ଲକ୍ଷ୍ୟଦ୍ୱୀପ ଅଗତୀ ବିମାନବନ୍ଦରର ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 02nd, 04:45 pm
ଲକ୍ଷ୍ୟଦ୍ୱୀପ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ । କିନ୍ତୁ ସ୍ୱାଧୀନତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲକ୍ଷ୍ୟଦ୍ୱୀପର ଭିତିଭୂମି ଉପରେ ସେତେଟା ଧ୍ୟାନ ଦିଆଗଲା ନାହିଁ । ଯଦିଓ ନୌପରିବହନ ଏଠାକାର ଜୀବନରେଖା ହୋଇ ରହିଆସିଛି । ଏହାସତ୍ୱେ ଏଠି ବନ୍ଦର ଭିତିଭୂମି ମଧ୍ୟ ଦୁର୍ବଳ ରହିଥିଲା । ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, ଏପରିକି ପେଟ୍ରୋଲ ଓ ଡିଜେଲ୍ ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହିସବୁ ଆହ୍ୱାନ ଗୁଡିକର ବର୍ତମାନ ଆମ ସରାକର ସମାଧାନ କରୁଛନ୍ତି । ଲକ୍ଷ୍ୟଦ୍ୱୀପର ପ୍ରଥମ ପିଓଏଲ୍, ବୃହତ ଭଣ୍ଡାରଣ କେନ୍ଦ୍ର, କବରତୀ ଏବଂ ମିନିକାଁୟ ଦ୍ୱୀପରେ ନିର୍ମାଣ କରାଯାଇଛି । ବର୍ତମାନ ଏଠାରେ ଅନେକ କ୍ଷେତ୍ରରେ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେଉଛି ।ଲାକ୍ଷାଦ୍ୱୀପର ଅଗାତି ବିମାନବନ୍ଦରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
January 02nd, 04:30 pm
ଲାକ୍ଷାଦ୍ୱୀପର ଅଗାତି ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହା ସହିତ ଲାକ୍ଷାଦ୍ୱୀପରେ ରହିବ ପ୍ରଧାନମନ୍ତ୍ରୀଙ୍କ ରାତ୍ରି ଭୋଜନ ବ୍ୟବସ୍ଥା ରହିଛି ।