ସହକାରୀ ସଚିବ ଭାବେ ଅବସ୍ଥାପିତ ୨୦୨୨ ବ୍ୟାଚର ଆଇଏଏସ୍ ଶିକ୍ଷାନବୀସଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
July 11th, 07:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନ ଠାରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ସହକାରୀ ସଚିବ ଭାବେ ନିୟୋଜିତ ୨୦୨୨ ବ୍ୟାଚର ୧୮୧ ଜଣ ଶିକ୍ଷାନବୀସ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।ପ୍ରଧାନମନ୍ତ୍ରୀ ସହକାରୀ ସଚିବ କାର୍ଯ୍ୟକ୍ରମ, ୨୦୨୨ର ସମାପନ ଅଧିବେଶନରେ ୨୦୨୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ମାନଙ୍କୁ ସମ୍ବୋଧିତ କରିଛନ୍ତି
October 06th, 06:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ସୁଷମା ସ୍ୱରାଜ ଭବନରେ ସହକାରୀ ସଚିବ କାର୍ଯ୍ୟକ୍ରମ, ୨୦୨୨ର ସମାପନ ଅଧିବେଶନରେ ୨୦୨୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଧିକାରୀ ମାନଙ୍କୁ ଅମୃତ କାଳ ସମୟରେ ଦେଶର ସେବା କରିବା ନିମନ୍ତେ ଏବଂ ପଂଚ ପ୍ରାଣକୁ ସାକାର କରିବା ପାଇଁ ସହାୟତା କରିବା ପାଇଁ ସୁଯୋଗ ମିଳିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଅମୃତ କାଳରେ ବିକଶିତ ଭାରତର ଲକ୍ଷ୍ୟ ପ୍ରାପ୍ତିକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଅଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସେ ସୀମିତ ଚିନ୍ତାଧାରାରୁ ବାହାରି ଯାଇ ଏବଂ ନିଜର ପ୍ରୟାସ ମାଧ୍ୟମରେ ସାମଗ୍ରିକ ଦୃଷ୍ଟିକୋଣକୁ ଗ୍ରହଣ କରିବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହି ଭଳି ସାମଗ୍ରିକ ଦୃଷ୍ଟିକୋଣର ମହତ୍ୱକୁ ପ୍ରଦର୍ଶିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର ପ୍ଲାନ୍ର ଉଦାହରଣ ମଧ୍ୟ ଦେଇଥିଲେ ।India ended three decades of political instability with the press of a button: PM Modi in Berlin
May 02nd, 11:51 pm
PM Narendra Modi addressed and interacted with the Indian community in Germany. PM Modi said that the young and aspirational India understood the need for political stability to achieve faster development and had ended three decades of instability at the touch of a button.ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
May 02nd, 11:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଲିନର ଥିଏଟର ଏମ୍ ପୋଟସଡାମର୍ ପ୍ଲାଟଜରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ ସହ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୬୦୦ରୁ ଅଧିକ ଜର୍ମାନୀରେ ଥିବା ଭାରତୀୟ ଛାତ୍ର, ଗବେଷକ ଏବଂ ବୃତ୍ତିଧାନରୀମାନେ ଅଂଶଗ୍ରହଣ କରିଥିଲେ । ଜର୍ମାନୀର ଅର୍ଥନୀତି ଏବଂ ସମାଜରେ ସେମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ବିଶ୍ୱ ସ୍ତରରେ ଭାରତୀୟ ଉତ୍ପାଦକୁ ପ୍ରୋତ୍ସାହିତ କରି ଭାରତର “ଭୋକାଲ୍ ଫର୍ ଲୋକାଲ୍” ପଦକ୍ଷେପରେ ଯୋଗଦାନ ଲାଗି ସେମାନଙ୍କୁ ଉତ୍ସାହିତ କରିଛନ୍ତି ।ଏଲବିଏସଏନଏଏଠାରେ ୯୬ତମ କମନ ଫାଉଣ୍ଡେସନ ପାଠ୍ୟକ୍ରମର ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 17th, 12:07 pm
ଫାଉଣ୍ଡେସନ୍ ପାଠ୍ୟକ୍ରମ ଶେଷ ହୋଇଥିବାରୁ ଆପଣ ସମସ୍ତ ଯୁବା ବନ୍ଧୁମାନଙ୍କୁ ଅନେକ ଅନେକ ଅଭିନନ୍ଦନ! ଆଜି ହେଉଛି ହୋଲିର ପର୍ବ । ମୁଁ ସମସ୍ତ ଦେଶବାସୀଙ୍କୁ, ଆପଣମାନଙ୍କୁ, ଏକାଡେମୀର ଲୋକମାନଙ୍କୁ ଏବଂ ଆପଣମାନଙ୍କ ପରିବାରକୁ ହୋଲିର ଅନେକ ଅନେକ ଶୁଭକାମନା ଜଣାଉଛି । ମୁଁ ଖୁସି ଯେ ଆଜି ଆପଣମାନଙ୍କ ଏକାଡେମୀ ଦ୍ୱାରା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମହୋଦୟ, ଲାଲ ବାହାଦୁର ଶାସ୍ତ୍ରୀ ମହୋଦୟଙ୍କୁ ଉତ୍ସର୍ଗୀକୃତ ଡାକ ପ୍ରମାଣପତ୍ର ମଧ୍ୟ ଜାରି କରାଯାଇଛି । ଆଜି ନୂତନ ସ୍ପୋର୍ଟସ କମ୍ପେ୍ଲକ୍ସର ଉଦଘାଟନ ଏବଂ ହାପି ଭ୍ୟାଲି କମ୍ପେ୍ଲକ୍ସର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ସୁବିଧାଗୁଡିକ ଦଳଗତ ମନୋଭାବକୁ, ସ୍ୱାସ୍ଥ୍ୟ ଓ ସୁସ୍ଥତାର ଭାବନାକୁ ସଶକ୍ତ କରିବ, ନାଗରିକ ସେବାକୁ ଆହୁରି ସ୍ମାର୍ଟ ଏବଂ ଦକ୍ଷ କରିବାରେ ସାହାଯ୍ୟ ହେବ ।ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ (ଏଲ୍ବିଏସ୍ଏନ୍ଏଏ)ର ୯୬ତମ ସାଧାରଣ ମୌଳିକ ପାଠ୍ୟକ୍ରମ(କମନ୍ ଫାଉଣ୍ଡେସନ କୋର୍ସ)ର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
March 17th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ (ଏଲ୍ବିଏସ୍ଏନ୍ଏଏ)ର ୯୬ତମ ସାଧାରଣ ଭିତ୍ତି ପାଠ୍ୟକ୍ରମ (କମନ ଫାଉଣ୍ଡେସନ କୋର୍ସ)ର ସମାପନ ସମାରୋହରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଏକ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବା ସହ ପୁନଃନିର୍ମିତ ହାଫି ଭ୍ୟାଲି କମ୍ପେ୍ଲକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।ମାର୍ଚ୍ଚ ୧୭ ତାରିଖରେ ଏଲ୍ବିଏସ୍ଏନଏଏ ରେ ୯୬ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ସମାବର୍ତ୍ତମନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
March 16th, 09:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୭ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ (ଏଲ୍ଏସ୍ଏନ୍ଏଏ) ରେ ୯୬ ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନୂତନ କ୍ରୀଡା ସୌଧର ଉଦଘାଟନ କରିବେ ଏବଂ ନବୀକରଣ ହୋଇଥିବା ହାପି ଭ୍ୟାଲି କମ୍ପେ୍ଲକ୍ସକୁ ଦେଶକୁ ଉତ୍ସର୍ଗ କରିବେ ।ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀ ଓ ସ୍ବସ୍ଥ୍ୟସେବା କର୍ମଚାରୀଙ୍କ ସହ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 18th, 10:31 am
ଗୋଆର ଉର୍ଜାବାନ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ, ଗୋଆର ସୁପୁତ୍ର ଶ୍ରୀପଦ ନାୟକ ମହାଶୟ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପରିଷଦରେ ମୋର ସହକର୍ମୀ ଡକ୍ଟର ଭାରତୀ ପାୱାର ମହାଶୟା, ଗୋଆର ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକ, ଅନ୍ୟ ଜନ ପ୍ରତିନିଧି, ସମସ୍ତ କରୋନା ଯୋଦ୍ଧା, ଭାଇ ଓ ଭଉଣୀମାନେ !ପ୍ରଧାନମନ୍ତ୍ରୀ ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ବାର୍ତ୍ତାଳାପ କଲେ
September 18th, 10:30 am
ଗୋଆରେ ସମସ୍ତ ପ୍ରାପ୍ତ ବୟସ୍କ ଲୋକଙ୍କର ୧୦୦% ଟିକାକରଣ ଶେଷ ହେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସ ଜରିଆରେ ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ପରେଡ଼ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 04th, 11:07 am
କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗ ଶ୍ରୀ ଅମିତ ଶାହ ଜୀ, ଡକ୍ଟର ଜୀତେନ୍ଦ୍ର ସିଂହ ଜୀ, ଜି କ୍ରିଷ୍ଣା ରେଡ୍ଡୀ ଜୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡ଼େମୀର ଅଧିକାରୀଗଣ ଯେଉଁମାନେ ଆଜି ଏହି ଦୀକ୍ଷାନ୍ତ ପରେଡ଼ରେ ଏଠାରେ ଉପସ୍ଥିତ ଅଛନ୍ତି ଏବଂ 71 ଆରଆରର ମୋର ଯୁବ ବନ୍ଧୁଗଣ ଯେଉଁମାନେ ଯୁବ ମାନସିକତା ନେଇ ଭାରତୀୟ ପୁଲିସ ସେବାର ନେତୃତ୍ୱ ନେବାକୁ ଯାଉଛନ୍ତି ।ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
September 04th, 11:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (04.09.2020) ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ପୁଲିସ ସେବା (ଆଇପିଏସ) ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମି (ଏସଭିପିଏନପିଏ)ଠାରେ ଅନୁଷ୍ଠିତ ଦୀକ୍ଷାନ୍ତ ପରେଡ ସମାରୋହରେ ସେ ଭାବବିନିମୟ କରିଛନ୍ତି ।ଆଇପିଏସ୍ ଶିକ୍ଷାନବୀଶଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
September 03rd, 05:04 pm
2020 ସେପ୍ଟେମ୍ବର 4 ତାରିଖ ପୂର୍ବାହ୍ନ 11ଟା ବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀ (ଏସଭିପି ଏନପିଏ)ର ଦିକ୍ଷାନ୍ତ ପ୍ୟାରେଡ୍ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଇପିଏସ୍ ଶିକ୍ଷାନବୀଶଙ୍କ ସହ ଆଲୋଚନା କରିବେ ।‘ହିନ୍ଦୁସ୍ତାନ ଟାଇମ୍ସ’ ଲିଡରସିପ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 06th, 10:14 am
ମୁଁ ତାଙ୍କୁ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଉଛି, ପ୍ରଣାମ କରୁଛି ଏବଂ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ବାବା ସାହେବ ଯେଉଁ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ, ତାକୁ ସାକାର କରିବାର ଶକ୍ତି ଦିଅନ୍ତୁ, ଆମକୁ ସମର୍ଥ କରାନ୍ତୁ ।ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 06th, 10:00 am
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେକୌଣସି ସମାଜ, ଦେଶର ବିକାଶ ଲାଗି ବାର୍ତ୍ତାଳାପ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ବାର୍ତ୍ତାଳାପ ଉନ୍ନତ ଭବିଷ୍ୟତର ମୂଳଦୁଆ ରଖିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ‘ସବକା ସାଥ ସବକା ବିକାଶ ସବକା ବିଶ୍ୱାସ’ ମନ୍ତ୍ରକୁ ନେଇ ବର୍ତ୍ତମାନର ଆହ୍ୱାନ ଓ ସମସ୍ୟାର ମୁକାବିଲା ଲାଗି କାର୍ଯ୍ୟ କରୁଛି ।କେୱଡିଆରେ ପ୍ରଶାସନିକ ସେବା ଶିକ୍ଷାନବୀସଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 31st, 04:51 pm
