ଅହମ୍ମଦାବାଦର ବୋପଲ ଠାରେ ଇନ-ସ୍ପେସ୍ ମୁଖ୍ୟାଳୟର ଉଦଘାଟନ ଉବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
June 10th, 08:51 pm
ନମସ୍କାର! କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଏବଂ ଏହି କ୍ଷେତ୍ରର ସାଂସଦ, କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ, ଗୁଜରାଟର ଲୋକପ୍ରିୟ ଏବଂ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଜୀ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ ଜୀ, ସଂସଦରେ ମୋର ସାଥୀ ଶ୍ରୀ ସି. ଆର୍. ପାଟିଲ, ଇନ୍-ସ୍ପେଶର ଚେୟାରମ୍ୟାନ୍ ପବନ ଗୋଏଙ୍କା ଜୀ, ସ୍ପେସ ବିଭାଗର ସଚିବ ଶ୍ରୀ ଏସ. ସୋମନାଥ ଜୀ। ଭାରତର ସ୍ପେସ୍ ଉଦ୍ୟୋଗର ସମସ୍ତ ପ୍ରତିନିଧି, ଅନ୍ୟ ମହାନୁଭବ, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ।PM inaugurates headquarters of IN-SPACe at Bopal, Ahmedabad
June 10th, 04:58 pm
PM Modi inaugurated headquarters of the Indian National Space Promotion and Authorisation Centre (IN-SPACe) at Bopal, Ahmedabad. The Prime Minister termed the launch of IN-SPACe as a ‘watch this space’ moment for the Indian space industry as it is a precursor to many development and opportunities.ଜୁନ୍ ୧୦ ତାରିଖରେ ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
June 08th, 07:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୦ ତାରିଖ ଦିନ ଗୁଜୁରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦.୧୫ ରେ ପ୍ରଧାନମନ୍ତ୍ରୀ ନାଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ୍' ର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନ ପ୍ରାୟ ୧୨.୧୫ ରେ ସେ ନଭସାରୀରେ ଏ ଏମ୍ ନାଏକ ହେଲଥ କେୟାର କମ୍ପେ୍ଲକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଅ ।ଲିଟି ହସ୍ପିଟାଲର ଉଦଘାଟନ କରିବେ । ତା'ପରେ, ଅପରାହ୍ନ ପ୍ରାୟ ୩.୪୫ ରେ, ସେ ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଆଇଏନ୍-ଏସପିଏସିଇ) ର ମୁଖ୍ୟାଳୟକୁ ଉଦଘାଟନ କରିବେ ।