୨୨ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀର ମିଳିତ ବିବୃତ୍ତି
July 09th, 09:54 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 22ତମ ଭାରତ -ରୁଷିଆ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ରୁଷୀୟ ସଂଘର ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣକ୍ରମେ ଜୁଲାଇ 8-9, 2024 ରେ ରୁଷୀୟ ସଂଘକୁ ଏକ ସରକାରୀ ଗସ୍ତରେ ଯାଇଥିଲେ ।ଋଷ୍ରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 09th, 11:35 am
ମୁଁ ତୁମର ସ୍ନେହ, ଭଲପାଇବା ଏବଂ ତୁମେ ଏଠାରେ ରହିବାକୁ ନେଇଥିବା ସମୟକୁ ଗଭୀର ପ୍ରଶଂସା କରୁଛି । ମୁଁ ଏକୁଟିଆ ଏଠାକୁ ଆସିନାହିଁ; ମୁଁ ମୋ ସହିତ ବହୁତ କିଛି ଆଣିଛି । ମୁଁ ଭାରତର ମାଟିର ବାସ୍ନା, ୧୪୦ କୋଟି ଦେଶବାସୀଙ୍କ ଭଲପାଇବା ଏବଂ ଆପଣଙ୍କ ପାଇଁ ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଆଣିଛି । ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ପ୍ରବାସୀ ଭାରତୀୟଙ୍କ ସହ ମୋର ପ୍ରଥମ କଥାବାର୍ତ୍ତା ମସ୍କୋରେ ହେଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ।ରୁଷରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
July 09th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷରେ ରହୁଥିବା ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟମାନେ ସହୃଦୟତା ଓ ସ୍ନେହର ସହିତ ସ୍ୱାଗତ କରିଥିଲେ ।ରୁଷ୍ ମହାସଂଘ ଏବଂ ରିପବ୍ଲିକ ଅଫ୍ ଅଷ୍ଟ୍ରିଆକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ (ଜୁଲାଇ ୦୮-୧୦, ୨୦୨୪)
July 04th, 05:00 pm
୨୦୨୪ ଜୁଲାଇ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ମହାସଂଘ ଏବଂ ରିପବ୍ଲିକ ଅଫ୍ ଅଷ୍ଟ୍ରିଆକୁ ସରକାରୀ ଗସ୍ତରେ ଯିବେ ।ରୁଷ ମହାସଂଘ ବୈଦେଶିକ ମନ୍ତ୍ରୀ ମହାମହିମ ସର୍ଜେଇ ଲାଭରୋଭଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ
April 01st, 06:48 pm
ରୁଷ ମହାସଂଘ ବୈଦେଶିକ ମନ୍ତ୍ରୀ ମହାମହିମ ସର୍ଜେଇ ଲାଭରୋଭ ଆଜି (୦୧.୦୪.୨୦୨୨) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।21st India – Russia Annual Summit
December 07th, 09:14 am
The 21st India-Russia Annual Summit was held in New Delhi. Bilateral talks between Prime Minister Modi and President Putin were held in a warm and friendly atmosphere. The two leaders expressed satisfaction at the sustained progress in the ‘Special and Privileged Strategic Partnership’ between both countries despite the challenges posed by the Covid pandemic.ଏକବିଂଶତମ ଭାରତ – ରୁଷିଆ ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
December 06th, 07:58 pm
ମୋର ପ୍ରିୟ ମିତ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଏକବିଂଶତମ ଭାରତ –ଋଷ ବାର୍ଷିକ ଶିଖର ସମ୍ମିଳନୀରେ ଆପଣଙ୍କୁ ହୃଦୟର ସହିତ ବହୁତ ବହୁତ ସ୍ୱାଗତ ଜଣାଉଛି, ଆପଣଙ୍କ ପ୍ରତିନିଧିମଣ୍ଡଳୀଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି । ମୁଁ ଜାଣିଛି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ କରୋନା ସମୟରେ ଏହା ଆପଣଙ୍କର ଦ୍ୱିତୀୟ ଥର ପାଇଁ ବିଦେଶ ଯାତ୍ରା ଅଟେ । ଯେଉଁ ଭଳି ଭାବେ ଆପଣଙ୍କର ଭାରତ ପ୍ରତି ଶ୍ରଦ୍ଧାଭାବ ରହିଛି, ଆପଣଙ୍କର ଯେଉଁ ନିଜସ୍ୱ ପ୍ରତିବଦ୍ଧତା ରହିଛି, ଏହା ତାହାର ଏକ ପ୍ରତୀକ ଅଟେ ଏବଂ ଭାରତ – ରୁଷିଆ ସମ୍ପର୍କ କେତେ ମହତ୍ୱପୂର୍ଣ୍ଣ ଅଟେ, ଏହା ସେଥିରୁ ସ୍ପଷ୍ଟ ଭାବେ ଜଣା ପଡେ ଏବଂ ଏଥିପାଇଁ ମୁଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ ଅଟେ ।Telephone conversation between Prime Minister and the President of Russian Federation
July 02nd, 03:17 pm
Prime Minister Shri Narendra Modi spoke on phone with President of the Russian Federation H.E. Mr. Vladimir Putin on 2 July 2020.India - Russia Joint Statement during visit of Prime Minister to Vladivostok
September 04th, 02:45 pm
PM Modi addresses India-Russia Business Forum
October 05th, 04:45 pm
At the India-Russia Business Forum, PM Narendra Modi invited the Russian companies to invest in India, highlighting the ‘Russia Plus’ strategy. The PM spoke at length about India’s growth trajectory citing the FDI reforms and ease of doing business environment in the last four years. He added, “With latest technological advances like Artificial Intelligence, Internet of Things and 3D Printing, India is moving ahead on the path of Industry 4.0.”ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
October 05th, 02:45 pm
19ତମ ବାର୍ଷିକ ଶିଖର ସମ୍ମିଳନୀ ଲାଗି ଭାରତରେ ରାଷ୍ଟ୍ରପତି ପୁଟିନ ଏବଂ ତାଙ୍କର ପ୍ରତିନିଧିମାନଙ୍କୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।India-Russia Joint Statement during the Visit of President of the Russia to India: Partnership for Global Peace and Stability
October 15th, 11:59 pm
PM Narendra Modi and President Vladimir Putin of Russia met in Goa for the 17th India-Russia Annual Summit. The leaders reviewed the Special and Privileged Strategic Partnership between India and Russia that is rooted in longstanding mutual trust. They pledged to pursue new opportunities to take the economic ties to unprecedented heights, achieve sustainable development and promote peace and security at home and around the world.Our close friendship has given clear direction, fresh impulse, stronger momentum and rich content to our ties: PM Modi at Joint Press Statement with President Putin
October 15th, 05:03 pm
PM Modi and President of Russia Vladimir Putin today held jint press briefing in Goa. PM Modi spoke about the partnership between the two countries. India and Russia signed several agreements mostly in the fields of defence, energy, power, shipbuilding and space. Both PM Modi and President Putin also inaugurated units 3 and 4 of the Kudankulam nuclear plant.