୭୭ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ପାଇଁ ବିଶ୍ୱ ନେତାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
August 15th, 04:21 pm
ଭାରତର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଥିବା ବିଶ୍ୱ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି ।ଭାରତର ୭୪ତମ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଥିବା ବିଶ୍ୱ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ
January 26th, 09:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିବା ବିଶ୍ୱ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।Lifestyle of the planet, for the planet and by the planet: PM Modi at launch of Mission LiFE
October 20th, 11:01 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.PM launches Mission LiFE at Statue of Unity in Ekta Nagar, Kevadia, Gujarat
October 20th, 11:00 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜ୍ଞାପନ ନିମନ୍ତେ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
August 15th, 10:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଶ୍ୱ ନେତାମାନଙ୍କୁ ସେମାନଙ୍କ ଅଭିନନ୍ଦନ ଓ ଶୁଭେଚ୍ଛା ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି ।ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ- ମାଳଦ୍ୱୀପ ମଧ୍ୟରେ ଜାରି ମିଳିତ ବିବୃତି
August 02nd, 10:18 pm
ମାଳଦ୍ୱୀପ ପ୍ରଜାତନ୍ତ୍ରର ରାଷ୍ଟ୍ରମତି ମହାମହିମ ଶ୍ରୀ ଇବ୍ରାହିମ୍ ମହମ୍ମଦ ସୋଲିହ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ ।ମାଳଦୀପ ରାଷ୍ଟ୍ରପତିଙ୍କ ଭାରତକୁ ସରକାରୀ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବାର୍ତ୍ତା
August 02nd, 12:30 pm
ପ୍ରଥମେ ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ସୋଲିହ ଓ ତାଙ୍କ ପ୍ରତିନିଧି ମାନଙ୍କୁ ଭାରତକୁ ସ୍ୱାଗତ ଜଣାଉଛି । ଗତ କିଛିବର୍ଷ ମଧ୍ୟରେ ଭାରତ ମାଳଦୀପ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଛି । ବୈଶ୍ୱିକ ମହାମାରୀ ସତ୍ତ୍ୱେ ଆମର ସହଯୋଗ ଏକ ବିସ୍ତୃତ ଭାଗିଦାରିତାର ସୁଯୋଗ ଦୁଇଦେଶକୁ ଦେଇଛି ।ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ସଫଳ ଅସ୍ତ୍ରୋପଚାର ପାଇଁ ଶୁଭେଚ୍ଛା ଜଣାଇଛନ୍ତି
February 25th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ସଫଳ ଅସ୍ତ୍ରୋପଚାର ଏବଂ ଶୀଘ୍ର ଆରୋଗ୍ୟ ଲାଭ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମାଳଦ୍ୱୀପ ସାଧାରଣତନ୍ତ୍ର ରାଷ୍ଟ୍ରପତି ମହାମାନ୍ୟ ଇବ୍ରାହିମ ମହମ୍ମଦ ସୋଲିଙ୍କ ମଧ୍ୟରେ ଟେଲିଫୋନ ଆଲୋଚନା
July 14th, 02:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପ ସାଧାରଣତନ୍ତ୍ର ରାଷ୍ଟ୍ରପତି ମହାମାନ୍ୟ ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି ।Telephone Conversation between PM and President of the Maldives
April 20th, 01:30 pm
Prime Minister Shri Narendra Modi had a telephone conversation today with H.E. Mr. Ibrahim Mohamed Solih, President of the Malpes.PM Modi's bilateral meetings on the sidelines of UNGA
September 24th, 02:47 am
On the sidelines of the UNGA, PM Modi held bookstall meetings with several world leaders in New York.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାଳଦ୍ୱୀପ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା/ ବୁଝାମଣା ପତ୍ରର ସୂଚୀ
