ଆଇଆଇଏମ ସମ୍ବଲପୁର, ଓଡ଼ିଶାର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
January 02nd, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ର
January 02nd, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।ଜାନୁଆରୀ 2 ତାରିଖରେ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ଲାଗି ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
December 31st, 07:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2 ଜାନୁଆରୀ, 2021 ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଲାଗି ଭିତ୍ତିପ୍ରସ୍ଥର ସ୍ଥାପନ କରିବେ।Development of Jammu and Kashmir is one of the biggest priorities of our Government: PM
December 26th, 12:01 pm
PM Modi launched Ayushman Bharat PM-JAY SEHAT to extend coverage to all residents of Jammu & Kashmir. The PM congratulated the people of Jammu and Kashmir for strengthening democracy. He said the election of the District Development Council has written a new chapter. He complimented the people for reaching the voting booth despite the cold and corona.PM Modi launches SEHAT healthcare scheme for Jammu and Kashmir
December 26th, 11:59 am
PM Modi launched Ayushman Bharat PM-JAY SEHAT to extend coverage to all residents of Jammu & Kashmir. The PM congratulated the people of Jammu and Kashmir for strengthening democracy. He said the election of the District Development Council has written a new chapter. He complimented the people for reaching the voting booth despite the cold and corona.Govt is working for the benefit of all citizens without any discrimination: PM Modi
December 22nd, 11:01 am
PM Narendra Modi addressed the Centenary Celebrations of Aligarh Muslim University. The Prime Minister stressed that the country is proceeding on a path where every citizen is assured of his or her constitution-given rights, no one should be left behind due one’s religion.PM Modi addresses centenary celebrations of Aligarh Muslim University
December 22nd, 11:00 am
PM Narendra Modi addressed the Centenary Celebrations of Aligarh Muslim University. The Prime Minister stressed that the country is proceeding on a path where every citizen is assured of his or her constitution-given rights, no one should be left behind due one’s religion.In a world seeking to break free from mindless hate & violence, the Indian way of life offers rays of hope: PM
January 16th, 05:02 pm
Speaking at a conference at IIM-Kozhikode via video conferencing, PM Modi said, Indian thought is vibrant and perse. It is constant and evolving. He remarked that despite so many customs and traditions, languages, faiths and lifestyles, for centuries India has lived in peace.ଭିଡିଓ କନଫରେନ୍ସ ଜରିଆରେ “ଭାରତୀୟ ବିଚାରର ବୈଶ୍ଵିକରଣ” ଉପରେ କୋଝିକୋଡରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 16th, 05:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଆଇଏମ କୋଝିକୋଡରେ ସ୍ୱାମୀ ବିବେକାନନ୍ଦଙ୍କର ଏକ ବିଶାଳ ପୂର୍ଣାବୟବ ପ୍ରତିମୂର୍ତ୍ତିକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଅନାବରଣ କରିଛନ୍ତି ।‘ବିଶ୍ୱ ନିବେଶକ ସମ୍ମିଳନୀ- 2019’ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 07th, 04:04 pm
ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ ମହୋଦୟ, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମହୋଦୟ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ପ୍ରହ୍ଲାଦ ପଟେଲ ମହୋଦୟ, ଅନୁରାଗ ଠାକୁର ମହୋଦୟ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମହୋଦୟ, ଭାରତରେ ଅବସ୍ଥାପିତ ୟୁଏଇ (ସଂଯୁକ୍ତ ଆରବ ଅମିରତନ୍ତ୍ର) ରାଷ୍ଟ୍ରଦୂତ ଡକ୍ଟର ଅହମ୍ମଦ ଅଲ୍ୱାନା, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିଗଣ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ଧର୍ମଶାଳାରେ ବିଶ୍ୱ ନିବେଶକ ସମ୍ମିଳନୀରେ ଉପସ୍ଥିତ ମୋର ପ୍ରିୟ ସାଥୀଗଣ!!!ଧର୍ମଶାଳାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀ 2019 ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
