108ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 03rd, 10:40 am
ଆପଣ ସମସ୍ତଙ୍କୁ ‘ଭାରତୀୟ ବିଜ୍ଞାନ କଂଗ୍ରେସ’ର ଆୟୋଜନ ପାଇଁ ବହୁତ ବହୁତ ଶୁଭେଚ୍ଛା । ଆଗାମୀ 25 ବର୍ଷରେ ଭାରତ ଯେଉଁ ଶିଖରରେ ପହଞ୍ଚିବ, ସେଥିରେ ଭାରତର ବୈଜ୍ଞାନିକ ଶକ୍ତିର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ । ବିଜ୍ଞାନରେ ଆବେଗ ସହିତ ଯେତେବେଳେ ଦେଶ ସେବାର ସଂକଳ୍ପ ଯୋଡି ହୋଇଯାଇଥାଏ, ସେତେବେଳେ ମଧ୍ୟ ଅଦ୍ଭୁତ ପରିଣାମ ଆସିଥାଏ । ମୋର ବିଶ୍ୱାସ ଯେ, ଭାରତର ବୈଜ୍ଞାନିକ ସମୁଦାୟ, ଭାରତକୁ ଏକବିଂଶ ଶତାବ୍ଦୀରେ ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚାଇବେ, ଯାହାର ସେ ସଦା ସର୍ବଦା ହକଦାର ରହି ଆସିଛି । ଏହି ବିଶ୍ୱାସ କାରଣରୁ ମଧ୍ୟ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ ପର୍ଯ୍ୟବେକ୍ଷଣ ହେଉଛି ବିଜ୍ଞାନର ମୂଳ ଆଧାର । ପର୍ଯ୍ୟବେକ୍ଷଣ ଜରିଆରେ ଆପଣ ବୈଜ୍ଞାନିକମାନେ, ଢାଞ୍ଚା ଗୁଡିକୁ ଅନୁସରଣ କରିଥାନ୍ତି, ପୁଣି ସେହି ଢାଞ୍ଚାଗୁଡିକୁ ବିଶ୍ଳେଷଣ କରିବା ପରେ କୌଣସି ସିଦ୍ଧାନ୍ତରେ ପହଞ୍ଚିଥାନ୍ତି ।ପ୍ରଧାନମନ୍ତ୍ରୀଙ୍କ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଆଭାସୀ ଅଭିଭାଷଣ
January 03rd, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦୮ ତମ ଭାରତୀୟ ବିଜ୍ଞାନ କଂଗ୍ରେସ (ଆଇଏସ୍ସି)କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି । ଚଳିତବର୍ଷ ଆଇଏସସିର ମୁଖ୍ୟ ବିଷୟବସ୍ତୁ ହେଲା “ମହିଳା ସଶକ୍ତିକରଣ ସହ ସ୍ଥାୟୀ ଓ ନିରନ୍ତର ବିକାଶ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି” ଯାହା ସ୍ଥାୟୀ ଓ ନିରନ୍ତର ବିକାଶ ଓ ମହିଳା ସଶକ୍ତିକରଣ ଓ ଏହାକୁ ହାସଲ କରିବା ଦିଗରେ ବିଜ୍ଞାନ ପ୍ରଯୁକ୍ତିର ଭୂମିକା ଉପରେ ବିଶେଷକରି ଆଲୋଚନା ହେବ । ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତ ୨୫ବର୍ଷ ମଧ୍ୟରେ ଭାରତୀୟ ବିକାଶ ଗାଥାରେ ବିଜ୍ଞାନର ଭୂମିକା ଉପରେ ଆଲୋକପାତ କରିଥିଲେ ।” ଯେତେବେଳେ ଜାତୀୟ ସେବାର ଉତ୍ସାହ ଜାଗ୍ରତ ହୋଇ ଉଠେ ଅନୁରାଗର ସହ ବିଜ୍ଞାନ ପାଇଁ, ସେତେବେଳେ ଫଳ ମଧ୍ୟ ଅଦ୍ଭୂତ ପୂର୍ବ ହୋଇଥାଏ । ମୁଁ ନିଶ୍ଚିତ ଯେ ଭାରତୀୟ ବିଜ୍ଞାନ ଗୋଷ୍ଠୀ ଆମ ଦେଶ ପାଇଁ ଏହାର ନ୍ୟାଯ୍ୟ ସ୍ଥାନ ନିଶ୍ଚିୟ ହାସଲ କରିବେ” ବୋଲି ସେ କହିଥିଲେ ।ଜାନୁୟାରୀ ୩ରେ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
January 01st, 10:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୩, ୨୦୨୩ ପୂର୍ବାହ୍ନ ୧୦.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ (ଆଇଏସସି)କୁ ସମ୍ବୋଧିତ କରିବେ ।107ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 03rd, 10:51 am
ବନ୍ଧୁଗଣ, ଉଦ୍ୟାନ ନଗରୀ ବେଙ୍ଗାଲୁରୁ ଏବେ ଷ୍ଟାର୍ଟ ଅପମାନଙ୍କ ସକାଶେ ଏକ ଅଭିନବ କ୍ଷେତ୍ରରେ ପରିଣତ ହୋଇଛି । ସାରା ବିଶ୍ୱରୁ ଏଠାକୁ ଲୋକ ଅଭିନବତ୍ୱ ସକାଶେ ଆସୁଛନ୍ତି । ଗବେଷଣା ଓ ବିକାଶର ଏକ ଏଭଳି ବାତାବରଣ ଏହି ସହରରେ ବିକଶିତ ହୋଇଛି ଯାହା ସହ ଯୋଡ଼ି ହେବାପାଇଁ ପ୍ରତ୍ୟେକ ଯୁବ ବୈଜ୍ଞାନିକ, ପ୍ରତ୍ୟେକ ଅଭିନବତ୍ୱ ସୃଷ୍ଟିକାରୀ, ପ୍ରତ୍ୟେକ ଇଂଜିନିୟରଙ୍କ ସ୍ୱପ୍ନ ହୋଇଥାଏ । କିନ୍ତୁ ଏହି ସ୍ୱପ୍ନର ଆଧାର କ’ଣ କେବଳ ନିଜର ପ୍ରଗତି ? ନିଜର କ୍ୟାରିଅର୍ ? ନା, ଏ ସ୍ୱପ୍ନ ରାଷ୍ଟ୍ର ସହ ମଧ୍ୟ ଜଡ଼ିତ ଯେ ଦେଶ ପାଇଁ କିଛି କରି ଦେଖାଇବାର ଭାବନା ସହ ଜଡ଼ିତ । ନିଜର ସଫଳତାକୁ ଦେଶର ସଫଳତାରେ ପରିଣତ କରିବାର ପ୍ରୟାସ ।107ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 03rd, 10:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ ଠାରେ 107ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିଛନ୍ତି ।ୟୁଏଏସ ବେଙ୍ଗାଲୁରୁ ଠାରେ 107ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