ବନ୍ଧୁଗଣ, କେୱଡିଆରେ ସର୍ଦ୍ଦାର ସରୋବର ନଦୀବନ୍ଧ ନିକଟସ୍ଥ ଷ୍ଟାଚ୍ୟୁ ଅଫ ୟୁନିଟି ଠାରେ ଆଜି ସନ୍ଧ୍ୟାର ଅନୁଭବ ଅଦ୍ଭୁତ, ଆଜୀବନ ସ୍ମରଣୀୟ। ଏବେ ଆମେ ସର୍ଦ୍ଦାର ସାହେବଙ୍କ ସ୍ୱର, ତାଙ୍କ ବାର୍ତ୍ତା ଯାହା ଶୁଣିଲୁ, ତାହା ସିଧା ଅନ୍ତର୍ମନକୁ ଛୁଇଁଗଲା ।‘ସେବା ପରମ ଧର୍ମ’ ପ୍ରଶାସନିକ ଅଧିକାରୀମାନଙ୍କ ମନ୍ତ୍ର ହେବା ଆବଶ୍ୟକ : ପ୍ରଧାନମନ୍ତ୍ରୀ
October 31st, 04:50 pm
ଆଜି ରାଷ୍ଟ୍ରୀୟ ଏକତା ଦିବନ ପାଳନ ଅବସରରେ ଗୁଜରାଟର କେୱଡିଆଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଚ୍ୟୁ ଅଫ ୟୁନିଟିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେବାକୁ ପରମ ଧର୍ମ ବୋଲି ଗ୍ରହଣ କରିବା ସକାଶେ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଭାବ ବିନିମୟ କାର୍ଯ୍ୟକ୍ରମରେ ପ୍ରାୟ 430 ଜଣ ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବୀଶ ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ ।ଅମଲାତନ୍ତ୍ରରେ କନିଷ୍ଠ-ବରିଷ୍ଠ ମାନସିକତା ଓ ପୃଥକ ଭାବନାରୁ ଊଦ୍ଧ୍ୱର୍କୁ ଯାଇ ମିଳିତ ଭାବେ କାମ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
October 31st, 03:53 pm
ଗୁଜରାଟର କେୱଡ଼ିଆଠାରେ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ, ମସୁରୀ ଓ କାର୍ମିକ ଓ ତାଲିମ ବିଭାଗ ଦ୍ୱାରା ମିଳିତ ଭାବେ ଆୟୋଜିତ 94ତମ ପ୍ରଶାସନିକ ସେବା ପ୍ରାରମ୍ଭିକ ପାଠ୍ୟକ୍ରମର 430 ଜଣ ଶିକ୍ଷାନବୀସଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତ ବିନିମୟ କରିଛନ୍ତି ।ସହାୟକ ସଚିବଙ୍କ ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
October 01st, 03:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ସହାୟକ ସଚିବ (2017 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା)ଙ୍କ ଉଦଯାପନୀ ଅଧିବେଶନରେ ଯୋଗଦେଇଛନ୍ତି ।ସହକାରୀ ସଚିବମାନଙ୍କ ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 02nd, 06:57 pm
ନିକଟରେ ଭାରତ ସରକାରଙ୍କ ଅଧୀନରେ ସହକାରୀ ସଚିବ ଭାବେ ଯୋଗ ଦେଇଥିବା ଭାରତୀୟ ପ୍ରଶାସନିକ ସେବା 2017 ବ୍ୟାଚର 160 ଜଣ ଯୁବ ଅଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତାଳାପ କରିଛନ୍ତି ।ସହାୟକ ସଚିବମାନଙ୍କ ଉଦଯାପନୀ ଅଧିବେଶନ: ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ 2016 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ଉପସ୍ଥାପନା
September 27th, 06:56 pm
ଭାରତୀୟ ପ୍ରଶାସନିକ ସେବା 2016 ବ୍ୟାଚର ଅଧିକାରୀମାନେ ସହାୟକ ସଚିବ ଭାବେ ସେମାନଙ୍କ କାର୍ଯ୍ୟକାଳର ଅନ୍ତିମ ଅଧିବେଶନରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ଉପସ୍ଥାପନା କରିଛନ୍ତି ।