ଏସିଆ କପ୍ ଟାଇଟଲ ବିଜେତା ଭାରତୀୟ ଜୁନିଅର ମହିଳା ହକି ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

December 16th, 09:35 pm

ଏସିଆ କପ୍ ବିଜେତା ଭାରତୀୟ ଜୁନିଅର ମହିଳା ହକି ଟିମକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଟିମର ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପକୁ ସେ ପ୍ରଶଂସା କରିଥିଲେ ।

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଥିବାରୁ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 21st, 01:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଥିବାରୁ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଏସୀୟ ଚାମ୍ପିୟନ୍ସ ଟ୍ରଫି ୨୦୨୩ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 06th, 06:23 pm

ଏସୀୟ ଚାମ୍ପିୟନ୍ସ ଟ୍ରଫି ୨୦୨୩ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଭାରତୀୟ ମହିଳା ହକି ଟିମ ଦ୍ବାରା ଏସିଆନ୍ ଗେମ୍ 2022 ରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ଅଭିନନ୍ଦନ ଜଣାଇଛନ୍ତି

October 07th, 06:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ହେଉଥିବା ଏସିଆନ୍ ଗେମ୍-2022 ରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ଭାରତୀୟ ମହିଳା ହକି ଟିମଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

2022 ଅତ୍ୟନ୍ତ ପ୍ରେରଣାଦାୟକ ଏବଂ ଚମତ୍କାର: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

December 25th, 11:00 am

ବନ୍ଧୁଗଣ ଏସବୁ ସହିତ ୨୦୨୨କୁ ଆଉ ଗୋଟିଏ କାରଣ ଯୋଗୁଁ ସବୁବେଳେ ସ୍ମରଣ କରାଯିବ । ଏହାହେଉଛି ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବଧାରାର ବିସ୍ତାର । ଦେଶର ଲୋକେ ଏକତା ଓ ଏକଜୁଟତାକୁ ପାଳନ କରିବା ପାଇଁ ଅନେକ ଭିନ୍ନ ଧରଣର ଆୟୋଜନ କଲେ । ଗୁଜୁରାଟର ମାଧବପୁର ମେଳା ହେଉ, ଯେଉଁଠି ରୁକ୍ମିଣୀ ବିବାହ ଏବଂ ଭଗବାନ କୃଷ୍ଣଙ୍କ ପୂର୍ବୋତ୍ତର ସହ ସମ୍ପର୍କକୁ ପାଳନ କରାଯାଇଥାଏ କିମ୍ବା କାଶୀ-ତାମିଲ ସଙ୍ଗମମ୍ ହେଉ, ଏହି ପର୍ବଗୁଡ଼ିକରେ ଏକତାର ଅନେକ ରଙ୍ଗ ଦେଖିବାକୁ ମିଳିଲା । ୨୦୨୨ରେ ଦେଶବାସୀମାନେ ଆଉ ଏକ ଅମର ଇତିହାସ ସୃଷ୍ଟି କରିଦେଲେ । ଅଗଷ୍ଟ ମାସରେ ଚାଲିଥିବା ‘ହର୍ ଘର୍ ତିରଙ୍ଗା’ ଅଭିଯାନକୁ କିଏବା ଭୁଲିପାରେ? ସେହି ମୁହୂର୍ତ୍ତରେ ଦେଶବାସୀଙ୍କର ରୋମ ଟାଙ୍କୁରି ଉଠୁଥିଲା । ସ୍ୱାଧୀନତାର ୭୫ ବର୍ଷର ଏହି ଅଭିଯାନରେ ସମଗ୍ର ଦେଶ ତ୍ରିରଙ୍ଗାମୟ ହୋଇଯାଇଥିଲା । ୬ କୋଟିରୁ ଅଧିକ ଲୋକେ ତ୍ରିରଙ୍ଗା ସାଥୀରେ ନିଜର ସେଲ୍‌ଫି ମଧ୍ୟ ପଠାଇଲେ । ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଆଗାମୀ ବର୍ଷ ମଧ୍ୟ ଏହିଭଳି ଭାବରେ ଚାଲିବ - ଅମୃତକାଳର ମୂଳଦୁଆକୁ ଆହୁରି ସୁଦୃଢ଼ କରିବ ।

ଭାରତୀୟ ମହିଳା ହକି ଦଳ ସିଡବ୍ଲ୍ୟୁଜି ୨୦୨୨ ରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ଗର୍ବ ଅନୁଭବ କରିଛନ୍ତି

August 07th, 05:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିବା ପରେ ଗର୍ବ ଅନୁଭବ କରିଛନ୍ତି ।

