‘ବ୍ରିଜିଟାଲ ନେସନ’ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 20th, 07:45 pm
ରତନ ଟାଟା ମହୋଦୟ, ଚନ୍ଦ୍ରଶେଖରନ୍ ମହାଶୟଙ୍କ ସହିତ ସାକ୍ଷାତ ହେବା, ସେମାନଙ୍କ ସହିତ ଆଲୋଚନା କରିବା ସବୁବେଳେ ଏକ ନୂତନ ଅନୁଭବ ଦେଇଥାଏ । ତାଙ୍କ ଉପରେ ଦେଶର ସର୍ବବୃହତ ସଂସ୍ଥାଗୁଡିକୁ ଜଣଙ୍କୁ ନେତୃତ୍ୱ ଦେବାର ଦାୟିତ୍ୱ ଅଛି ।ବ୍ରିଜିଟାଲ ପୁସ୍ତକର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
October 20th, 07:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ବ୍ରିଜିଟାଲ ନେସନ” ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର 7, ଲୋକ କଲ୍ୟାଣ ମାର୍ଗରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ରତନ ଟାଟାଙ୍କୁ ଏହାର ପ୍ରଥମ କପି ପ୍ରଦାନ କରାଯାଇଛି । ଏହି ପୁସ୍ତକକୁ ଲେଖିଛନ୍ତି ଶ୍ରୀ ଏନ ଚନ୍ଦ୍ରଶେଖରନ ଓ ସୁଶ୍ରୀ ରୂପା ପୁରୁଷୋତ୍ତମ ।Maha Milawat has lost its ground among the people because of their petty politics: PM Modi
April 26th, 02:16 pm
At a public meeting in Madhya Pradesh’s Sidhi, PM Modi took on the incumbent Congress government in the state for the recent discovery of large amounts of illicit cash from senior leaders and their aides and said that the Congress leaders were still deeply involved in corruption and illegal activities.Congress leaders only worry about their families instead of the people: PM Modi in MP
April 26th, 02:15 pm
Prime Minister Modi addressed two huge rallies in Sidhi and Jabalpur in Madhya Pradesh today. At the rallies, PM Modi took on the incumbent Congress government in the state for the recent discovery of large amounts of illicit cash from senior leaders and their aides and said that the Congress leaders were still deeply involved in corruption and illegal activities.NDA has worked to strengthen the national security: PM Modi in Dindori, Maharashtra
April 22nd, 11:01 am
At a massive public rally in Maharashtra’s Dindori, PM Modi said, “The strong government of the NDA in 2014 worked to strengthen the national security of our country and as a result India’s repute on the world stage has grown steadily.”Maharashtra has pledged overwhelming support for the BJP again: PM Modi in Maharashtra
April 22nd, 11:00 am
Prime Minister Narendra Modi addressed two large rallies in Dindori and Nandurbar in Maharashtra today. Addressing the crowd, PM Modi thanked his supporters for their overwhelming support for the BJP in 2014 and asserted that such huge support had made it possible for him to take bold and transformative decisions for the welfare of the country.Mahamilawat’s efforts to protect corrupt middlemen will never bear fruit under my watch: PM Modi
