ବିଶ୍ୱକର୍ମା ଜୟନ୍ତୀ ଅବସରରେ ଆଇଟିଆଇର କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳପାଠ
September 17th, 04:54 pm
ଏକବିଂଶ ଶତାଦ୍ଦୀରେ ଆଗକୁ ବଢୁଥିବା ଆମ ଦେଶରେ ଆଜି ଏକ ନୂତନ ଇତିହାସ ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ ଆଇଟିଆଇର ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ କୌଶଳ ଦୀକ୍ଷାନ୍ତ ସମାରୋହ ଆୟୋଜିତ ହୋଇଛି । ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଭର୍ଚୁଆଲ ମାଧ୍ୟମରେ ଆମ ସହ ଯୋଡି ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ କୌଶଳ ଦୀକ୍ଷାନ୍ତ ସମାରୋହ ଅବସରରେ ଅନେକ ଅନେକ ଶୁଭକାମନା ଜଣାଉଛି ଏବଂ ଆଜି ଏକ ଖୁବ ଭଲ ସମୟ । ଆଜି ଭଗବାନ ବିଶ୍ୱକର୍ମାଙ୍କର ମଧ୍ୟ ଜୟନ୍ତୀ ଅଟେ । ଏହି କୌଶଳ ଦୀକ୍ଷାନ୍ତ ସମାରୋହ, ନିଜର କୌଶଳର ନବ ନିର୍ମାଣ ପଥରେ ଆପଣମାନଙ୍କର ପ୍ରଥମ ପଦକ୍ଷେପ, ଏବଂ ବିଶ୍ୱକର୍ମା ଜୟନ୍ତୀର ପୁଣ୍ୟ ଅବସର! କେତେ ଅଦ୍ଭୁତ ସଂଯୋଗ ଅଟେ । ମୁଁ ବିଶ୍ୱାସର ସହ କହିପାରିବି ଯେ ଆପଣମାନଙ୍କର ଏହି ପ୍ରାରମ୍ଭ ଯେତିକି ସୁଖଦ ଅଟେ, ଆପଣମାନଙ୍କର ଆଗାମୀ କାଲିର ଯାତ୍ରା ମଧ୍ୟ ସେତିକି ହିଁ ସୃଜନାତ୍ମକ ହେବ । ଆପଣମାନଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।ବିଶ୍ୱକର୍ମା ଜୟନ୍ତୀ ଅବସରରେ ଭିଡିଓ ବାର୍ତ୍ତା ଜରିଆରେ କୌଶଳ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
September 17th, 03:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଥର ପାଇଁ କୌଶଳ ଦୀକ୍ଷାନ୍ତ ସମାରୋହରେ ଭିଡିଓ ବାର୍ତ୍ତା ଜରିଆରେ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।ଔରଙ୍ଗାବାଦଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ମତବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 07th, 03:31 pm
ମଞ୍ଚରେ ଉପସ୍ଥିତ ସମସ୍ତ ମହାନୁଭବ ଏବଂ ଦୂର-ଦୂରାନ୍ତରରୁ ଏଠାକୁ ଆସିଥିବା ମାଆମାନେ, ଭଉଣୀମାନେ ଏବଂ ସାଥୀଗଣ । ମୁଁ ସେଠାରେ ଦେଖୁଛି, ଅନେକ ଦୂର ପର୍ଯ୍ୟନ୍ତ ଭଉଣୀମାନେ ଠିଆ ହୋଇଛନ୍ତି, ବୋଧହୁଏ ସେମାନଙ୍କୁ କିଛି ଦେଖା ଯାଉ ନଥିବ ମଧ୍ୟ । କିନ୍ତୁ ଏହା ପରେ ମଧ୍ୟ ଏତେ ଅଧିକ ସଂଖ୍ୟାରେ ଆପଣମାନଙ୍କର ଆସି ପହଞ୍ଚିବା, ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା, ମୁଁ ହୃଦୟ ସହିତ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।ନିର୍ଦ୍ଧାରିତ ତାରିଖର 7 ମାସ ପୂର୍ବରୁ 8 କୋଟି ଏଲପିଜି ସଂଯୋଗ ଲକ୍ଷ୍ୟ ହାସଲ କଲା ଉଜ୍ଜ୍ୱଳା ଯୋଜନା
September 07th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଔରଙ୍ଗାବାଦରେ ମହାରାଷ୍ଟ୍ର ପ୍ରଦେଶ ଗ୍ରାମୀଣ ଜୀବିକା ମିଶନ (UMED) ଦ୍ୱାରା ଆୟୋଜିତ ଏକ ରାଜ୍ୟସ୍ତରୀୟ ମହିଳା ସକ୍ଷମ ମେଳାକୁ ସମ୍ବୋଧିତ କରିଛନ୍ତି ।PM's remarks at the Launch of "Skill India"
July 15th, 08:50 pm
Text of PM's remarks at the Launch of "Skill India"
July 15th, 08:33 pm