Maharashtra has witnessed the triumph of development, good governance, and genuine social justice: PM Modi

November 23rd, 10:58 pm

Prime Minister Narendra Modi addressed BJP workers at the party headquarters following the BJP-Mahayuti alliance's resounding electoral triumph in Maharashtra. He hailed the victory as a decisive endorsement of good governance, social justice, and development, expressing heartfelt gratitude to the people of Maharashtra for trusting BJP's leadership for the third consecutive time.

PM Modi addresses passionate BJP Karyakartas at the Party Headquarters

November 23rd, 06:30 pm

Prime Minister Narendra Modi addressed BJP workers at the party headquarters following the BJP-Mahayuti alliance's resounding electoral triumph in Maharashtra. He hailed the victory as a decisive endorsement of good governance, social justice, and development, expressing heartfelt gratitude to the people of Maharashtra for trusting BJP's leadership for the third consecutive time.

ଲତା ମଙ୍ଗେସକରଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 28th, 09:42 am

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ତାଙ୍କ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ । ଗାୟିକାଙ୍କ ସହ ଥିବା ତାଙ୍କର ଗଭୀର ସମ୍ପର୍କକୁମନେ ପକାଇ ସେ ଏକ ଲେଖ ମଧ୍ୟ ସେୟାର କରିଛନ୍ତି ।

ରୌପ୍ୟ ପଦକ ଜିତିଥିବାରୁ ବ୍ୟାଡମିଣ୍ଟନ ଖେଳାଳି ତୁଳସୀମତୀ ମୁରୁଗେସନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 02nd, 09:16 pm

ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସର ମହିଳା ବ୍ୟାଡମିଣ୍ଟନ ଏସୟୁ୫ କ୍ରୀଡ଼ାରେ ରୌପ୍ୟପଦକ ଜିତିଥିବାରୁ ତୁଳସୀମତୀ ମୁରୁଗେସନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ସୋସିଆଲ୍ ମିଡିଆରେ ପ୍ରୋଫାଇଲ୍ ଫଟୋ ତ୍ରିରଙ୍ଗାକୁ ପରିବର୍ତ୍ତନ କରିବାକୁ ନାଗରିକମାନଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

August 09th, 09:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ନାଗରିକମାନଙ୍କୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନିଜର ପ୍ରେଫାଇଲ୍ ଫଟୋ ପରିବର୍ତ୍ତନ କରି ତ୍ରିରଙ୍ଗା ରଖିବାକୁ ଅନୁରୋଧ କରିଛନ୍ତି । ସ୍ୱାଧିନତା ଦିବସର ପାଳନ କରିବାକୁ ଶ୍ରୀ ମୋଦୀ ନିଜର ପ୍ରୋଫାଇଲ୍ ଫଟୋ ତ୍ରିରଙ୍ଗାକୁ ପରିବର୍ତ୍ତନ କରିଛନ୍ତି । ହର୍ ଘର୍ ତ୍ରିରଙ୍ଗା ଆନ୍ଦୋଳନକୁ ଏକ ସ୍ମରଣୀୟ ଜନ ଆନ୍ଦୋଳନରେ ପରିଣତ କରିବାକୁ ସେ ସମସ୍ତଙ୍କୁ ଏପରି କରିବାକୁ ଅନୁରୋଧ କରିଛନ୍ତି ।

In Kargil, we didn't just win a war; we showcased the incredible strength of truth, restraint, and capability: PM Modi in Ladakh

July 26th, 09:30 am

PM Modi paid homage to the bravehearts who made the supreme sacrifice in the line of duty on the occasion of 25th Kargil Vijay Diwas in Ladakh. “In Kargil, we not only won the war, we presented an incredible example of 'truth, restraint and strength”, Prime Minister Modi remarked.

କାର୍ଗିଲ ବିଜୟ ଦିବସରେ ଲଦାଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

July 26th, 09:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲଦାଖରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଶ୍ରଦ୍ଧାଞ୍ଜଳି ସମାରୋହରେ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏନସିଓମାନଙ୍କ ଦ୍ୱାରା କାର୍ଗିଲ ଯୁଦ୍ଧ ସମ୍ପର୍କରେ ଗୌରବଗାଥାର ସୂଚନା ଶୁଣିଥିଲେ ଏବଂ ଅମର ସସ୍ମରଣ: ସ୍ମାରକୀ କୁଟୀର ପରିଦର୍ଶନ କରିଥିଲେ । ସେ ବୀର ଭୂମି ମଧ୍ୟ ପରିଦର୍ଶନ କରିଥିଲେ।

ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଦିବସରେ ସିଏ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

July 01st, 09:43 am

ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଦିବସରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଚାର୍ଟର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସିଏ ମାନଙ୍କ ଅଭିଜ୍ଞତା ଓ ରଣନୀତିକ ଦୃଷ୍ଟିକୋଣ ବ୍ୟବସାୟ ଏବଂ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଲାଭଜନକ ହେବା ସହ ଏହା ଆମର ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ଥିରତା ପ୍ରତି ଅବଦାନ ରଖେ ।

It's misfortune of the country that the people of INDI Alliance are challenging Shakti: PM Modi in Saharanpur

April 06th, 11:00 am

Today, amidst the fervent campaigning for the Lok Sabha elections, Prime Minister Narendra Modi made a resounding speech in Saharanpur, Uttar Pradesh. He said, “Ten years ago, I came to Saharanpur for an election rally. I assured you that I would not let the country bow down, I would not let the country stop. At that time, our country was the 11th economic power in the world. In just 10 years, we have made India the 5th largest economic power in the world.”

PM Modi addresses a public meeting in Saharanpur, Uttar Pradesh

April 06th, 10:21 am

Today, amidst the fervent campaigning for the Lok Sabha elections, Prime Minister Narendra Modi made a resounding speech in Saharanpur, Uttar Pradesh. He said, “Ten years ago, I came to Saharanpur for an election rally. I assured you that I would not let the country bow down, I would not let the country stop. At that time, our country was the 11th economic power in the world. In just 10 years, we have made India the 5th largest economic power in the world.”

ଗୁଜରାଟର ଦ୍ୱାରକାଧୀଶ ମନ୍ଦିର ଗଲେ ପ୍ରଧାନମନ୍ତ୍ରୀ

February 25th, 01:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଦ୍ୱାରକାଧୀଶ ମନ୍ଦିର ଗସ୍ତ କରିଛନ୍ତି ।

ଜାନୁଆରୀ ୨୨ ରେ ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

January 21st, 09:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀ, ୨୦୨୪ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଅଯୋଧ୍ୟାର ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ । ଏହା ପୂର୍ବରୁ ଅକ୍ଟୋବର, ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟରୁ ନିମନ୍ତ୍ରଣ ମିଳିଥିଲା ।

କାଶୀ ତାମିଲ ସଙ୍ଗମ ଫୋରମ ଭାରତର ଏକତା ଏବଂ ବିବିଧତାର ଏକ ପ୍ରମାଣ: ପ୍ରଧାନମନ୍ତ୍ରୀ

December 14th, 09:38 pm

କାଶୀ ତାମିଲ ସଙ୍ଗମ ଫୋରମ ଭାରତର ଏକତା ଏବଂ ବିବିଧତାର ଏକ ପ୍ରମାଣ ଯାହା କି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାକୁ ମଜଭୁତ କରେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଦ୍ୱାରକା ସେକ୍ଟର ୨୧ରୁ 'ଯଶୋଭୂମି ଦ୍ୱାରକା ସେକ୍ଟର ୨୫' ପର୍ଯ୍ୟନ୍ତ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ଷ୍ଟେସନର ସଂପ୍ରସାରଣକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

September 17th, 05:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ୱାରକା ସେକ୍ଟର ୨୧ରୁ 'ଯଶୋଭୂମି ଦ୍ୱାରକା ସେକ୍ଟର ୨୫' ପର୍ଯ୍ୟନ୍ତ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କରିଛନ୍ତି । ନୂତନ ମେଟ୍ରୋ ଷ୍ଟେସନରେ ତିନୋଟି ସବଓ୍ବେ ରହିବ - ଏକ ୭୩୫ ମିଟର ଲମ୍ବା ସବଓ୍ବେ ଯାହା ଷ୍ଟେସନକୁ ପ୍ରଦର୍ଶନୀ ହଲ୍ , କନଭେନସନ୍ ସେଣ୍ଟର ଏବଂ ସେଣ୍ଟ୍ରାଲ ଏରିନା କୁ ସଂଯୋଗ କରେ; ଦ୍ୱାରକା ଏକ୍ସପ୍ରେସୱେ ଦେଇ ପ୍ରବେଶ/ପ୍ରସ୍ଥାନକୁ ସଂଯୋଗ କରୁଥିବା ଅନ୍ୟ ଏକ; ତୃତୀୟଟି ମେଟ୍ରୋ ଷ୍ଟେସନକୁ 'ଯଶୋଭୂମି'ର ଭବିଷ୍ୟତର ପ୍ରବେଶ ପଥ ସହିତ ସଂଯୋଗ କରୁଛି।