February 02nd, 05:25 pm
PM Narendra Modi addressed rally at Durgapur in West Bengal.PM Modi expressed confidence that in the upcoming elections, the Bharatiya Janata Party would emerge victorious in the state.Our focus is on ensuring 'Ease of Living' for the citizens: PM Modi in Thakurnagar, West Bengal
February 02nd, 12:21 pm
PM Narendra Modi addressed rallies at Thakurnagar and Durgapur in West Bengal. Both the rallies saw PM Modi launch attack on the ruling Trinamool Congress led government in the state. PM Modi expressed confidence that in the upcoming elections, the Bharatiya Janata Party would emerge victorious in the state.TMC is certain to go; people in West Bengal want change: PM Narendra Modi
February 02nd, 12:20 pm
PM Narendra Modi addressed rallies at Thakurnagar and Durgapur in West Bengal. Both the rallies saw PM Modi launch attack on the ruling Trinamool Congress led government in the state. PM Modi expressed confidence that in the upcoming elections, the Bharatiya Janata Party would emerge victorious in the state.ତାମିଲନାଡ଼ୁର ମଦୁରାଇଠାରେ ଏମ୍ସର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 27th, 11:55 am
ମଦୁରାଇରେ ଏମ୍ସ ପ୍ରତିଷ୍ଠା କରିବା ସହିତ ଆମେ ଏହା କହିପାରିବା ଯେ ଚିକିତ୍ସା ସୁବିଧାର ଏହି ପରିଚୟକୁ ଏବେ ଦେଶର ସମସ୍ତ କୋଣଅନୁକୋଣ- କନ୍ୟାକୁମାରୀରୁ କାଶ୍ମୀର ଠାରୁ ମଦୁରାଇ ଏବଂ ଗୌହାଟୀରୁ ଗୁଜରାଟ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଦିଆଯାଇଛି । ମଦୁରାଇରେ ଏମ୍ସର ନିର୍ମାଣ 1600 କୋଟି ଟଙ୍କାରୁ ଅଧିକ ବ୍ୟୟ ସହିତ କରାଯିବ । ଏହାଦ୍ୱାରା ତାମିଲନାଡ଼ୁର ସମସ୍ତ ଲୋକମାନଙ୍କୁ ଲାଭ ମିଳିପାରିବ ।ମଦୁରାଇରେ ଏମ୍ସ ନିର୍ମାଣ ହେବା ପରେ, ବ୍ରାଣ୍ଡ ଏମ୍ସ ଏବେ ଦେଶର କୋଣ ଅନୁକୋଣରେ ପହଁଚିଲା : ପ୍ରଧାନମନ୍ତ୍ର
January 27th, 11:54 am
ମଦୁରାଇ ଏବଂ ପାଶ୍ୱବର୍ତ୍ତୀ ଅଂଚଳରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପ୍ରୋତ୍ସାହନ ପୂର୍ବକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଦୁରାଇ ଠାରେ ଏମ୍ସ ପାଇଁ ଶିଳାନ୍ୟାସ କରିବା ସହିତ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ।ଓଡ଼ିଶାର ବାରିପଦାଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
January 05th, 03:00 pm
ସେ ଫଳକ ଉନ୍ମୋଚନ ପୂର୍ବକ ରସିକରାୟ ମନ୍ଦିର ଓ ପ୍ରାଚୀନ ହରିପୁରଗଡ଼ ଦୁର୍ଗର ପ୍ରତ୍ନତାତ୍ୱିକ ଖନନ ଢାଂଚାର ସଂରକ୍ଷଣ, ସୌନ୍ଦର୍ଯ୍ୟବର୍ଦ୍ଧନ ତଥା ବିକାଶ କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ ।ବାରଣାସୀରେ ‘ଏକ ଜିଲ୍ଲା, ଏକ ସାମଗ୍ରୀ’ ଆଂଚଳିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 29th, 05:10 pm