June 08th, 07:38 pm
ମାଳଦ୍ୱୀପ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବାର୍ତ୍ତା
June 08th, 07:11 pm
ମୁଁ ଆନନ୍ଦିତ ଯେ ମୋର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବିଦେଶ ଗସ୍ତରେ ଆପଣଙ୍କ ସୁନ୍ଦର ଦେଶ ମାଳଦ୍ୱୀପକୁ ଆସିବା ଲାଗି ମୋତେ ସୌଭାଗ୍ୟ ପ୍ରାପ୍ତ ହେଲା ।ମାଳଦ୍ୱୀପ ଓ ଶ୍ରୀଲଙ୍କା ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିବା ବିବୃତ୍ତି
June 07th, 04:20 pm
ମାଳଦ୍ୱୀପ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ଏବଂ ଶ୍ରୀଲଙ୍କା ଗଣତାନ୍ତ୍ରିକ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଶ୍ରୀ ମୈତ୍ରୀପାଳ ଶିରିସେନାଙ୍କ ଆମନ୍ତ୍ରଣ କ୍ରମେ ସେ ଏହି ଦୁଇ ଗସ୍ତରେ ଯାତ୍ରା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଦ୍ୱିତୀୟ ବାର ନିର୍ବାଚିତ ହୋଇ ସରକାର ଗଢ଼ିବା ପରେ ଏହା ତାଙ୍କର ପ୍ରଥମ ଦରିଆପାରି ବିଦେଶ ଗସ୍ତ ବୋଲି ସେ ସୂଚୀତ କରିଛନ୍ତି ।ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତ (17 ଡିସେମ୍ବର, 2018) ଅବସରରେ ମିଳିତ ବିବୃତି
December 17th, 04:32 pm
ମାଳଦ୍ୱୀପ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଇବ୍ରାହିମ ମହମ୍ମଦ ସୋଲି ଭାରତୀୟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ 16-18 ଡିସେମ୍ବର, 2018ରେ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି ।ମାଳଦ୍ଵୀପ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ସ୍ଵାକ୍ଷରିତ ଦସ୍ତାବିଜର ତାଲିକା
December 17th, 04:21 pm
ମାଳଦ୍ଵୀପ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ସ୍ଵାକ୍ଷରିତ ଦସ୍ତାବିଜର ତାଲିକାମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
December 17th, 12:42 pm
ଇତିହାସ, ସଂସ୍କୃତି, ବ୍ୟବସାୟ ଏବଂ ସାମାଜିକ ସମ୍ପର୍କ ସବୁବେଳେ ଆମକୁ ଆହୁରି ନିକଟତର କରିଛି । ଦୁଇ ଦେଶର ଲୋକ ଆଜି ଗଣତନ୍ତ୍ରରେ ନିଜର ଆସ୍ଥା ଏବଂ ବିଶ୍ୱାସର ଆକାଂକ୍ଷା ଦ୍ୱାରା ପରସ୍ପର ସହ ଯୋଡ଼ି ହୋଇଛନ୍ତି । ଆପଣଙ୍କ ଏହି ଯାତ୍ରା ଉଭୟ ଦେଶ ମଧ୍ୟରେ ଏହି ସମ୍ପର୍କର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ମଧ୍ୟରେ ଆଲୋଚନା ପରେ ମିଳିତ ପ୍ରେସ ବିବୃତି
November 17th, 07:50 pm
ରାଷ୍ଟ୍ରପତିଙ୍କ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବା ଲାଗି ମାଳଦ୍ୱୀପ ଗସ୍ତ କରିଥିବାରୁ ଭାରତର ପ୍ରଧାନମନ୍ତ୍ରୀ ମହାମହିମ ନରେନ୍ଦ୍ର ମୋଦୀଙ୍କୁ ମାଳଦ୍ୱୀପ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଇବ୍ରାହିମ ମହମ୍ମଦ ସୋଲି ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ମାଳଦ୍ଵୀପ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 17th, 07:46 am
“ଆମର ନିବିଡ଼ ଏବଂ ପଡ଼ୋଶୀ ବନ୍ଧୁ ରାଷ୍ଟ୍ର ମାଳଦ୍ୱୀପ ସାଧାରଣତନ୍ତ୍ରର ରାଜଧାନୀ ମାଲେ ଗସ୍ତ କରି ମୁଁ ଆନନ୍ଦିତ । ସେଠାରେ ନବ ନିର୍ବାଚିତ ରାଷ୍ଟ୍ରପତି ମହାମହିମ ଇବ୍ରାହିମ ମହମ୍ମଦ ସୋଲିଙ୍କ ଐତିହାସିକ ଶପଥଗ୍ରହଣ ସମାରୋହରେ ମୁଁ ଯୋଗଦେବି ।ଇବ୍ରାହିମ ମହମ୍ମଦ ସୋଲିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ; ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ନେଇ ଜଣାଇଲେ ଅଭିନନ୍ଦନ
September 24th, 10:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇବ୍ରାହିମ ମହମ୍ମଦ ସୋଲିଙ୍କୁ ଟେଲିଫୋନ କରି ଗତକାଲି ମାଳଦ୍ୱୀପରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।