January 02nd, 05:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ 3 ଜାନୁଆରୀ, 2020ରେ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ (ୟୁଏଏସ), ଜିକେଭିକେ, ବେଙ୍ଗଲୁରୁଠାରେ 107ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦଘାଟନୀ ଅଭିଭାଷଣ ଦେବା ସହିତ ଆଇ-ଷ୍ଟେମ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ । କେନ୍ଦ୍ର ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବି.ଏସ ୟେଦ୍ୟୁରପ୍ପା ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ରହିବେ ।Our scientific institutions should align with future requirements and try to find solutions for local problems: PM
February 28th, 04:01 pm
Conferring the Shanti Swarup Bhatnagar Prizes, PM Modi today said that India deserves nothing but the best, when it comes to innovations in the field of science and technology. He added that science must be fundamental, while on the other hand, technology must be local.Prime Minister confers Shanti Swarup Bhatnagar Prizes for Science and Technology
February 28th, 04:00 pm
Conferring the Shanti Swarup Bhatnagar Prizes, PM Modi today said that India deserves nothing but the best, when it comes to innovations in the field of science and technology. He added that science must be fundamental, while on the other hand, technology must be local.ମଣିପୁରର ଇମ୍ଫାଲଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 04th, 12:38 pm
ଏହା ହେଉଛି ଏକ ବଡ଼ ସଂଯୋଗର ବିଷୟ କି ବିଗତ ବର୍ଷ ଜାନୁଆରୀ ମାସ ଆରମ୍ଭରେ, ମୁଁ ବିଜ୍ଞାନ କଂଗ୍ରେସ ପାଇଁ ଆପଣମାନଙ୍କ ଗହଣକୁ ଆସିଥିଲି ଆଉ କାଲି ମଧ୍ୟ ମୁଁ ପଞ୍ଜାବରେ ବିଜ୍ଞାନ କଂଗ୍ରେସର ଉଦଘାଟନ କରି ଆଜି ଏଠାକୁ ଆସିଛି । ଆପଣମାନଙ୍କ ଗହଣକୁ ଆସିବା ସର୍ବଦା ମୋ ପାଇଁ ଏକ ସୁଖଦ ଅନୁଭବ ହୋଇଥାଏ । ଏହା ହେଉଛି ଦେଶର ସେହି ଅଂଶ ଯେଉଁଠାରେ ବିବିଧତା ଏବଂ ଏକତା ପ୍ରତ୍ୟେକ କୋଣରେ, ପ୍ରତ୍ୟେକ କ୍ଷେତ୍ରରେ ଆପଣମାନେ ଅନୁଭବ କରି ପାରନ୍ତି । ଏଠାକାର ମହିଳାମାନେ ସ୍ୱାଧୀନତାର ଆନ୍ଦୋଳନକୁ ଶକ୍ତି ମଧ୍ୟ ପ୍ରଦାନ କରିଥିଲେ, ଦିଗ ମଧ୍ୟ ଦେଖାଇଥିଲେ । ମୁଁ ଆଜି ମଣିପୁରର ଭଉଣୀମାନଙ୍କୁ, ସ୍ୱାଧୀନତା ଆନ୍ଦୋଳନରେ ନିଜ ପ୍ରାଣକୁ ଉତ୍ସର୍ଗ କରିଥିବା ମଣିପୁରର ପ୍ରତ୍ୟେକ ସୈନିକଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ ଜଣାଉଛି ।