ପୂର୍ବାଂଚଳର ମହାନ ଶିଳ୍ପୀକାର ଭାଇମାନଙ୍କୁ ମୋର ପ୍ରଣାମ । ଦେଶ ଦୁନିଆରେ ନିଜ ହାତର ଚମକ୍ରାରିତା ପାଇଁ ପ୍ରଶଂସିତ ହୋଇଥିବା ଭାଇ-ଭଉଣୀମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ । ପୁରାତନ କାଳରୁ କାଶୀ ନଗରୀ ଦୁନିଆର ବଜାରରେ ନିଜର ପ୍ରତିଷ୍ଠା ବଜାୟ ରଖିଆସିଛି । ରେଶମର ଶାଢ଼ୀ ହେଉ ଅବା ହାତ ତିଆରି ଖେଳନା, ମୋ କାଶୀ ସବୁଠାରୁ ଆଗରେ ରହିଛି ।ବାରାଣସୀରେ ପ୍ରଧାନମନ୍ତ୍ରୀ: ଦେଶକୁ ଉତ୍ସର୍ଗ କଲେ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ କ୍ୟାମ୍ପସ, “ଏକ ଜିଲ୍ଲା, ଏକ ଉତ୍ପାଦ” ସମ୍ମିଳନୀରେ ସମ୍ବୋଧନ
December 29th, 05:00 pm
ସେ ବାରାଣାସୀରେ ଆନ୍ତର୍ଜାତିକ ଧାନ ଗବେଷଣଶ ପ୍ରତିଷ୍ଠାନ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଏହି ପ୍ରତିଷ୍ଠାନର ବିଭିନ୍ନ ପରୀକ୍ଷାଗାର ବୁଲି ଦେଖିଥିଲେ ।ସିଙ୍ଗାପୁର ଫିନଟେକ ଫେଷ୍ଟିଭାଲରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 14th, 10:03 am
ସିଙ୍ଗାପୁର ଫିନଟେକ ଫେଷ୍ଟିଭାଲରେ ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ଉଦବୋଧନ ଦେବା ମୋ ପାଇଁ ଏକ ସମ୍ମାନ ।ପ୍ରଧାନମନ୍ତ୍ରୀଙ୍କ ହରିୟାଣା ଗସ୍ତ, ଉନ୍ମୋଚନ କଲେ ସାର ଛୋଟୁ ରାମଙ୍କ ପ୍ରତିମୂର୍ତ୍ତି, ରେଳଡବା ମରାମତି କାରଖାନା ପାଇଁ ରଖିଲେ ଆଧାରଶିଳା
October 09th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ସାମ୍ପଲା ଏବଂ ରୋହତକ ଗସ୍ତ କରିଥିଲେ ।ହରିୟାଣାରେ ରେଳଡ଼ବା କାରଖାନାର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 09th, 04:00 pm
ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ମୁତୟନ ହୋଇଥିବା ଆମର ଜବାନ, ଦେଶର କୋଟି କୋଟି ଜନସଂଖ୍ୟାର ପେଟକୁ ଖାଦ୍ୟ ଯୋଗାଉଥିବା ଆମର କୃଷକ ଭାଇମାନେ ଏବଂ ଖେଳରେ ସବୁଠାରୁ ଅଧିକ ପଦକ ଜିତି ଆସୁଥିବା ଖେଳାଳୀ ସୃଷ୍ଟି କରିଥିବା ହରିୟାଣାର ଏହି ମାଟିକୁ ମୁଁ ପ୍ରଣାମ କରୁଛି । ଦେଶର ନାମ, ସ୍ୱାଭିମାନ ବଜାୟ ରଖିବାରେ ସବୁଠାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ହରିୟାଣାବାସୀଙ୍କର କୌଣସି ତୁଳନା ନାହିଁ ।ନୂଆଦିଲ୍ଲୀରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
September 20th, 04:48 pm
ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀମାନ ସୁରେଶ ପ୍ରଭୁ ମହାଶୟ, ଶ୍ରୀମାନ ହରଦୀପ ସିଂହ ପୁରୀ ମହାଶୟ, ଶ୍ରୀମାନ ସି.ଆର ଚୌଧୁରୀ ମହାଶୟ, ଡିଆଇପିପି ସଚିବ ଶ୍ରୀ ରମେଶ ଅଭିଷେକ ମହାଶୟ, ଏଠାରେ ଉପସ୍ଥିତ ଉଦ୍ୟୋଗ ଏବଂ ବ୍ୟାପାର ଜଗତ ସହିତ ଜଡିତ ମୋର ସମସ୍ତ ଭାଇ ଓ ଭଉଣୀମାନେ ।ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
September 20th, 04:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ର(ଆଇଆଇସିସି) ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ଶୁଭ ଉଦଘାଟନ ଅବସରରେ ଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 01st, 10:54 pm
ମଞ୍ଚ ଉପରେ ବିରାଜମାନ ମନ୍ତ୍ରିପରିଷଦର ମୋର ସହଯୋଗୀ, ଶ୍ରୀମାନ ମନୋଜ ସିହ୍ନା ମହାଶୟ, ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ସିଇଓ, ଏବଂ ଡାକ ବିଭାଗ ସଚିବ, ଆଇବିପିର ସମସ୍ତ ସାଥୀ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ ।