ନାସକମ୍ ଟେକ୍ନୋଲୋଜି ଓ ନେତୃତ୍ୱ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 17th, 12:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ନାସକମ୍ ପ୍ରଯୁକ୍ତି ଓ ନେତୃତ୍ୱ ମଞ୍ଚ (NTLF) କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କରୋନା କାଳରେ ପ୍ରଯୁକ୍ତି ଶିଳ୍ପ ଦେଖାଇଥିaବା ନମନୀୟତାର ଉଚ୍ଚପ୍ରଶଂସା କରିଥିଲେ । “ଯେତେବେଳେ ଚିପ୍ସ କାମ କରିବାରେ ଅକ୍ଷମ ହେଲା, ସେତେବେଳେ ଆପଣଙ୍କ କୋଡ କାମ ଜାରି ରଖିଲା” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିବୃଦ୍ଧି ଆଶା ଯେତେବେଳେ ନିରାଶାରେ ପରିଣତ ହୋଇଥିଲା, ସେତେବେଳେ ଏହି କ୍ଷେତ୍ରରେ ଶତକଡା ଦୁଇଗୁଣ ଅଭିବୃଦ୍ଧି ହେବା ସହ ଚାରି ବିଲିୟନ ଡଲାର ରାଜସ୍ୱ ଆଦାୟ ହୋଇଛି ।ନାସ୍କମ୍ ପ୍ରଯୁକ୍ତି ଓ ନେତୃତ୍ୱ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 17th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ନାସକମ୍ ପ୍ରଯୁକ୍ତି ଓ ନେତୃତ୍ୱ ମଞ୍ଚ (NTLF) କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କରୋନା କାଳରେ ପ୍ରଯୁକ୍ତି ଶିଳ୍ପ ଦେଖାଇଥିaବା ନମନୀୟତାର ଉଚ୍ଚପ୍ରଶଂସା କରିଥିଲେ । “ଯେତେବେଳେ ଚିପ୍ସ କାମ କରିବାରେ ଅକ୍ଷମ ହେଲା, ସେତେବେଳେ ଆପଣଙ୍କ କୋଡ କାମ ଜାରି ରଖିଲା” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିବୃଦ୍ଧି ଆଶା ଯେତେବେଳେ ନିରାଶାରେ ପରିଣତ ହୋଇଥିଲା, ସେତେବେଳେ ଏହି କ୍ଷେତ୍ରରେ ଶତକଡା ଦୁଇଗୁଣ ଅଭିବୃଦ୍ଧି ହେବା ସହ ଚାରି ବିଲିୟନ ଡଲାର ରାଜସ୍ୱ ଆଦାୟ ହୋଇଛି ।Pradhan Mantri Awas Yojana is a way to help the poor realise their dreams: PM Modi in Chhattisgarh
February 21st, 10:51 am
PM in Naya Raipur
February 21st, 10:50 am