ରପ୍ତାନିକାରୀଙ୍କ ସମେତ ବ୍ୟାଙ୍କମାନଙ୍କୁ ସହାୟତା ଲାଗି ଆସନ୍ତା ୫ ବର୍ଷ ମଧ୍ୟରେ ଇସିଜିସି ଲିମିଟେଡରେ ୪,୪୦୦ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ
September 29th, 04:18 pm
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ରପ୍ତାନି କ୍ଷେତ୍ରର ବ୍ୟାପକ ପ୍ରୋତ୍ସାହନ ଲାଗି ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ, ସରକାର ଆଜି ଇସିଜିସି ଲିମିଟେଡରେ ୪,୪୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଇସିଜିସି ପୂର୍ବରୁ ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ନାମରେ ପରିଚିତ ଥିଲା। ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ୍ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ୨୦୨୫-୨୦୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଇସିଜିସି ଲିମିଟେଡରେ ଏହି ଅର୍ଥ ନିବେଶ କରାଯିବ। ପ୍ରାରମ୍ଭିକ ପବ୍ଲିକ ଅଫରିଂ ମାଧ୍ୟମରେ ଇସିଜିସିର ଲିଷ୍ଟିଂ ପ୍ରକ୍ରିୟା ସହିତ ଉପଯୁକ୍ତ ଭାବେ ତାଳମେଳ ପ୍ରତିଷ୍ଠା କରିବା ଲାଗି କରାଯାଇଥିବା ପ୍ରୟାସ ସହ ଅନୁମୋଦିତ ପୁଞ୍ଜି ବିନିଯୋଗ ଅଧିକ ରପ୍ତାନିକୁ ସମର୍ଥନ କରିବା ଲାଗି ଇସିଜିସିର ଅଣ୍ଡର ରାଇଟିଂ କ୍ଷମତାକୁ ବଢ଼ାଇବ।ଆର୍ଥିକ ସେବା ଯେତ୍ରରେ ବଜେଟର କାର୍ଯ୍ୟକାରୀତା ନେଇ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 26th, 12:38 pm
ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆର୍ଥିକ ସେବା ସମ୍ପର୍କିତ ବଜେଟ ବ୍ୟବସ୍ଥାଗୁଡିକୁ ପ୍ରଭାବଶାଳୀ ଢଙ୍ଗରେ ଲାଗୁ କରିବାକୁ ୱେବିନାରରେ ଉଦବୋଧନ ଦେଇଛନ୍ତି।ଆର୍ଥିକ ସେବାକୁ ନେଇ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡିକୁ ପ୍ରଭାବଶାଳୀ ଢଙ୍ଗରେ ଲାଗୁ ସମ୍ପର୍କରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 26th, 12:37 pm
ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆର୍ଥିକ ସେବା ସମ୍ପର୍କିତ ବଜେଟ ବ୍ୟବସ୍ଥାଗୁଡିକୁ ପ୍ରଭାବଶାଳୀ ଢଙ୍ଗରେ ଲାଗୁ କରିବାକୁ ୱେବିନାରରେ ଉଦବୋଧନ ଦେଇଛନ୍ତି।