Your vote on Lotus button on 26th April will strengthen the ongoing movement against corruption: PM in Attingal

April 15th, 11:35 am

In his second rally at Attingal, PM Modi said, The BJP has announced in its Sankalp Patra that we will connect global tourists with our heritage and confer World Heritage status on our heritage. There is a great possibility of this happening in Kerala. The BJP's plan is the overall development of major tourist destinations. The BJP will also establish new centers for eco-tourism in Kerala. This will greatly benefit our tribal families by creating opportunities for them. The BJP government will also provide financial help to women for homestays.”

PM Modi addresses enthusiastic crowds at public meetings in Alathur and Attingal, Kerala

April 15th, 11:00 am

Ahead of the Lok Sabha Elections, 2024, PM Modi was garnered with love and admiration at public rallies in Alathur & Attingal, Kerala. The PM extended his best wishes on the occasion of Vishu and presented his transparent vision of Kerala to the audience. PM Modi offered a glimpse of BJP's Sankalp Patra, pledging advancement and prosperity to every corner of the nation.

ଚେନ୍ନାଇର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 08th, 06:37 pm

ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର ଏନ ରବି ଜୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମକେ ଷ୍ଟାଲିନ ଜୀ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ଜୀ, ଏବଂ ତାମିଲନାଡୁର ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା ।

ପ୍ରଧାନମନ୍ତ୍ରୀ ଦ୍ୱାରା ତାମିଲନାଡୁର ଚେନ୍ନାଇ ଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

April 08th, 06:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଚେନ୍ନାଇସ୍ଥିତ ଆଲଷ୍ଟ୍ରମ କ୍ରିକେଟ ପଡ଼ିଆରେ ଆୟୋଜିତ ସମାରୋହରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ରହଣି ସ୍ଥଳ ଭବନର ଉଦଘାଟନ କରିବା ସହ ଚେନ୍ନାଇରେ ଚେନ୍ନାଇ-କୋଏମ୍ବାଟୁର ବଂଦେ ଭାରତ ଏକ୍ସପ୍ରେସ ଟ୍ରେନର ଯାତ୍ରାରମ୍ଭ କରିଥିଲେ ।

ପ୍ରମୁଖ ବନ୍ଦରଗୁଡିକ ନୂଆ ରେକର୍ଡ ସ୍ଥାପନ କରିଥିବାରୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

April 04th, 10:24 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଅନ୍ତର୍ଗତ ପ୍ରମୁଖ ବନ୍ଦରଗୁଡିକ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦.୪ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାସଲ ସହ କାର୍ଗୋ ହ୍ୟାଣ୍ଡଲିଂ ଲକ୍ଷ୍ୟ ଅତିକ୍ରମ କରି ନୂତନ ରେକର୍ଡ ସ୍ଥାପନ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଜାତୀୟ ସାମୁଦ୍ରିକ ସପ୍ତାହର ଶୁଭାରମ୍ଭ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

March 31st, 09:13 am

ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଟ୍ୱିଟରେ ଶ୍ରୀ ସୋନୱାଲ ଜାତୀୟ ସାମୁଦ୍ରିକ ସପ୍ତାହର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଲାପେଲରେ ପ୍ରଥମ ସାମୁଦ୍ରିକ ଧ୍ୱଜ ଲଗାଇବା ସମ୍ପର୍କରେ ସୂଚନା ଦେଇଥିଲେ । ଏପ୍ରିଲ ୫ରେ ପାଳିତ ହେଉଥିବା ଜାତୀୟ ସାମୁଦ୍ରିକ ଦିବସ ଭାରତର ସାମୁଦ୍ରିକ ପରମ୍ପରାର ଗୌରବମୟ ଇତିହାସକୁ ପାଳନ କରିଥାଏ ।

ସ୍ଥାପନା ଦିବସ ଅବସରରେ ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 01st, 09:21 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଥାପନା ଦିବସ ଅବସରରେ ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

PM Modi inaugurates Shaurya Smarak in Bhopal, Madhya Pradesh

October 14th, 07:40 pm

PM Narendra Modi today addressed a public meeting in Madhya Pradesh attended by ex-servicemen. Speaking at the event, PM Modi complimented the country’s armed forces and noted their sacrifice. “When we think of our armed forces we remember their valour. We also recall with pride their role during a natural disaster”, said the PM.

Indian Armed Forces rank the best in the world on parameters of discipline and conduct: PM Modi

October 14th, 07:29 pm

PM Modi inaugurated 'Shaurya Smarak' -- a war memorial dedicated to the soldiers of India. Addressing the event, the PM said that first image of a soldier may be that of a uniformed person with weapons, but soldiers also have a humane face too. PM Modi said that our Army does not speak but displays its valour. He hailed the soldiers as saviours of humanity at large, beyond borders and nations.

PM salutes coast guard personnel on 38th Raising Day of Indian Coast Guard

February 01st, 02:07 pm

PM salutes coast guard personnel on 38th Raising Day of Indian Coast Guard