ଫୋଟରେ: ଆନ୍ତର୍ଜାତୀୟ ଯୋଗ ଦିବସ 2022

June 21st, 08:00 am

ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ମହୀଶୂର ପ୍ୟାଲେସ ଗ୍ରାଉଣ୍ଡ କର୍ଣ୍ଣାଟକରେ ଏକ ଜନ ଯୋଗ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ।

"ବିଶ୍ଵବ୍ୟାପୀ ଯୋଗ ଦିବସ ସମାରୋହର କିଛି ଝଲକ "

June 21st, 12:24 pm

ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବଡ଼ ଉତ୍ସାହର ସହିତ ପାଳନ କରିବାର ଦେଖାଯାଉଛି । ସମସ୍ତ ଆୟୁବର୍ଗ ଏବଂ ସମସ୍ତ କ୍ଷେତ୍ରର ଲୋକେ ଯୋଗ ଦିବସ ସମାରୋହରେ ସାମିଲ ହେଉଛନ୍ତି ଏବଂ ଏହି ଅଭିଯାନକୁ ଆଗକୁ ବଢ଼ାଉଛନ୍ତି ।

Nation celebrates #YogaDay2019 with great fervour

June 21st, 11:51 am

Entire nation came together to mark the International Day of Yoga with great enthusiasm. People from all age groups and all walks of life actively participated and made Yoga Day celebrations a resounding success.

ଝାଡ଼ଖଣ୍ଡର ରାଞ୍ଚି ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 21st, 09:00 am

ମଞ୍ଚରେ ଉପସ୍ଥିତ ରାଜ୍ୟପାଳ ଦ୍ରୌପଦୀ ମହୋଦୟା, ମୁଖ୍ୟମନ୍ତ୍ରୀ ମହୋଦୟ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗଣ ଏବଂ ଝାଡ଼ଖଣ୍ଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ରାଞ୍ଚିରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବିଶାଳ ଯୋଗ ପ୍ରଦର୍ଶନୀର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ

June 21st, 07:32 am

ଆଜି ରାଞ୍ଚି ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ବିଶାଳ ଯୋଗ ପ୍ରଦର୍ଶନୀର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

"ଅଟଲଜୀ ଜଣେ ସଚ୍ଚା ଦେଶଭକ୍ତ ଥିଲେ : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "

August 26th, 11:30 am

ମନ କି ବାତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଏବଂ ଜନ୍ମାଷ୍ଟମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳଜୀଙ୍କୁ ସ୍ମରଣ କରି ତାଙ୍କ ଜୀବନର ବିଭିନ୍ନ ପଦକ୍ଷେପର ଗୁରୁତ୍ୱାରୋପ କରି ତାଙ୍କୁ ସଚ୍ଚା ଦେଶଭକ୍ତ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱ ସଂସ୍କୃତ ଦିବସ ,ଗୁରୁଦିବସ ,ଏସୀୟ କ୍ରୀଡ଼ା ଏବଂ ସଂସଦର ମୌସୁମୀ ଅଧିବେଶନର ଉତ୍ପାଦକତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । କେରଳରେ ହୋଇଥିବା ପ୍ରବଳ ବନ୍ୟାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସଶସ୍ତ୍ର ବଳ ଏବଂ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଦ୍ୱାରା ସଂଚାଳିତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଅଭିଯାନର ପ୍ରଶଂସା କରିଥିଲେ ।

ରାଷ୍ଟ୍ରପତି ,ଉପରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ,ମନ୍ତ୍ରୀଗଣ ଏବଂ ମୁଖ୍ୟମନ୍ତ୍ରୀଗଣ ଯୋଗାସନ କରିଛନ୍ତି

June 21st, 01:25 pm

ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ,ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ,ପ୍ରଧାନମନ୍ତ୍ରୀ ମୋଦୀ ,କେନ୍ଦ୍ର ସରକାରଙ୍କ ମନ୍ତ୍ରୀଗଣ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବ୍ୟାପକ ମାତ୍ରାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି ।

ଡେରାଡୁନଠାରେ ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

June 21st, 07:10 am

ମଞ୍ଚ ଉପରେ ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ ଏବଂ ଏହି ବିଶାଳ ଓ ସୁନ୍ଦର ମଇଦାନରେ ଉପସ୍ଥିତ ମୋର ସମସ୍ତ ସାଥି । ମୁଁ ଦେବଭୂମି ଉତ୍ତରାଖଣ୍ଡର ଏହି ପବିତ୍ର ସ୍ଥାନରୁ ବିଶ୍ୱବ୍ୟାପୀ ଯୋଗପ୍ରେମୀମାନଙ୍କୁ ଚତୁର୍ଥ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସର ଶୁଭକାମନା ଜଣାଉଛି ।

ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 21st, 07:05 am

ଯୋଗ ବିଶ୍ୱର ସବୁଠୁ ଶକ୍ତିଶାଳୀ “ଏକତ୍ରୀକରଣ ଶକ୍ତି”ରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ବନ୍ୟ ଗବେଷଣା ପ୍ରତିଷ୍ଠାନ ପରିସରରେ ଆୟୋଜିତ ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଥିଲେ । ବନ୍ୟ ଗବେଷଣା ପ୍ରତିଷ୍ଠାନ ପରିସରରେ 50 ହଜାର ଯୋଗ ଉତ୍ସାହୀ ଏବଂ ସ୍ୱେଚ୍ଛାସେବୀଙ୍କ ସହିତ ପ୍ରଧାନମନ୍ତ୍ରୀ ଯୋଗାସନ, ପ୍ରାଣାୟାମ ଏବଂ ଧ୍ୟାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଡେରାଡୁନରେ ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେବେ

June 20th, 01:24 pm

2018 ଜୁନ 21ରେ ଡେରାଡୁନଠାରେ ପାଳନ ହେବାକୁ ଥିବା ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2018

June 13th, 07:47 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଫିଟନେସ ଭିଡିଓ ଅନୁଭୂତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ; ଆଇପିଏସ ଅଫିସରମାନଙ୍କୁ ଦେଲେ ଫିଟନେସ ଆହ୍ୱାନ

June 13th, 09:38 am

ବିରାଟ କୋହଲିଙ୍କ ଦ୍ୱାରା କରାଯାଇଥିବା ଫିଟନେସ ଆହ୍ୱାନକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଫିଟନେସ ଭିଡିଓକୁ ସେୟାର କରିଛନ୍ତି ।

ସୋସିଆଲ ମିଡିଆ କର୍ଣ୍ଣର ମେ 29, 2018

May 29th, 07:23 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

Social Media Corner 26th May 2018

May 26th, 09:01 pm

Your daily dose of governance updates from Social Media. Your tweets on governance get featured here daily. Keep reading and sharing!

ସୋସିଆଲ ମିଡିଆ କର୍ଣ୍ଣର ମେ 25, 2018

May 25th, 09:27 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ସୋସିଆଲ ମିଡିଆ କର୍ଣ୍ଣର ମେ 23, 2018

May 23rd, 08:14 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।