ନୂଆଦିଲ୍ଲୀରେ ଏମ୍ସର ଝାଜ୍ଜର କ୍ୟାମ୍ପସରେ ଜାତୀୟ କର୍କଟ ପ୍ରତିଷ୍ଠାନଠାରେ ଇନଫୋସିସ୍ ଫାଉଣ୍ଡେସନ ବିଶ୍ରାମ ସଦନର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 21st, 10:31 am

ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ମହାଶୟ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଶ୍ରୀ ମନସୁଖ ମାଣ୍ଡଭ୍ୟ ମହାଶୟ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପାୱାର ମହାଶୟା, ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଅନିଲ ବୀଜ ମହାଶୟ, ଇନଫେସେିସ ଫାଉଣ୍ଡେସନର ସଭାପତି ଶ୍ରୀମତୀ ସୁଧା ମୂର୍ତ୍ତି ମହାଶୟା, ସଂସଦରେ ମୋର ସହଯୋଗୀଗଣ, ବିଧାୟକଗଣ, ଅନ୍ୟ ମହାନୁଭବ, ମୋର ଭାଇ ଓ ଭଉଣୀମାନେ।

ପ୍ରଧାନମନ୍ତ୍ରୀ ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥା, ନୂଆଦିଲ୍ଲୀର ଝାଜ୍ଜର ପରିସରରେ ଥିବା ରାଷ୍ଟ୍ରୀୟ କ୍ୟାନସର ସଂସ୍ଥାନରେ ଇନଫୋସିସ ଫାଉଣ୍ଡେସନ ବିଶ୍ରାମ ଗୃହର ଉଦଘାଟନ କରିଛନ୍ତି

October 21st, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥା (ଏମ୍ସ) ନୂଆଦିଲ୍ଲୀର ଝାଜ୍ଜର ପରିସରରେ ରାଷ୍ଟ୍ରୀୟ କ୍ୟାନସର ସଂସ୍ଥାନରେ ଇନଫୋସିସ ଫାଉଣ୍ଡେସନ ବିଶ୍ରାମ ଗୃହର ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୧ ତାରିଖରେ ନୂଆଦିଲ୍ଲୀର ଝାଜର କ୍ୟାମ୍ପସରେ ଥିବା ଜାତୀୟ କର୍କଟ ପ୍ରତିଷ୍ଠାନରେ ଇନଫୋସିସ୍ ଫାଉଣ୍ଡେସନ୍ ବିଶ୍ରାମ ସଦନକୁ ଉଦଘାଟନ କରିବେ

October 20th, 04:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୧, ୨୦୨୧ ପୂର୍ବାହ୍ନ ୧୦:୩୦ ରେ ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀ ସ୍ଥିତ ଏମ୍‍ସ ଝାଜର କ୍ୟାମ୍ପସରେ ଥିବା ଜାତୀୟ କର୍କଟ ପ୍ରତିଷ୍ଠାନ (ଏନସିଆଇ) ରେ ଇନଫୋସିସ୍ ଫାଉଣ୍ଡେସନ୍ ବିଶ୍ରାମ ସଦନକୁ ଉଦଘାଟନ କରିବେ ଏବଂ ପରେ ପରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ ।