ଫେବ୍ରୁଆରୀ ୬ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଗସ୍ତ
February 04th, 12:13 pm
ଫେବ୍ରୁଆରୀ ୬, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ଗସ୍ତ କରିବେ । ପ୍ରାୟ ପୂର୍ବାହ୍ନ ସାଢ଼େ ଏଗାରଟା ବେଳେ, ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଠାରେ ଭାରତ ଶକ୍ତ ସପ୍ତାହ-୨୦୨୩ ଉଦଘାଟନ କରିବେ । ତା’ପରେ ଅପରାହ୍ନ ପ୍ରାୟ ସାଢ଼େ ତିନିଟା ବେଳେ ସେ ଟୁମକୁରୁ ଠାରେ ହାଲ ହେଲିକପ୍ଟର କାରଖାନାକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ ।ଇଣ୍ଡିଆ ଏନର୍ଜି ଫୋରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 26th, 05:22 pm
ଚଳିତ ବର୍ଷର ବିଷୟବସ୍ତୁ ବିଶେଷ ପ୍ରାସଙ୍ଗିକ। ଏହା ହେଉଛି– “ପରିବର୍ତ୍ତିତ ବିଶ୍ୱରେ ଭାରତର ଇନ୍ଧନ ଭବିଷ୍ୟତ”। ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଇପାରେ : ଭାରତ ଶକ୍ତିରେ ପରିପୂର୍ଣ୍ଣ! ଭାରତର ଇନ୍ଧନ ଭବିଷ୍ୟତ ଉଜ୍ଜ୍ୱଳ ଏବଂ ନିରାପଦ। ମୁଁ କାହିଁକି ଏପରି ଅନୁଭବ କରୁଛି ମୋତେ ବର୍ଣ୍ଣନା କରିବାକୁ ଦିଅନ୍ତୁ ।ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
October 26th, 05:19 pm
ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମ ସେରା ସପ୍ତାହରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି। ଚଳିତ ବର୍ଷର ବିଷୟବସ୍ତୁ ରହିଛି “ପରିବର୍ତ୍ତିତ ବିଶ୍ୱରେ ଭାରତର ଇନ୍ଧନ ଭବିଷ୍ୟତ”।