ଜୁନ ୧୯ରେ ହେବାକୁ ଥିବା ୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

June 17th, 04:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୯, ସନ୍ଧ୍ୟା ୫ଟା ବେଳେ ଇନ୍ଦିରା ଗାନ୍ଧି ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ । ଏହି ଅବସରରେ ଆୟୋଜିତ ସଭାରେ ସେ ଉଦବୋଧନ ଦେବେ ।

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

April 30th, 03:55 pm

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ଆଜି ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 30th, 03:42 pm

ମଞ୍ଚରେ ଉପସ୍ଥିତ ମୋର ସହଯୋଗୀ ଡ଼କ୍ଟର ମହେଶ ଶର୍ମା ମହାଶୟ, ଶ୍ରୀମାନ କିରଣ ରିଜିଜୁ ମହାଶୟ, ଆନ୍ତର୍ଜାତିକ ବୁଦ୍ଧିଷ୍ଟ ଫାଉଣ୍ଡେଶନର ମହାସଚିବ ଡ଼କ୍ଟର ଧମ୍ମପିୟେ ମହାଶୟ, ସମଗ୍ର ଦେଶରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଗଣ, ଭଦ୍ର ମହିଳା ଓ ସୁଧିମଣ୍ଡଳୀ ।

‘ଖେଲୋ ଇଣ୍ଡିଆ’ ସ୍କୁଲ କ୍ରୀଡା ପ୍ରଥମ ସଂସ୍କରଣକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 31st, 05:27 pm

ମନ୍ତ୍ରୀ ପରିଷଦରେ ମୋର ସାଥୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଶ୍ରୀ ଅନୀଲ ବୈଜଲ ମହାଶୟ, ଶ୍ରୀ ରାହୁଲ ଭଟ୍ଟନାଗର ମହାଶୟ, ଶ୍ରୀ ନରେନ୍ଦ୍ର ବାତ୍ରା ମହାଶୟ, ସୁଶୀଲ କୁମାର ମହାଶୟ, ଦେଶ ଏବଂ ଦୁନିଆରେ ଭାରତର ନାମକୁ ଉଜ୍ଜ୍ୱଳ କରିଥିବା ସମସ୍ତ ଖେଳାଳୀ ଏବଂ ସେମାନଙ୍କର ଗୁରୁଜନ, ଆଉ ଭବିଷ୍ୟତରେ ଦେଶର ନାମକୁ ଉଜ୍ଜ୍ୱଳ କରିବାର ସଂକଳ୍ପ ନେଇକରି, ମନ-ପ୍ରାଣ ସହିତ ଏକାଠି ହୋଇଥିବା, ଦେଶର କୋଣ ଅନୁକୋଣରୁ ଆସିଥିବା ମୋର ସମସ୍ତ ଯୁବ ସାଥୀ । ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ସ୍ୱାଗତ କରୁଛି ।

ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡା ଉଦ୍ଘାଟନୀ ସମାରୋହକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 31st, 05:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡାର ପ୍ରଥମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି ।

ପ୍ରଥମ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗୀତାକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

January 30th, 05:38 pm

ପ୍ରଥମ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗୀତା ଆସନ୍ତାକାଲି (ବୁଧବାର) ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମଠାରେ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ଏହି ପ୍ରଥମ ଜାତୀୟ ସ୍କୁଲ କ୍ରୀଡାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ।