4Ps of 'people, public, private partnership' make Surat special: PM Modi

September 29th, 11:31 am

PM Modi laid the foundation stone and dedicated various projects worth more than ₹3400 crores in Surat. Recalling the time during the early decades of this century, when 3 P i.e. public-private partnership was discussed in the world, the PM remarked that Surat is an example of 4 P. “4 P means people, public, private partnership. This model makes Surat special”, PM Modi added.

PM Modi lays foundation stone & dedicates development projects in Surat, Gujarat

September 29th, 11:30 am

PM Modi laid the foundation stone and dedicated various projects worth more than ₹3400 crores in Surat. Recalling the time during the early decades of this century, when 3 P i.e. public-private partnership was discussed in the world, the PM remarked that Surat is an example of 4 P. “4 P means people, public, private partnership. This model makes Surat special”, PM Modi added.

ଏହା ହେଉଛି ଡିଜିଟାଲ ବିପ୍ଳବ ଓ ଅଭିନବତ୍ୱର ନୂତନ ଯୁଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 16th, 11:52 pm

ବିମଷ୍ଟେକ୍ ରାଷ୍ଟ୍ରସମୂହ ସହଯୋଗର ହାତ ବଢ଼ାଇ ଚଳିତ ଶତାବ୍ଦୀକୁ ଏସିଆର ଶତାବ୍ଦୀରେ ପରିଣତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ବିମଷ୍ଟେକ୍ ରାଷ୍ଟ୍ରମାନଙ୍କରେ ବିଶ୍ୱର ଏକ ପଞ୍ଚମାଂଶ ଲୋକ ବସବାସ କରନ୍ତି ଏବଂ ସେମାନଙ୍କ ଜିଡିପିର ସାମୂହିକ ସାମର୍ଥ୍ୟ ହେଉଛି 3.8 ଟ୍ରିଲିଅନ ଡଲାର । ଆଜି “ପ୍ରାରମ୍ଭ: ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ” ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିକ କରି ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଜଣାଇଛନ୍ତି ।

ଆଇଆଇଟି ମାଡ୍ରାସର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 30th, 12:12 pm

ତାମିଲନାଡ଼ୁ ରାଜ୍ୟପାଳ ଶ୍ରୀ ବନୱାରିଲାଲ ପୁରୋହିତଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପାଦୀ କେ ପାଲାନିସ୍ୱାମୀଜୀ, ମୋ ସହଯୋଗୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ଜୀ, ତାମିଲନାଡୁ ଉପ ମୁଖ୍ୟମନ୍ତ୍ରୀ ପନୀରସେଲଭମ ଜୀ, ଆଇଆଇଟି ମାଡ୍ରାସର ଅଧ୍ୟକ୍ଷ, ବୋର୍ଡ଼ ଅଫ ଗଭର୍ଣ୍ଣର୍ସର ସଦସ୍ୟଗଣ, ନିର୍ଦ୍ଦେଶକ, ଏହି ମହାନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାଗଣ, ଆମନ୍ତ୍ରିତ ବିଶିଷ୍ଟ ଅତିଥିବୃନ୍ଦ ଏବଂ ମୋର ଯୁବ ବନ୍ଧୁଗଣ ଯେଉଁମାନେ ଆଜି ସେମାନଙ୍କର ସୁବର୍ଣ୍ଣ ଭବିଷ୍ୟତର ଦ୍ୱାର ଦେଶରେ ଦଣ୍ଡାୟମାନ । ଆଜି ଏଠାକୁ ଆସି ଆପଣମାନଙ୍କ ଗହଣରେ ଉପସ୍ଥିତ ହେବା ମୋ ପାଇଁ ଅତି ଆନନ୍ଦର କଥା ।

ଆଇଆଇଟି ମାଡ୍ରାସର 56ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଦନ

September 30th, 12:11 pm

ଆପଣମାନେ ଯେଉଁ ସ୍ଥାନରେ କାର୍ଯ୍ୟ କରନ୍ତୁ, ରୁହନ୍ତୁ ପଛେ ମାତୃଭୂମିର ଆବଶ୍ୟକତାକୁ ସବୁବେଳେ ଧ୍ୟାନରେ ରଖନ୍ତୁ ବୋଲି ମାଡ୍ରାସସ୍ଥିତ ଭାରତୀୟ ପ୍ରଦ୍ୟୋଗିକୀ ସଂସ୍ଥାନର 56ତମ ସମାବର୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଯୁବ ଉଦ୍ଭାବକ, ଷ୍ଟାର୍ଟ-ଅପ ଉଦ୍ୟୋଗୀଙ୍କ ସହ ଭିଡିଓ ବ୍ରିଜ ଜରିଆରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 06th, 11:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଯୁବ ଉଦ୍ଭାବକ ଏବଂ ଷ୍ଟାର୍ଟ ଅପ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ଜରିଆରେ ମତ ବିନିମୟ କରିବା – ପ୍ରଧାନମନ୍ତ୍ରୀଙ୍କ ଏହା ଚତୁର୍ଥ କାର୍ଯ୍ୟକ୍ରମ ।