November 07th, 11:22 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀର ଉଦଘାଟନ କରିଛନ୍ତି ।PM Modi addresses NDA Rally at Patna, Bihar
March 03rd, 01:52 pm
Prime Minister Narendra Modi addressed a huge rally of the NDA at the iconic Gandhi Maidan in Patna, Bihar today.ପୁନରୁତ୍ଥାନ ଲାଗି ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ସଂକ୍ରାନ୍ତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 29th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ପୁନରୁତ୍ଥାନ ଲାଗି ଶିକ୍ଷା କ୍ଷେତ୍ରରେ ଏକାଡେମିକ ନେତୃତ୍ୱ ସଂକ୍ରାନ୍ତ ଏକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ।Knowledge is not bound to books: PM at Academic Leadership on Education for Resurgence
September 29th, 12:30 pm
The Prime Minister, Shri Narendra Modi, today addressed a Conference on Academic Leadership on Education for Resurgence, in New Delhi.ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣ 2018- ମୁଖ୍ୟାଂଶ
August 15th, 09:33 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15 ରେ ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ 72ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ।72ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 15th, 09:30 am
72ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲାଲକିଲ୍ଲା ଦୁର୍ଗ ଉପରୁ ସମ୍ବୋଧନ କରିଛନ୍ତି । ଭାରତ ସମ୍ପ୍ରତି ଆତ୍ମବିଶ୍ୱାସରେ ଭରି ରହିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ 6 ଜଣ ଯୁବ ମହିଳା ନୌସେନା ପଦାଧିକାରୀଙ୍କ ସଫଳତା ଏବଂ ଗରିବ ପରିବାରରୁ ଆସିଥିବା ଭାରତୀୟ କ୍ରୀଡାବିତମାନଙ୍କ ସଫଳତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ ନୀଳଗିରି ପର୍ବତରେ ଫୁଟୁଥିବା ନୀଳକୁରୁଞ୍ଜି ଫୁଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯାହାକି ଏପରି ଏକ ପ୍ରକ୍ରିୟା ଯାହା ପ୍ରତି 12 ବର୍ଷରେ ଥରେ ଘଟିଥାଏ । ସେ କହିଲେ ଯେ ସଂସଦର ସଦ୍ୟ ସମାପ୍ତ ଅଧିବେଶନ ସାମାଜିକ ନ୍ୟାୟ ପ୍ରତି ସମର୍ପିତ । ସେ କହିଲେ ଯେ ଭାରତ ହେଉଛି ସମ୍ପ୍ରତି ବିଶ୍ୱର ଷଷ୍ଠ ସର୍ବବୃହତ୍ ଗଣତନ୍ତ୍ର ।72 ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
August 15th, 09:30 am
72ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲାଲକିଲ୍ଲା ଦୁର୍ଗ ଉପରୁ ସମ୍ବୋଧନ କରିଛନ୍ତି । ଭାରତ ସମ୍ପ୍ରତି ଆତ୍ମବିଶ୍ୱାସରେ ଭରି ରହିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ 6 ଜଣ ଯୁବ ମହିଳା ନୌସେନା ପଦାଧିକାରୀଙ୍କ ସଫଳତା ଏବଂ ଗରିବ ପରିବାରରୁ ଆସିଥିବା ଭାରତୀୟ କ୍ରୀଡାବିତମାନଙ୍କ ସଫଳତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ ନୀଳଗିରି ପର୍ବତରେ ଫୁଟୁଥିବା ନୀଳକୁରୁଞ୍ଜି ଫୁଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯାହାକି ଏପରି ଏକ ପ୍ରକ୍ରିୟା ଯାହା ପ୍ରତି 12 ବର୍ଷରେ ଥରେ ଘଟିଥାଏ । ସେ କହିଲେ ଯେ ସଂସଦର ସଦ୍ୟ ସମାପ୍ତ ଅଧିବେଶନ ସାମାଜିକ ନ୍ୟାୟ ପ୍ରତି ସମର୍ପିତ । ସେ କହିଲେ ଯେ ଭାରତ ହେଉଛି ସମ୍ପ୍ରତି ବିଶ୍ୱର ଷଷ୍ଠ ସର୍ବବୃହତ୍ ଗଣତନ୍ତ୍ର ।ଇନ୍ଦୋରରେ ସହରାଂଚଳ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
June 23rd, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ସହରାଂଚଳ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହରୀ ପାନୀୟ ଜଳ ଯୋଗାଣ ଯୋଜନା, ସହରୀ କଠିନ ବର୍ଜବସ୍ତୁ ପରିଚାଳନା, ସହରାଂଚଳ ସ୍ୱଚ୍ଛତା, ସହରୀ ପରିବହନ ଏବଂ ସହରୀ ପରିଦୃଶ୍ୟ ପ୍ରକଳ୍ପ ସାମିଲ ରହିଛି ।ଯୁବ ଉଦ୍ଭାବକ, ଷ୍ଟାର୍ଟ-ଅପ ଉଦ୍ୟୋଗୀଙ୍କ ସହ ଭିଡିଓ ବ୍ରିଜ ଜରିଆରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
June 06th, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଯୁବ ଉଦ୍ଭାବକ ଏବଂ ଷ୍ଟାର୍ଟ ଅପ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ଜରିଆରେ ମତ ବିନିମୟ କରିବା – ପ୍ରଧାନମନ୍ତ୍ରୀଙ୍କ ଏହା ଚତୁର୍ଥ କାର୍ଯ୍ୟକ୍ରମ ।ପ୍ରଧାନମନ୍ତ୍ରୀଙ୍କ ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ ଗସ୍ତ
June 01st, 01:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରଠାରେ ଥିବା ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ।