ଜାତୀୟ ଡାକ ଟିକଟ ପ୍ରଦର୍ଶନୀ ‘ଅମୃତପେକ୍ସ ୨୦୨୩’ରେ ସକ୍ରିୟ ଅଂଶଗ୍ରହଣ ପାଇଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

February 15th, 10:19 am

ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଆୟୋଜିତ ଜାତୀୟ ଡାକ ଟିକଟ ପ୍ରଦର୍ଶନୀ ଅମୃତପେକ୍ସ ୨୦୨୩ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଡାକ ଟିକଟ ସଂଗ୍ରହ ଓ ପତ୍ର ଲିଖନ ପ୍ରତି ଆଗ୍ରହ ବଢାଇବା ପାଇଁ ଏହା ଭଲ ଉପାୟ ।

ଦୁଇ ଦିନରେ ଦଶ ଲକ୍ଷରୁ ଅଧିକ ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲିଥିବାରୁ ଭାରତୀୟ ଡାକକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 11th, 09:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନରେ ଦଶ ଲକ୍ଷରୁ ଅଧିକ ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲିଥିବାରୁ ଭାରତୀୟ ଡାକକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା କନ୍ୟାମାନଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ସହ ସେମାନଙ୍କୁ ସଶକ୍ତ କରିବ ।

The 'Panch Pran' must be the guiding force for good governance: PM Modi

October 28th, 10:31 am

PM Modi addressed the ‘Chintan Shivir’ of Home Ministers of States. The Prime Minister emphasized the link between the law and order system and the development of the states. “It is very important for the entire law and order system to be reliable. Its trust and perception among the public are very important”, he pointed out.

PM addresses ‘Chintan Shivir’ of Home Ministers of States

October 28th, 10:30 am

PM Modi addressed the ‘Chintan Shivir’ of Home Ministers of States. The Prime Minister emphasized the link between the law and order system and the development of the states. “It is very important for the entire law and order system to be reliable. Its trust and perception among the public are very important”, he pointed out.

୭୫ଟି ଜିଲ୍ଲାରେ ୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟର ଶୁଭାରମ୍ଭ ଅବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

October 16th, 03:31 pm

୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଉନ୍ମୋଚନ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆଜି ଦେଶ ପୁଣିଥରେ ଡିଜିଟାଲ ଇଣ୍ଡିଆର ସମ୍ଭାବନାକୁ ଦେଖୁଛି । ଆଜି ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେଉଛି । ମୁଁ ଏହି ମିଶନ ସହିତ ଜଡ଼ିତ ସମସ୍ତ ଲୋକମାନଙ୍କୁ, ଆମର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ, ଆମ ଆରବିଆଇକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

October 16th, 10:57 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ (ଡିବିୟୁ)କୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।

ଆସନ୍ତା 25 ତାରିଖ ଦିନ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

November 23rd, 01:13 pm

ଆସନ୍ତା 25 ତାରିଖ ଦିନ ଅପରାହ୍ନ 5.30 ମିନଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେବେ । ଏହି ବିଶ୍ଵବିଦ୍ୟାଳୟ 1920ରେ ପ୍ରତିଷ୍ଠା ହୋଇଥିବା ବେଳେ ଏହା ନିଜର ଶତବାର୍ଷିକୀ ପାଳନ କରୁଛି ।

Upcoming elections are about electing a strong government that puts the welfare of its people first: PM Modi

April 09th, 02:31 pm

Beginning his election campaigning in the state, Prime Minister Narendra Modi addressed two major rallies in Chitradurga and Mysuru in Karnataka today.

Karnataka stands firmly with ‘Chowkidar’: PM Modi in Karnataka

April 09th, 02:30 pm

Beginning his election campaigning in the state, Prime Minister Narendra Modi addressed two major rallies in Chitradurga and Mysuru in Karnataka today.

ଘାଜିପୁର ମେଡିକାଲ କଲେଜର ଶିଳାନ୍ୟାସ ଏବଂ ମହାରାଜା ସୁହେଲଦେବଙ୍କ ସ୍ମୃତିରେ ଡାକଟିକଟ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

December 29th, 12:15 pm

ଦେଶର ସୁରକ୍ଷା ପାଇଁ ସୁରବୀରଙ୍କୁ ଦେଇଥିବା, ବୀର ସୁପୁତ୍ର ଦେଇଥିବା, ସେନାନୀଙ୍କୁ ଜନ୍ମଦେଇଥିବା, ଏ ଧରଣୀ ଯେଉଁଠି ଋଷିମାନଙ୍କର, ମୁନିମାନଙ୍କର ଚରଣ ପଡ଼ିଛି । ଏଭଳି ଘାଜିପୁରକୁ ଆଉ ଥରେ ପୁଣି ଆସିବା ମୋ ପାଇଁ ହେଉଛି ଏକ ବହୁତ ଆନନ୍ଦର ବିଷୟ ।

ଘାଜିପୁରରେ ପ୍ରଧାନମନ୍ତ୍ରୀ: ମହାରାଜା ସୁହେଲଦେବଙ୍କ ସ୍ମୃତିରେ ଉନ୍ମୋଚନ କଲେ ଡାକଟିକଟ, ମେଡିକାଲ କଲେଜ ପାଇଁ ରଖିଲେ ଆଧାରଶିଳା

December 29th, 12:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଘାଜିପୁର ଗସ୍ତ କରିଛନ୍ତି । ସେ ମହାରାଜ ସୁହେଲଦେବଙ୍କ ଉପରେ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଥିଲେ । ସେ ମଧ୍ୟ ଘାଜିପୁର ମେଡିକାଲ କଲେଜର ଆଧାରଶିଳା ସ୍ଥାପନ କରିଥିଲେ ।

ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ଶୁଭ ଉଦଘାଟନ ଅବସରରେ ଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 01st, 10:54 pm

ମଞ୍ଚ ଉପରେ ବିରାଜମାନ ମନ୍ତ୍ରିପରିଷଦର ମୋର ସହଯୋଗୀ, ଶ୍ରୀମାନ ମନୋଜ ସିହ୍ନା ମହାଶୟ, ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ସିଇଓ, ଏବଂ ଡାକ ବିଭାଗ ସଚିବ, ଆଇବିପିର ସମସ୍ତ ସାଥୀ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଦିଗରେ ଏକ ବୃହତ ପଦକ୍ଷେପ – ପ୍ରଧାନମନ୍ତ୍ରୀ

September 01st, 04:45 pm

ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ସାରା ଦେଶର 3 ହଜାରରୁ ଉର୍ଦ୍ଧ୍ଵ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମ ସଂଯୁକ୍ତ ହୋଇଥିଲା ।

ଚେନ୍ନାଇରେ ଦୈନିକ ପତ୍ରିକା ଥାନ୍ଥୀ ର ପ୍ଲାଟିନମ୍ ଜୁବୁଲୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ

November 06th, 11:08 am

ଆରମ୍ଭରୁ ମୁଁ ଉକ୍ତ ସମସ୍ତ ପରିବାର ପାଇଁ ନିଜର ସମ୍ବେଦନା ଓ ସହାନୁଭୂତି ବ୍ୟକ୍ତ କରୁଛି, ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଅବା ଚେନ୍ନାଇ ଓ ତାମିଲନାଡୁର ଅନ୍ୟ ଭାଗରେ ସଂପ୍ରତି ପ୍ରବଳ ବର୍ଷା ଓ ବନ୍ୟାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସବୁ ସମ୍ଭବ ସହାୟତା ଦେବାକୁ ମୁଁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛି । ମୁଁ ବରିଷ୍ଠ ସାମ୍ବାଦିକ ଥିରୁ ଆର.ମୋହନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରୁଛି ।

ଓଡ଼ିଶା ସମେତ 10 ରାଜ୍ୟର ରେଳ, ସଡ଼କ, ଶକ୍ତି କ୍ଷେତ୍ରର ଭିତ୍ତିଭୂମି ବିକାଶ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ; ଅପରାଧ ଓ ଅପରାଧି ଟ୍ରାକିଂ ନେଟୱାର୍କ ବ୍ୟବସ୍ଥାକୁ ଉଚ୍ଚ ପ୍ରାଥମିକତା ଦେବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ

May 24th, 05:28 pm

ଆଜି ନୂଆଦିଲ୍ଲୀଠାରେ ପ୍ରଗତି କାର୍ଯ୍ୟକ୍ରମ ମାଧ୍ୟମରେ ଊନବିଂଶ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଓଡ଼ିଶା, ମଧ୍ୟପ୍ରଦେଶ, ମହରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିଆନା, ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ରେଳବାଇ, ଜାତୀୟ ରାଜପଥ ନିର୍ମାଣ, ଶକ୍ତି ଉତ୍ପାଦନ ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ମତ ବିନିମୟ ଓ ସମୀକ୍ଷା କରିଥିଲେ ।

Through our schemes we want to touch people's lives: PM Modi

October 24th, 05:18 pm

Prime Minister Narendra Modi inaugurated various developmental schemes at Varanasi. PM mentioned that NDA Government is dedicated towards the development of the region. He also said that the Government will make sure that the schemes that are started are completed as well. PM Modi noted the need for the advancement of our railways and said that railway brings a positive change in the economy.

PM launches development works, addresses public meeting in Varanasi

October 24th, 05:17 pm

Prime Minister Shri Narendra Modi today inaugurated various developmental schemes at Varanasi today. PM mentioned that his government is dedicated towards the development of the region. He also said that his government will make sure that the schemes that are started are completed as well. PM Modi noted the need for the advancement of our railways and said that railway brings a positive change in the economy.

PM: Postal network can become a driving force for Indian Economy

January 07th, 01:58 pm

PM: Postal network can become a driving force for Indian Economy