ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

July 04th, 06:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 170ରୁ ଅଧିକ ସହାୟକ ସଚିବ ଭାବେ ନିଯୁକ୍ତି ପାଇଥିବା ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି ।

ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀ

April 21st, 11:01 pm

ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଶାସନିକ ସେବା ଦିବସ ଉପଲକ୍ଷେ ପ୍ରଶାସନିକ ସେବାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 21st, 05:45 pm

ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶାସନିକ ସେବାଧିକାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ସେ କହିଥିଲେ ଯେ ଏହା ହେଉଛି ପ୍ରଶଂସା, ସମୀକ୍ଷା, ମୂଲ୍ୟାଙ୍କନ ଏବଂ ତର୍ଜମା କରିବାର ସମୟ । ପ୍ରଶାସନିକ ସେବାଧିକାରୀମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଏକ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିବା ସହିତ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ପୁରସ୍କାର ସରକାରଙ୍କ ପ୍ରାଥମିକତାକୁ ପ୍ରତିଫଳିତ କରୁଛି ।

ଏନଡିଏ ସରକାର ଦେଶରେ କାର୍ଯ୍ୟ କରିବାର ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି : ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ

February 07th, 01:41 pm

ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ,'' ଏନଡିଏ ସରକାର ଦେଶରେ କାର୍ଯ୍ୟ ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି । ପ୍ରକଳ୍ପକୁ କେବଳ ଭଲ ଭାବେ ବିଚାର କରାଯାଉନାହିଁ ବରଂ ସମୟରେ ମଧ୍ୟ କାର୍ଯ୍ୟାନ୍ୱୟନ କରାଯାଉଛି ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର

February 07th, 01:40 pm

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ କହିଲେ ,'' ଏନଡିଏ ସରକାର ଦେଶରେ କାର୍ଯ୍ୟ ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି । ପ୍ରକଳ୍ପକୁ କେବଳ ଭଲ ଭାବେ ବିଚାର କରାଯାଉନାହିଁ ବରଂ ସମୟରେ ମଧ୍ୟ କାର୍ଯ୍ୟାନ୍ୱୟନ କରାଯାଉଛି ।''

ଆସନ୍ତୁ ଆମେ “ସକାରାତ୍ମକ ଭାରତ”ରୁ “ପ୍ରଗତିଶୀଳ ଭାରତ” ଦିଗରେ ଦୃଢ଼ତାର ସହ ଅଗ୍ରସର ହେବା : ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ

December 31st, 11:30 am

ପ୍ରଧାନମନ୍ତ୍ରୀ ମୋଦୀ 2017 ରେ 'ମନ କି ବାତ' ର ଶେଷ ସଂସ୍କରଣ ଅବସରରେ ଲୋକମାନଙ୍କୁ “ସକାରାତ୍ମକ ଭାରତ”ରୁ “ପ୍ରଗତିଶୀଳ ଭାରତ” ଦିଗରେ ଦୃଢ଼ତାର ସହ ଅଗ୍ରସର ହୋଇ ନବ-ବର୍ଷର ଶୁଭାରମ୍ଭ କରିବାକୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏକବିଂଶ ଶତାବ୍ଦୀର ନୂଆ ମତଦାତାମାନଙ୍କ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଗଣତନ୍ତ୍ରରେ ଭୋଟର ଶକ୍ତି ହେଉଛି ବଡ଼ ଶକ୍ତି ,ଯାହା କୌଣସି ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ ।

ଭାରତ ସରକାରଙ୍କ ନିର୍ଦ୍ଦେଶକ, ଉପସଚିବମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ;

