ମନର କଥା 2.0 (ଅଷ୍ଟମ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍”ର ଓଡ଼ିଆ ଭାଷାନ୍ତ

February 23rd, 11:30 am

ମୋର ପ୍ରିୟ ଦେଶବାସୀଗଣ, ଏହା ମୋର ସୌଭାଗ୍ୟ ଯେ ‘ମନ୍ କି ବାତ୍‌’ ମାଧ୍ୟମରେ ମୋତେ କଚ୍ଛରୁ କୋହିମା, କଶ୍ମୀରରୁ କନ୍ୟାକୁମାରୀ ଯାଏ ସାରା ଦେଶର ସମସ୍ତ ନାଗରିକଙ୍କୁ ପୁଣିଥରେ ନମସ୍କାର କରିବାର ସୁଯୋଗ ମିଳିଛି । ଆପଣ ସମସ୍ତଙ୍କୁ ନମସ୍କାର । ଆମ ଦେଶର ବିଶାଳତା ଏବଂ ବିବିଧତାକୁ ସ୍ମରଣ କରିବା, ଏହାକୁ ପ୍ରଣାମ କରିବା – ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ ।

ହୁନର ହାଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିଦର୍ଶନ ସମୟର କିଛି ଫୋଟ .....ଏକ ନଜର ପକାନ୍ତୁ !

February 19th, 06:20 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ହୁନର ହାଟ ପରିଦର୍ଶନ କରିଛନ୍ତି ,ଯାହା ଦିଲ୍ଲୀର ଇଣ୍ଡିଆ ଗେଟ ପାଖେ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୁନର ହାଟକୁ ଏହି ଗସ୍ତ ଆଗରୁ ଧାର୍ଯ୍ୟ ହୋଇନଥିଲା ବରଂ ପ୍ରଧାନମନ୍ତ୍ରୀ ଅଚାନକ ସେଠାରେ ପହଁଚିଯାଇଥିଲେ । ହୁନର ହାଟ ବିଭିନ୍ନ ଉତ୍ପାଦର ପ୍ରଦର୍ଶନ ପାଇଁ ସାରା ଭାରତର ବୁଣାକାର, ଶିଳ୍ପୀ ଏବଂ କାରିଗରମାନଙ୍କୁ ଏକ ମଞ୍ଚ ପ୍ରଦାନ କରିଛି । ଏଠାରେ କାରିଗର ଏବଂ ହସ୍ତଶିଳ୍ପୀ ବସ୍ତ୍ର ଏବଂ କଳା ସହିତ ସମ୍ପର୍କୀ ଅନେକ ସାମଗ୍ରୀର ପ୍ରଦର୍ଶନ କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ହୁନର ହାଟରେ ଭାଗନେଇଥିବା ଦେଶବ୍ୟାପୀ ଶିଳ୍ପୀ ଓ କାରିଗର ଏବଂ ରୋଷେଇ ବିଶେଷଜ୍ଞମାନଙ୍କ ଷ୍ଟଲ ପରିଦର୍ଶନ କରିଥିଲେ ।

ଯେତେବେଳେ ଜଣେ କଳାକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହୁନର ହାଟ ଭେଟି ଦେଇଥିଲେ ଭାରତର ନକ୍ସା....

February 19th, 06:15 pm

ହୁନର ହାଟ ବିଭିନ୍ନ ଉତ୍ପାଦର ପ୍ରଦର୍ଶନ ପାଇଁ ସାରା ଭାରତର ବୁଣାକାର, ଶିଳ୍ପୀ ଏବଂ କାରିଗରମାନଙ୍କୁ ଏକ ମଞ୍ଚ ପ୍ରଦାନ କରିଛି । ଏହି ଅବସରରେ ହୁନର ହାଟରେ ଭାଗନେଇଥିବା ଶିଳ୍ପୀ ଓ କାରିଗରମାନଙ୍କ ସହ ପ୍ରଧାନମନ୍ତ୍ରୀ ମତବିନିମୟ କରିଥିଲେ ।

ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ 'ହୁନର ହାଟ' ରେ ଜଣେ ଦିବ୍ୟାଙ୍ଗ କଳାକାରଙ୍କୁ ସାକ୍ଷାତ କରିଥିଲେ ....

February 19th, 06:10 pm

ହୁନର ହାଟ ଭଳି ପ୍ରୟାସ ଦେଶବ୍ୟାପୀ ଅନେକ ପ୍ରତିଭାଶାଳୀ କଳାକାରଙ୍କୁ ମଞ୍ଚ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ହୁନର ହାଟରେ ଜଣେ ଏଭଳି ପ୍ରତିଭାଶାଳୀ ଦିବ୍ୟାଙ୍ଗ କଳାକାରଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ।

ହୁନର ହାଟ ପରିଦର୍ଶନ କଲେ ପ୍ରଧାନମନ୍ତ୍ର

February 19th, 03:52 pm

ଆଜି ହୁନର ହାଟ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ସେ ହୁନର ହାଟରେ ବୁଣାକାର, ଶିଳ୍ପୀ ଏବଂ କାରିଗରମାନଙ୍କ ଷ୍ଟଲ ପରିଦର୍ଶନ କରିଛନ୍ତି ।