India is focussing on inclusive growth along with higher agriculture growth: PM Modi
February 05th, 02:18 pm
Prime Minister Narendra Modi inaugurated the Golden Jubilee celebrations of ICRISAT in Hyderabad. He lauded ICRISAT for their contribution in helping agriculture in large part of the world including India. He appreciated their contribution in water and soil management, improvement in crop variety, on-farm persity and livestock integration.PM kickstarts 50th Anniversary Celebrations of ICRISAT and inaugurates two research facilities
February 05th, 02:17 pm
Prime Minister Narendra Modi inaugurated the Golden Jubilee celebrations of ICRISAT in Hyderabad. He lauded ICRISAT for their contribution in helping agriculture in large part of the world including India. He appreciated their contribution in water and soil management, improvement in crop variety, on-farm persity and livestock integration.ପ୍ରଧାନମନ୍ତ୍ରୀ ଫେବୃଆରୀ ୫ ତାରିଖରେ ହାଇଦ୍ରାବାଦ ଗସ୍ତରେ ଯିବେ
February 03rd, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ଜାନୁୟାରୀ ୨୦୨୨ ରେ ହାଇଦ୍ରାବାଦ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୨.୪୫ ସମୟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ପାଟାନଚେରୁ ସ୍ଥିତ ଇଣ୍ଟରନେସନାଲ କ୍ରପସ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ ଫର ଦି ସେମି-ଆରିଡ ଟ୍ରୋପିକ୍ସ (ଆଇସିଆରଆଇଏସ୍ଏଟି) ପରିସର ପରିଦର୍ଶନ କରିବେ ଏବଂ ଆଇସିଆରଆଇଏସ୍ଏଟିର ୫୦ତମ ବାର୍ଷିକ ଉତ୍ସବକୁ ଶୁଭାରମ୍ଭ କରିବେ । ଅପରାହ୍ନ ପ୍ରାୟ ୫ଟା ସମୟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି “ ଦେଶକୁ ଉତ୍ସର୍ଗ କରିବେ ।