ଇମ୍ଫାଲରେ ସମନ୍ୱିତ ଚେକ ପୋଷ୍ଟ ଓ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 04th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇମ୍ଫାଲ ଗସ୍ତ କରିଥିଲେ । ମୋରେ ଠାରେ ଏକ ବିଶାଳ ଜନସଭାରେ ସେ ସମନ୍ୱିତ ଚେକ ପୋଷ୍ଟର ଉଦଘାଟନ କରିଥିଲେ । ସେ ମଧ୍ୟ ଦୋଲାଇଥାବି ବ୍ୟାରେଜ ପ୍ରକଳ୍ପ, ସାଓମ୍ବଙ୍ଗ ଠାରେ ଏଫସିଆଇ ଖାଦ୍ୟ ସଂରକ୍ଷଣ ଗୋଦାମ ଏବଂ ଜଳଯୋଗାଣ ଓ ପର୍ଯ୍ୟଟନ ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ ।106ତମ ବିଜ୍ଞାନ କଂଗ୍ରେସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 03rd, 11:29 am
ମଞ୍ଚ ଉପରେ ବିରାଜମାନ ପଞ୍ଜାବର ରାଜ୍ୟପାଳ ଶ୍ରୀ ବି ପି ସି, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଡକ୍ଟର ହର୍ଷବର୍ଦ୍ଧନ, ଅନ୍ୟ ଗଣ୍ୟମାନ୍ୟ ଅତିଥିଗଣ, ଏଠାରେ ଉପସ୍ଥିତ ଛାତ୍ରଛାତ୍ରୀଗଣ ଏବଂ ପ୍ରତିନିଧିବୃନ୍ଦ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂତନ ବର୍ଷର ଶୁଭକାମନା ।106ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 03rd, 11:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 106ତମ ଭାରତୀୟ ବିଜ୍ଞାନ କଂଗ୍ରେସର ପ୍ରାରମ୍ଭିକ ଅଧୀବେଶନ ଓ ସମାରୋହକୁ ଉଦଘାଟନ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଜାନୁଆରୀ 03, 2019ରେ ପଞ୍ଜାବ ଗସ୍ତ;
January 02nd, 07:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁଆରୀ 03, 2019ରେ ପଞ୍ଜାବ ଗସ୍ତ କରିବେ ।Social Media Corner 16 March 2018
March 16th, 07:25 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!ମଣିପୁରରେ ଆୟୋଜିତ 105ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 16th, 11:32 am
ନିକଟ ଅତୀତରେ ପରଲୋକ ଗମନ କରିଥିବା ତିନି ଜଣ ଅତ୍ୟନ୍ତ ସମ୍ମାନାସ୍ପଦ ଭାରତୀୟ ବୈଜ୍ଞାନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ସେମାନେ ହେଲେ ପଦ୍ମବିଭୂଷଣ ପ୍ରଫେସର ଯଶପାଲ, ପଦ୍ମ ବିଭୂଷଣ ପ୍ରଫେସର ୟୁଆର ରାଓ ଏବଂ ପଦ୍ମଶ୍ରୀ ଡ. ବଳଦେବ ରାଜ । ଏମାନେ ସମସ୍ତେ ଭାରତୀୟ ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗସ୍ତ କରିବେ ମଣିପୁର
March 15th, 04:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ମାର୍ଚ୍ଚ 2018ରେ ମଣିପୁର ଗସ୍ତ କରିବେ ।ଭାରତୀୟ ବିଜ୍ଞାନ କଂଗ୍ରେସର 104ତମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ସମ୍ଭାଷଣ
January 03rd, 12:50 pm
Addressing the 104th Indian Science Congress, Prime Minister Modi said that our best science and technology institutions should further strengthen their basic research in line with leading global standards. He also said that by 2030 India will be among the top three countries in science and technology and will be among the most attractive destinations for the best talent in the world. “Science must meet the rising aspirations of our people”, the PM added.We are at the global frontiers of achievements in science and technology: PM Modi
January 03rd, 11:37 am
PM to visit Karnataka on January 2nd and 3rd, 2016
January 01st, 08:03 pm