ସେପ୍ଟେମ୍ବର ୧୭ ତାରିଖରେ ନୂଆଦିଲ୍ଲୀର ଦ୍ୱାରକା ଠାରେ 'ଯଶୋଭୂମି' ନାମକ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଏବଂ ଏକ୍ସପୋ ସେଣ୍ଟରର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

September 15th, 04:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭, ୨୦୨୩ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ଦ୍ୱାରକାଠାରେ 'ଯଶୋଭୂମି' ନାମକ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର (ଆଇଆଇସିସି)ର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ଦ୍ୱାରକା ସେକ୍ଟର ୨୧ରୁ ଏକ ନୂତନ ମେଟ୍ରୋ ଷ୍ଟେସନ 'ଯଶୋଭୂମି ଦ୍ୱାରକା ସେକ୍ଟର ୨୫'କୁ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କରିବେ ।

ଅପରେସନ୍ ଗଙ୍ଗା ଭାରତର ଅତୁଳନୀୟ ଉତ୍ସାହକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ

June 17th, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଗଙ୍ଗା ଉପରେ ଏକ ନୂତନ ଡକ୍ୟୁମେଣ୍ଟାରୀ ଏହି ଅପରେସନ୍ ସମ୍ବନ୍ଧୀୟ ଦିଗ ଉପରେ ଅତ୍ୟନ୍ତ ସୂଚନାଧର୍ମୀ ହେବ।

ଗୋଆ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

May 30th, 11:33 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

କଡ଼ୱା ପଟିଦାର ସମାଜର ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 11th, 12:48 pm

ମୋର ଏହି କଚ୍ଛି ପଟେଲ କେବଳ କଚ୍ଛର ହିଁ ନୁହେଁ ବରଂ ଏବେ ହେଉଛନ୍ତି ସାରା ଭାରତର ଗୌରବ । କାରଣ ମୁଁ ଭାରତର ଯେ କୌଣସି କୋଣ- ଅନୁକୋଣକୁ ଯାଉଛି, ତେବେ ସେଠାରେ ମୋର ଏହି ସମାଜର ଲୋକ ଦେଖିବାକୁ ମିଳୁଛନ୍ତି । ଏଥିପାଇଁ ତ’ କୁହାଯାଇଥାଏ, କଚ୍ଛଡୋ ଖେଲେ ଖଲକ ମେଁ ଯୋ ମହାସାଗର ମେଁ ମଚ୍ଛ, ଯେ ତେ ହଦ୍ଦୋ କଚ୍ଛି ଉସେ ଉତେ ରିୟାଡି କଚ୍ଛ।

କଡୱା ପଟିଦାର ସମାଜର ୧୦୦ତମ ବାର୍ଷିକୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

May 11th, 12:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କଡୱା ପଟିଦାର ସମାଜର ୧୦୦ତମ ବାର୍ଷିକୀକୁ ସମ୍ବୋଧିତ କରିଛନ୍ତି ।

ଜାତୀୟ ଚିକିତ୍ସା ଉପକରଣ ନୀତିକୁ କ୍ୟାବିନେଟ୍‌ ମଞ୍ଜୁରି

April 26th, 07:33 pm

ଭାରତର ଚିକିତ୍ସା ଉପକରଣ କ୍ଷେତ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅଭିନ୍ନ ଅଙ୍ଗ। କୋଭିଡ -୧୯ ମହାମାରୀ ସମୟରେ ଭାରତ ବ୍ୟାପକ ପରିମାଣରେ ଚିକିତ୍ସା ଉପକରଣ ଓ ନିଦାନ କିଟ୍ସ ଯଥା ଭେଣ୍ଟିଲେଟର୍ସ, ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍ସ, ରିଅଲ-ଟାଇମ୍‌ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମରେଜ୍‌ ଚେନ୍‌ ରିଆକ୍ସନ (ଆରଟି-ପିସିଆର) କିଟ୍ସ, ଇନଫ୍ରାରେଡ୍‌ (ଆଇଆର) ଥର୍ମୋମିଟର, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ସ ଏବଂ ଏନ-୯୫ ମାସ୍କ ଉତ୍ପାଦନ କରିବା ସହିତ ଘରୋଇ ଏବଂ ବିଶ୍ୱସ୍ତରରେ କୋଭିଡ-୧୯ ମହାମାରୀ ମୁକାବିଲାରେ ସମର୍ଥନ ଯୋଗାଇ ଦେଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ଚିକିତ୍ସା ଉପକରଣ କ୍ଷେତ୍ରର ଯୋଗଦାନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।