October 18th, 02:21 pm

2022 ସୁଦ୍ଧା ଏକ ନୂଆ ଭାରତ ନିର୍ମାଣ ଦିଗରେ ସମର୍ପିତ ଭାବେ ବ୍ରତୀ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଅଫିସର 4 କାନ୍ଥ ମଧ୍ୟରେ ସୀମିତ ନ ରହି ଏକ ଆଧୁନିକ ଭାରତ ଗଠନ ଦିଗରେ ଖୋଲା ମନରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସହାୟକ ସଚିବମାନଙ୍କ ଉଦଯାପନୀ ଅଧିବେଶନ :ପ୍ରଧାନମନ୍ତ୍ରୀଙ୍କ ଆଗରେ ପ୍ରଶାସନ ସଂକ୍ରାନ୍ତ ରିପୋର୍ଟ ଉପସ୍ଥାପନ କଲେ 2015 ବ୍ୟାଚର ଆଇଏଏସ ଅଧିକାରୀ

September 26th, 02:36 pm

ସହାୟକ ସଚିବମାନଙ୍କର ଉଦଯାପନୀ ଅଧିବେଶନର ଅଂଶବିଶେଷ ଭାବେ 2015ବ୍ୟାଚର ଆଇଏଏସ ଅଧିକାରୀମାନେ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ପ୍ରଶାସନ ସଂକ୍ରାନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି ।

ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ବାର୍ତ୍ତାଳାପ

August 27th, 04:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟରତ 80 ଜଣ ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବଙ୍କ ସହ ଶନିବାର ଦିନ ବାର୍ତ୍ତାଳାପ କରିଥିଲେ । ମୋଟ 5ଟି ବାର୍ତ୍ତାଳାପ ଶୃଙ୍ଖଳା ମଧ୍ୟରୁ ଏହା ଥିଲା ତୃତୀୟ ।

ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ମତ ବିନିମୟ କାର୍ଯ୍ୟକ୍ରମ

August 25th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା 80 ରୁ ଉର୍ଦ୍ଧ୍ଵ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବଙ୍କ ଏକ ଗ୍ରୁପକୁ ଭେଟି ସେମାନଙ୍କ ସହ ମତ ବିନିମୟ କରିଥିଲେ । ଏହିପରି ପାଞ୍ଚଟି ମତ ବିନିମୟ କାର୍ଯ୍ୟକ୍ରମ ମଧ୍ୟରୁ ଏହା ଥିଲା ଦ୍ୱିତୀୟ ।

ନରେଶ ଚନ୍ଦାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

July 10th, 11:14 am

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଥିବା ନରେଶ ଚନ୍ଦାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ,''ଶ୍ରୀ ନରେଶ ଚନ୍ଦା ଜଣେ ଉତ୍କୃଷ୍ଟ ଜନ ସେବକ ଥିଲେ ,ଯିଏ ଶାସନ ଏବଂ ନୀତି ପ୍ରସଙ୍ଗରେ ଏକ ଅଲିଭା ଚାପ ଛାଡିଛନ୍ତି । ତାଙ୍କ ବିୟୋଗରେ ମୁଁ ଗଭୀର ଦୁଃଖୀ । ନରେଶ ଚନ୍ଦା ଜି ଙ୍କ ସହିତ ହୋଇଥିବା ବିବେକପୂର୍ଣ୍ଣ ଆଲୋଚନା ମନେ ଅଛି ,ଯେତେବେଳେ ସେ ଆମେରିକା ରାଷ୍ଟ୍ରଦୂତ ଭାବେ ମତେ ରାତ୍ରିଭୋଜ ପାଇଁ ଆମନ୍ତ୍ରିତ କରିଥିଲେ । ସେ ଭାରତ ଏବଂ ଆମେରିକାର ମଜବୁତ ସମ୍ପର୍କରେ ବିଶ୍ୱାସ ରଖୁଥିଲେ ।'

ଯୁବ ଆଇଏଏସ୍ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ନୂତନ ଭାରତର ଉତ୍ସାହ ନେଇ ନୂଆ ବ୍ୟବସ୍ଥାରେ କାମ କର

