‘ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଅନୁସନ୍ଧାନ’ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

March 06th, 10:30 am

କୋଭିଡ ପୂର୍ବର ସମୟ ଏବଂ ମହାମାରୀ ପରବର୍ତ୍ତୀ ସମୟ, ଉଭୟ ବିଷୟରେ ସ୍ୱାସ୍ଥ୍ୟ ସେବା ଦେଖାଯିବା ଉଚିତ । କରୋନା ବିଶ୍ୱକୁ ଦେଖାଇଛି ଏବଂ ଶିକ୍ଷା ଦେଇଛି ଯେ ସମୃଦ୍ଧ ଦେଶର ବିକଶିତ ପ୍ରଣାଳୀ ମଧ୍ୟ ଏହିପରି ବିପର୍ଯ୍ୟୟ ପରେ ନଷ୍ଟ ହୋଇ ଯାଇଥାଏ । ବିଶ୍ୱର ଧ୍ୟାନ ବର୍ତ୍ତମାନ ପୂର୍ବାପେକ୍ଷା ବହୁ ଅଧିକ ମାତ୍ରାରେ ସ୍ୱାସ୍ଥ୍ୟସେବା ଉପରେ ରହିଛି। କିନ୍ତୁ ଭାରତର ଆଭିମୁଖ୍ୟ କେବଳ ସ୍ୱାସ୍ଥ୍ୟ ସେବାରେ ସୀମିତ ନୁହେଁ । ଏହା ପରିବର୍ତ୍ତେ, ଆମେ ଗୋଟି, ପାଦ ଆଗକୁ ଯାଉଛୁ ଏବଂ ସାମଗ୍ରିକ ସୁସ୍ଥତା ପାଇଁ କାର୍ଯ୍ୟ କରୁଛୁ । ଏଥିପାଇଁ, ଆମେ ବିଶ୍ୱ ସମ୍ମୁଖରେ ଗୋଟିଏ ଲକ୍ଷ୍ୟ ରଖିଛୁ ଏବଂ ତାହା ହେଉଛି - ‘ଗୋଟିଏ ପୃଥିବୀ-ଗୋଟିଏ ସ୍ୱାସ୍ଥ୍ୟ’ । ଏହାର ଅର୍ଥ ହେଉଛି ଯେ ଆମେ ଜୀବିତ ପ୍ରାଣୀମାନଙ୍କ ପାଇଁ ସମଗ୍ର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛୁ, ସେ ମଣିଷ ହୁଅନ୍ତୁ, ପଶୁ ହୁଅନ୍ତୁ କିମ୍ବା ଉଦ୍ଭିଦ । କରୋନ ବୈଶ୍ୱିକ ମହାମାରୀ ମଧ୍ୟ ଯୋଗାଣ ଶୃଙ୍ଖଳାର ଗୁରୁତ୍ୱକୁ ସୂଚିତ କରିଛି । ଯେତେବେଳେ କରୋନା ମହାମାରୀ ଶିଖରରେ ଥିଲା, ସେତେବେଳେ ଔଷଧ, ଟିକା ଏବଂ ଚିକିତ୍ସା ଉପକରଣ ଭଳି ଜୀବନ ରକ୍ଷାକାରୀ ଜିନିଷ ଦୁର୍ଭାଗ୍ୟବଶତଃ କିଛି ଦେଶ ପାଇଁ ଅସ୍ତ୍ର ହୋଇ ଯାଇଥିଲା । ଭାରତ ଗତ କିଛି ବର୍ଷର ବଜେଟରେ ଏହି ସମସ୍ତ ପ୍ରସଙ୍ଗ ପ୍ରତି ବହୁତ ଧ୍ୟାନ ଦେଇଛି । ବିଦେଶୀ ଦେଶ ଉପରେ ଭାରତର ନିର୍ଭରଶୀଳତାକୁ କମ କରିବାକୁ ଆମେ ନିରନ୍ତର ଚେଷ୍ଟା କରୁଛୁ । ତେଣୁ, ଏହି ପ୍ରସଙ୍ଗରେ ସମସ୍ତ ହିତାଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 06th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା’ ବିଷୟବସ୍ତୁ ଉପରେ ଆଧାରିତ ଏକ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଆୟୋଜିତ ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ନବମ ।

ଉତରପ୍ରଦେଶର ଗୋରଖପୁରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

December 07th, 01:10 pm

ଭାରତ ମାତା କି ଜୟ - ଭାରତ ମାତା କି ଜୟ - ଧର୍ମ, ଆଧ୍ୟାତ୍ମ ଏବଂ ବିପ୍ଳବର ଏହି ନଗରୀ ଗୋରଖପୁରର ଦେବତୁଲ୍ୟ ଲୋକମାନଙ୍କୁ ମୁଁ ପ୍ରଣାମ କରୁଛି । ପରମହଂସ ଯୋଗାନନ୍ଦ, ମହଯୋଗୀ ଗୋରଖନାଥ ଜୀ, ବନ୍ଦନୀୟ ହନୁମାନ ପ୍ରସାଦ ପୋଦାର ଜୀ, ଏବଂ ମହା ବଳିଦାନୀ ପଣ୍ଡିତ ରାମ ପ୍ରସାଦ ବିସମିଲଙ୍କ ଏହି ପୁଣ୍ୟ ଭୂମିକୁ ମୋର କୋଟି କୋଟି ପ୍ରଣାମ । ଆପଣମାନେ ସମସ୍ତେ ଯେଉଁ ସାର କାରଖାନା ଏବଂ ଏମ୍ସକୁ ଦୀର୍ଘ ଦିନ ଧରି ପ୍ରତୀକ୍ଷା କରି ରହିଥିଲେ, ଆଜି ସେହି ସମୟ ଉପନୀତ ହୋଇଯାଇଛି । ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।

ଉତ୍ତରପ୍ରଦେଶ, ଗୋରଖପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେତେକ ବିକାଶମୂଳକ ପ୍ରକଳ୍ପ ଲୋକାର୍ପିତ

December 07th, 01:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୭.୧୨.୨୦୨୧) ଉତ୍ତରପ୍ରଦେଶର ଗୋରଖପୁରଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଦେଶରେ କୋଭିଡ-19 ସଂକ୍ରାନ୍ତ ସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠ

April 27th, 08:25 pm

ଦେଶରେ କୋଭିଡ-19 ସଂକ୍ରାନ୍ତ ସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅକ୍ସିଜେନ, ଔଷଧ, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉପଲବ୍ଧତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ସୂଚନା ଦିଆଯାଇଥିଲା।

ଔଷଧ ଉଦ୍ୟୋଗ ନେତୃବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

April 19th, 08:12 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଔଷଧ ଉଦ୍ୟୋଗର ନେତୃବର୍ଗଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ମହାମାରୀ ବିରୋଧରେ ଲଢ଼େଇରେ ଔଷଧ ଉଦ୍ୟୋଗ ଜଗତର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ଦେଶର ଅଗ୍ରଣୀ ଡାକ୍ତରମାନଙ୍କ ସହିତ କୋଭିଡ-19ର ଜନସ୍ବାସ୍ଥ୍ୟ ମୁକାବିଲା ସମୀକ୍ଷା କଲେ ପ୍ରଧାନମନ୍ତ୍ର

April 19th, 06:45 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-19 ପ୍ରସଙ୍ଗ ଏବଂ ଟିକାକରଣ ଅଗ୍ରଗତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ସାରା ଦେଶର ଡାକ୍ତରମାନଙ୍କ ସହିତ ଆଲୋଚନା କରିଛନ୍ତି। କରୋନା ଭୂତାଣୁ ମହାମାରୀ ସମୟରେ ଦେଶ ପ୍ରତି ଅମୂଲ୍ୟ ସେବା ଯୋଗାଇ ଦେଇଥିବାରୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ହାଇଦ୍ରାବାଦର ଭାରତ ବାୟୋଟେକ ସୁବିଧାସ୍ଥଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

November 28th, 03:20 pm

କୋଭିଡ ପାଇଁ ଟୀକା ବିକାଶ ଓ ଉତ୍ପାଦନ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବା ଲାଗି ତିନୋଟି ସହର ଗସ୍ତ କରିବାର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ସୁବିଧାସ୍ଥଳ ପରିଦର୍ଶନ କରିଛନ୍ତି ।

