ୍ରମା କରିସାରିଥିବା ଭାରତୀୟ ନୌସେନାର 6 ଜଣ ମହିଳା ଅଧିକାରୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ସୋସିଆଲ ମିଡିଆ କର୍ଣ୍ଣର ମେ 21, 2018

May 21st, 07:39 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

PM congratulates Indian Navy's all-women crew of INSV Tarini for completing the Navika Sagar Parikrama

May 21st, 07:35 pm

PM Modi today congratulated Indian Navy's all-women crew of INSV Tarini for completing the Navika Sagar Parikrama. In a tweet, the PM said, Heartiest congratulations to Indian Navy's all-women crew of INSV Tarini for completing the Navika Sagar Parikrama, their mission to circumnavigate the globe. Welcome home. The entire nation is proud of you!

ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 20, 2017

October 20th, 07:23 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଆଇଏନଏସଭି ତାରିଣୀରେ ବିଶ୍ଵ ପରିକ୍ରମା କରୁଥିବା ମହିଳା ନାବିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଅଭିନନ୍ଦନ

October 19th, 06:29 pm

ଭାରତୀୟ ନୌସେନା ଜାହାଜ INSV ତାରିଣୀରେ ବିଶ୍ଵ ପରିକ୍ରମା ଅଭିଯାନରେ ଥିବା ମହିଳା ନାବିକମାନଙ୍କୁ ଭିଡିଓ କଲ ଯୋଗେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଛନ୍ତି ।

PM wishes the women officers of Navika Sagar Parikrama the very best; urges people to share good wishes on the NM App

September 10th, 11:20 am



ଆଇଏନଏସ ତାରିଣୀ ଦଳର ସମସ୍ତ ମହିଳା ଅଧିକାରୀଙ୍କୁ ଶୁଭେଚ୍ଛା ଦିଅନ୍ତୁ ....ଆପଣଙ୍କ ସନ୍ଦେଶ ବାଣ୍ଟନ୍ତୁ !

August 27th, 11:40 am

ଅଗଷ୍ଟ 27 'ମନ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନାର 6 ଜଣ ମହିଳା ଅଧିକାରୀଙ୍କ ସହିତ ହୋଇଥିବା ନିଜର ସାକ୍ଷାତ ବିଷୟରେ କହିଥିଲେ । ମହିଳା ଅଧିକାରୀ ନୌସେନା ପୋତ ଆଇଏନଏସଭି ତାରିଣୀରେ ସମଗ୍ର ବିଶ୍ୱ ପରିକ୍ରମା କରିବେ ।

ପ୍ରଧାନମନ୍ତ୍ରୀଙ୍କ ଆକାଶବାଣୀ କାର୍ଯ୍ୟକ୍ରମ "ମନ୍ କି ବାତ୍”, 27.08.2017

August 27th, 11:36 am

ଏକପକ୍ଷରେ ଦେଶ ଉତ୍ସବର ପରିବେଶରେ ବୁଡ଼ି ରହିଛି ଏବଂ ଅନ୍ୟପକ୍ଷରେ ଭାରତର କୌଣସି କୋଣରୁ ଯେତେବେଳେ ହିଂସାକାଣ୍ଡର ଖବର ଆସୁଛି, ସେତେବେଳେ ଦେଶର ଚିନ୍ତା ମନରେ ଆସିବା ସ୍ୱାଭାବିକ । ଆମ ଦେଶ ବୁଦ୍ଧ ଏବଂ ଗାନ୍ଧୀଙ୍କ ଦେଶ; ଦେଶର ଏକତା ପାଇଁ ପ୍ରାଣପଣେ ଲାଗିପଡ଼ିଥିବା ସର୍ଦ୍ଦାର ପଟେଲଙ୍କ ଦେଶ । ଶହ ଶହ ବର୍ଷଧରି ଆମର ପୂର୍ବପୁରୁଷମାନେ ଯେଉଁ ସାର୍ବଜନୀନ ଜୀବନର ମୂଲ୍ୟକୁ, ଅହିଂସାକୁ, ସମାଦରକୁ ସ୍ୱୀକାର କରିଛନ୍ତି, ତାହା ଆମ ଆତ୍ମାରେ ସମାହିତ ହୋଇରହିଛି ।