July 03rd, 12:56 pm

ପରିବର୍ତ୍ତନରେ ବାଧକ ସାଜୁଥିବା ଚିନ୍ତାଧାରାଠାରୁ ଦୂରେଇ ରହିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁବ ଆଇଏଏସ୍ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ଭାରତର ପ୍ରଶାସନିକ ବ୍ୟବସ୍ଥାକୁ ନୂତନ ଭାରତର ଉତ୍ସାହ ନେଇ କାମ କରିବା ଲାଗି ଆହ୍ୱାନ ଜଣାଇଛନ୍ତି । ଅତିରିକ୍ତ ସଚିବମାନଙ୍କ ଉଦଘାଟନୀ ଅଧିବେଶନ ଅବସରରେ 2015 ବ୍ୟାଚର ଆଇଏଏସ୍ ଅଧିକାରୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଯେତିକି ଆଗେଇବା କଥା ସେତିକି ଆଗେଇ ପାରିନାହିଁ । ସେ କହିଥିଲେ ଯେ ଭାରତ ପରେ ସ୍ୱାଧୀନତା ପାଇଥିବା ଏବଂ ଭାରତଠାରୁ ଅଧିକ ସମ୍ବଳର ଅଭାବ ଅନୁଭବ କରିଥିବା ରାଷ୍ଟ୍ରଗୁଡ଼ିକ ବିକାଶର ନୂତନ ଉଚ୍ଚତାକୁ ଛୁଇଁପାରିଛନ୍ତି ।

ପ୍ରଶାସନିକ ସେବା ଦିବସରେ ଶ୍ରେଷ୍ଠତା ପୁରସ୍କାର ପ୍ରଦାନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

April 21st, 12:44 pm

ସର୍ବ ଭାରତୀୟ ପ୍ରଶାସନିକ ଦିବସ ରୂପେ ଆଜିର ଏହି ଦିବସ ଗୋଟିଏ ପ୍ରକାରେ ପୁନଃସମର୍ପଣ ଦିବସ । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ଯେଉଁ ମହାନୁଭବମାନେ ଏହି କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି, ଆଜି ଦେଶର ପ୍ରତ୍ୟେକ କୋଣରେ ଏହି ସେବା ଅନ୍ତର୍ଗତ କାର୍ଯ୍ୟରତ ଆପଣ ସମସ୍ତଙ୍କୁ ବହୁତ-ବହୁତ ଅଭିନନ୍ଦନ, ବହୁତ-ବହୁତ ଶୁଭକାମନା ।

ପ୍ରଶାସନିକ ସେବା ଦିବସରେ ପୁରସ୍କାର ପ୍ରଦାନ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

April 21st, 12:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକାଦଶ ପ୍ରଶାସନିକ ସେବା ଦିବସରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପୁରସ୍କାର ପ୍ରଦାନ ସହ ସେମାନଙ୍କୁ ସମ୍ବୋଧିତ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ସରକାରୀ କାର୍ଯ୍ୟକ୍ରମ ନେଇ ମତ ଉପସ୍ଥାପନା କଲେ ଯୁବ ପ୍ରଶାସନିକ ସେବା ଅଧିକାରୀ

October 27th, 01:57 pm

PM Narendra Modi today interacted with IAS Officers of 2014 batch. The Prime Minister urged the officers to inculcate team spirit, and work towards breaking silos, in whatever capacity they serve.

PM to young IAS Officers: remain sensitive to circumstances and surroundings

August 02nd, 03:03 pm

PM Modi advised young IAS officers to remain sensitive to their circumstances and surroundings, in order to be able to effectively connect with the people of India. PM Modi asked the IAS Officers to put to practice the skills learnt during training and use latest technology at work. He urged them not to be overawed by hierarchy and interact fearlessly with superiors.

Redefine your role, move beyond controlling, regulating & managerial capabilities: PM Modi to Civil Servants

April 21st, 11:55 am



PM exhorts civil servants to become “agents of change”; calls upon Government officers to engage with people

April 21st, 11:54 am



Our actions must be in tune with our vision. What we learn on the ground is very important: PM to IAS officers of 2013 batch

November 19th, 02:40 pm



PM to young IAS officers : Make the most of the first 10 years of service

November 19th, 01:45 pm