କୋଭିଡ-19 ଟିକାର ଯୋଗାଣ, ବିତରଣ ଓ ପରିଚାଳନା ସଂକ୍ରାନ୍ତ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 20th, 10:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-19 ଟିକା ଯୋଗାଣ, ବିତରଣ ଏବଂ ପରିଚାଳନା ବାବଦ ପ୍ରସ୍ତୁତିକାର୍ଯ୍ୟର ସମୀକ୍ଷା କରିଛନ୍ତି । ଟିକା ବିକାଶ କାର୍ଯ୍ୟରେ ଯଥାସାଧ୍ୟ ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ଉଦ୍ଭାବକ, ବୈଜ୍ଞାନିକ, ଶିକ୍ଷାବିତ ଏବଂ ଫାର୍ମା କମ୍ପାନିଗୁଡ଼ିକର ପ୍ରଶଂସା କରିବା ସହ ଟିକା ସଂକ୍ରାନ୍ତ ଗବେଷଣା, ବିକାଶ ଏବଂ ଉତ୍ପାଦନକୁ ସଫଳତା ପୂର୍ବକ ଆଗେଇ ନେବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ୟୁଏସ୍-ଆଇଏସପିଏଫ୍ ୟୁଏସ୍-ଇଣ୍ଡିଆ ସମିଟ୍ 2020ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୀକ୍ଷାନ୍ତ ଅଭିଭାଷଣ

September 03rd, 09:01 pm

ୟୁଏସ୍ ଇଣ୍ଡିଆ ସମିଟ୍ 2020 ପାଇଁ ୟୁଏସ୍-ଆଇଏସପିଏଫ୍ ବିଭିନ୍ନ ରେଞ୍ଜର ଲୋକଙ୍କୁ ଏକତ୍ରିତ କରିଥିବାରୁ ମୁଁ ଆନନ୍ଦିତ । ଭାରତ ଓ ୟୁଏସ୍ଏକୁ ନିକଟତର କରାଇବା ନେଇ ୟୁଏସ୍-ଆଇଏସପିଏଫର କାର୍ଯ୍ୟ ପ୍ରଶଂସନୀୟ ।

ୟୁଏସ-ଆଇଏସପିଏଫର ଆମେରିକା-ଭାରତ 2020 ଶିଖର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୀକ୍ଷାନ୍ତ ଅଭିଭାଷଣ

September 03rd, 09:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆମେରିକା – ଭାରତ 2020 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

74ତମ ସ୍ୱାଧୀନତା ଦିବସ ସମାରୋହ-ଅଗଷ୍ଟ 15, 2020 ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 15th, 02:49 pm

ଆଜି ଆମେ ସ୍ୱାଧୀନ ଭାରତରେ ଶାନ୍ତିରେ ନିଶ୍ୱାସ ନେଉଛୁ, ଏହା ପଛରେ ମା’ ଭାରତୀଙ୍କ ଲକ୍ଷ ଲକ୍ଷ ସନ୍ତାନଙ୍କ ତ୍ୟାଗ, ବଳିଦାନ ଓ ଦେଶକୁ ସ୍ୱାଧୀନ କରିବା ଲାଗି ସମର୍ପଣ ରହିଛି । ଆଜି ସେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଶହୀଦମାନଙ୍କୁ ପ୍ରଣାମ କରିବାର ପର୍ବ ।

74ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

August 15th, 02:38 pm

ମୋର ପ୍ରିୟ ଦେଶବାସୀ, ଆଜିର ଏହି ଶୁଭ ଅବସରରେ ଆପଣମାନଙ୍କୁ ମୁଁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ।

India celebrates 74th Independence Day

August 15th, 07:11 am

Prime Minister Narendra Modi addressed the nation on the occasion of 74th Independence Day. PM Modi said that 130 crore countrymen should pledge to become self-reliant. He said that it is not just a word but a mantra for 130 crore Indians. “Like every young adult in an Indian family is asked to be self-dependent, India as nation has embarked on the journey to be Aatmanirbhar”, said the PM.

PM to launch High Throughput COVID-19 testing facilities on 27 July

July 26th, 02:51 pm

Prime Minister Shri Narendra Modi will launch high throughput COVID-19 testing facilities on 27th July via video conferencing. These facilities will ramp up testing capacity in the country and help in strengthening early detection and treatment, thus assisting in controlling the spread of the pandemic.