ଟୋକିଓ ୨୦୨୦ରେ ଭାରତୀୟ ଦଳର ଅଭୂତପୂର୍ବ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 08th, 06:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଲମ୍ପିକ ଖେଳରେ ଭାରତ ଅଭୂତପୂର୍ବ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓ ୨୦୨୦ରେ ଉଦଯାପିତ ହେବାକୁ ଯାଉଥିବା ବେଳେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତ୍ୟେକ ଆଥଲେଟ ଜଣେ ଜଣେ ଚାମ୍ପିଅନ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଖେଳ ରତ୍ନ ପୁରସ୍କାରକୁ ଏବେ ଠାରୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର କୁହାଯିବ : ପ୍ରଧାନମନ୍ତ୍ରୀ

August 06th, 02:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ନାମକରଣ କରିବାପାଇଁ ସେ ସମଗ୍ର ଭାରତର ନାଗରିକମାନଙ୍କ ଠାରୁ ଅନୁରୋଧ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ସେମାନଙ୍କ ଭାବନାକୁ ସମ୍ମାନ ଜଣାଇ ଖେଳ ରତ୍ନ ପୁରସ୍କାର ଆଜି ଠାରୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ନାମରେ ନାମିତ ହେଲା ।

ଆମେ ମହିଳା ହକିରେ ଏକ ପଦକକୁ ଅଳ୍ପକେ ହରାଇଲୁ କିନ୍ତୁ ଏହି ଦଳ ନୂଆ ଭାରତର ଆବେଗକୁ ପ୍ରତିଫଳିତ କରିଛି : ପ୍ରଧାନମନ୍ତ୍ରୀ

August 06th, 11:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମେ ମହିଳା ହକିରେ ଅଳ୍ପକେ ପଦକ ହରାଇଛୁ କିନ୍ତୁ ଏହି ଦଳ ନୂତନ ଭାରତର ଆବେଗକୁ ପ୍ରତିଫଳିତ କରିଛି- ଯେଉଁଠାରେ ଆମେ ଆମର ଶ୍ରେଷ୍ଠ ତଥା ନୂତନ କୃତିତ୍ୱ ହାସଲ କରିଛୁ । ସେ ଏହା ମଧ୍ୟ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଆମର ମହିଳା ହକି ଦଳର ମହାନ ପ୍ରଦର୍ଶନକୁ ଆମେ ସର୍ବଦା ମନେ ରଖିବୁ ।

ମହିଳା ହକି ଦଳ ଦୃଢ ସଂକଳ୍ପର ସହ ଖେଳିଲେ ଓ ନିଜ ଦକ୍ଷତା ପ୍ରଦର୍ଶନ କଲେ: ପ୍ରଧାନମନ୍ତ୍ରୀ

August 04th, 06:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆଜି ଓ ସମସ୍ତ ମ୍ୟାଚରେ ଆମ ମହିଳା ହକି ଦଳ ଦୃଢ ସଂକଳ୍ପର ସହ ଖେଲିଲେ ଓ ଟୋକିଓ ଅଲମ୍ପିକ୍ସ ୨୦୨୦ରେ ସର୍ବଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କଲେ । ଦଳ ପାଇଁ ଗର୍ବିତ ଓ ସେମାନଙ୍କୁ ଆଗାମୀ ମ୍ୟାଚ ଓ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତ ଏହାର ଅମୃତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ୧୩୦ କୋଟି ଭାରତୀୟ ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ଅହରହ କଠିନ ପରିଶ୍ରମ ଜାରି ରଖିବେ ବୋଲି ମୋର ବିଶ୍ୱାସ: ପ୍ରଧାନମନ୍ତ୍ରୀ

August 02nd, 12:03 pm

ଭାରତ ଏହାର ଅମୃତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ୧୩୦ କୋଟି ଭାରତୀୟ ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ଭାବେ କଠିନ ପରିଶ୍ରମ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି ।

ଏସିଆ କପ 2017 ବିଜୟୀ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 05th, 07:08 pm

ଏସିଆ କପ 2017 ବିଜୟୀ ହୋଇଥିବା ଭାରତୀୟ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଆକାଶବାଣୀରେ ଡିସେମ୍ବର 25, 2016ରେ ପ୍ରସାରିତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

December 25th, 07:40 pm

PM Narendra Modi during his Mann Ki Baat on December 25 announced two lucky draw schemes for those using digital methods for payments. The Prime Minister said that awareness towards online payments and using technology is increasing. Shri Modi stated that we should be at the forefront of using digital means to make payments and transactions. PM Modi also cautioned those spreading lies & misleading honest people on demonetisation.

ସୋସିଆଲ ମିଡିଆ କର୍ଣ୍ଣର 6 ନଭେମ୍ବର 2016

November 06th, 08:02 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟ ର ପ୍ରତିଦିନ ଡୋଜ । ଗଭରନାନ୍ସ ରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ

ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୧୬ ବିଜୟିନୀ ଭାରତୀୟ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

November 05th, 07:50 pm

Prime Minister Shri Narendra Modi has congratulated the Indian Women’s Hockey Team for winning the Asian Champions Trophy 2016.