New India is moving ahead with the mantra of Intent, Innovation & Implementation: PM at DefExpo 2022
October 19th, 10:05 am
PM Modi inaugurated the DefExpo22 at Mahatma Mandir Convention and Exhibition Centre in Gandhinagar, Gujarat. PM Modi acknowledged Gujarat’s identity with regard to development and industrial capabilities. “This Defence Expo is giving a new height to this identity”, he said. The PM further added that Gujarat will emerge as a major centre of the defence industry in the coming days.PM inaugurates DefExpo22 at Mahatma Mandir Convention and Exhibition Centre in Gandhinagar, Gujarat
October 19th, 09:58 am
PM Modi inaugurated the DefExpo22 at Mahatma Mandir Convention and Exhibition Centre in Gandhinagar, Gujarat. PM Modi acknowledged Gujarat’s identity with regard to development and industrial capabilities. “This Defence Expo is giving a new height to this identity”, he said. The PM further added that Gujarat will emerge as a major centre of the defence industry in the coming days.ଉଗାଣ୍ଡାକୁ ସରକାରୀ ଗସ୍ତ ଅବସରରେ ଉଗାଣ୍ଡା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
July 25th, 01:00 pm
ସଂସଦର ଆମନ୍ତ୍ରଣ କ୍ରମେ ମୁଁ ଏହି ସମ୍ବୋଧନ କରିଥିବାରୁ ମୁଁ ଗଭୀର ଭାବେ ସମ୍ମାନିତ ଅନୁଭବ କରୁଛି । ମୁଁ ପୂର୍ବରୁ ଅନ୍ୟ ସଂସଦଗୁଡ଼ିକରେ ସମାନ ସୁଯୋଗ ପାଇଛି । ତେବେ, ଏହା ସ୍ୱତନ୍ତ୍ର । ଏହି ସମ୍ମାନ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି । ଏହା 125 କୋଟି ଭାରତବାସୀଙ୍କ ପାଇଁ ବଡ଼ ସମ୍ମାନ । ମୁଁ ସେମାନଙ୍କ ଶୁଭକାମନା ଏବଂ ବନ୍ଧୁତ୍ୱର ସୌହାର୍ଦ୍ଦ୍ୟ ଭାବନା ନେଇ ମୋ ସହିତ ଆସିଛି । ତାହା ମୁଁ ଏହି ସଂସଦ ଏବଂ ଉଗାଣ୍ଡାର ସବୁ ଲୋକମାନଙ୍କୁ ଜଣାଉଛି । ଆପଣମାନଙ୍କ ଉପସ୍ଥିତି, ବାଚସ୍ପତି ମହୋଦୟା, ମୋର ଲୋକସଭାର କଥା ମନେ ପକାଇ ଦେଉଛି, ସେଠାରେ ମଧ୍ୟ ଜଣେ ମହିଳା ବାଚସ୍ପତି ଅଛନ୍ତି । ମୁଁ ମଧ୍ୟ ଏଠାରେ ବହୁ ଯୁବ ସାଂସଦମାନଙ୍କୁ ଦେଖିପାରୁଛି । ଏହା ଗଣତନ୍ତ୍ର ପାଇଁ ଶୁଭ ଖବର । ଯେତେଥର ମୁଁ ଉଗାଣ୍ଡା ଆସିଛି, ମୁଁ ଆଫ୍ରିକାର ଏକ ରତ୍ନକୁ ଅନୁଭବ କରିବାର ସୁଯୋଗ ପାଇଛି । ଏହା ଅପରୂପ ସୌନ୍ଦର୍ଯ୍ୟ, ବିପୁଳ ସମ୍ପଦର ଭଣ୍ଡାର ଏବଂ ଧନୀ ଐତିହ୍ୟର ଭୂମି । ଏହାର ନଦୀ ଏବଂ ହ୍ରଦ ଏହି ବିସ୍ତୃତ ଅଂଚଳରେ ବହୁ ସଭ୍ୟତାକୁ ବିକଶିତ କରିଛି । ମୁଁ ଇତିହାସ ବିଷୟରେ ସଚେତନ ଅଛି ଯାହା ଆମକୁ ଆଜି ଏହି ବିନ୍ଦୁରେ ଆଣି ଛିଡ଼ା କରିଛି, ଯେତେବେଳେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଅନ୍ୟ ଏକ ସାର୍ବଭୌମ ରାଷ୍ଟ୍ରର ସଂସଦର ସଦସ୍ୟମାନଙ୍କୁ ଉଦବୋଧନ ଦେଉଛନ୍ତି । ଆମର ପ୍ରାଚୀନ ସାମୁଦ୍ରିକ ସମ୍ପର୍କ, ସାମ୍ରାଜ୍ୟବାଦର କଳା ସମୟ, ସ୍ୱାଧୀନତା ପାଇଁ ସଂଘର୍ଷରେ ସହଭାଗୀତା, ବିଭାଜିତ ବିଶ୍ୱରେ ସ୍ୱାଧୀନ ରାଷ୍ଟ୍ରଗୁଡ଼ିକର ଅନିଶ୍ଚିତ ମାର୍ଗ, ନୂତନ ସମ୍ଭାବନାର ସକାଳ ଏବଂ ଆମ ଯୁବ ଜନସଂଖ୍ୟା ଭିତରେ ପାରସ୍ପରିକ ଆକାଂକ୍ଷାର ମେଳକ(ସାମଞ୍ଜସ୍ୟ) । ଏ ସମସ୍ତ ଆମକୁ ଯୋଡ଼ିଛି ।ଭାରତ-ଆଫ୍ରିକା ଫୋରମ ସମ୍ମିଳନୀ (ଆଇଏଏଫଏସ-3)କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଫ୍ରିକାରେ ମିଶନ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ
March 21st, 09:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ 2018-2021ର ଚାରି ବର୍ଷୀୟ ଅବଧି କାଳରେ ଆଫ୍ରିକାରେ 18ଟି ନୂଆ ଭାରତୀୟ ମିଶନ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।