ରୋଟାରୀ ଇଣ୍ଟରନେସନାଲର ବିଶ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 05th, 09:46 pm
ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରୋଟାରିଆନମାନଙ୍କର ବୃହତ ପରିବାର, ପ୍ରିୟ ବନ୍ଧୁଗଣ, ନମସ୍କାର! ରୋଟାରୀ ଇଣ୍ଟରନେସନାଲ ସମ୍ମିଳନୀକୁ ସମ୍ବୋଧିତ କରି ମୁଁ ଖୁସି ଯେ ଏହି ଭଳି ପ୍ରତ୍ୟେକ ରୋଟାରୀ ସମାବେଶ ଏକ ମିନି-ଗ୍ଲୋବାଲ୍ ଆସେମ୍ବ୍ଲି ପରି । ସେଠାରେ ବିବିଧତା ଏବଂ ସ୍ପନ୍ଦନ ଅଛି । ଆପଣ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଫଳ ଅଟନ୍ତି । ତଥାପି, ଆପଣ କେବଳ କାର୍ଯ୍ୟ କରିବାରେ ନିଜକୁ ସୀମିତ କରିନାହାଁନ୍ତି । ଆମର ପୃଥିବୀକୁ ଉନ୍ନତ କରିବାକୁ ତୁମର ଇଚ୍ଛା ତୁମକୁ ଏହି ପ୍ଲାଟଫର୍ମରେ ଏକାଠି କରିଛି । ଏହା ସଫଳତା ଏବଂ ସେବାର ପ୍ରକୃତ ମିଶ୍ରଣ ।ରୋଟାରୀ ଇଣ୍ଟରନେସନାଲ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 05th, 09:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରୋଟାରୀ ଇଣ୍ଟରନେସନାଲ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ରୋଟାରୀଆନମାନଙ୍କୁ ଏକ ସେବା ଓ ସଫଳତାର ପ୍ରକୃତ ମିଶ୍ରଣ” ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକାରର ପ୍ରତ୍ୟେକ ରୋଟାରୀ ସମାବେଶ ଏକ ମିନି-ଗ୍ଲୋବାଲ୍ ଆସେମ୍ବଲି । ସେଠାରେ ବିବିଧତା ଏବଂ ସ୍ପନ୍ଦନ ଅଛି ।Mahatma Gandhi's teachings offer solutions to the problems the world faces today: PM Modi
October 02nd, 06:24 pm
PM Modi addressed a gathering at the Ahmedabad airport. PM Modi said that India’s stature was rising at the world stage and respect for India was increasing all over.A warm welcome for PM Modi at Ahmedabad airport
October 02nd, 06:19 pm
PM Modi addressed a gathering at the Ahmedabad airport. PM Modi said that India’s stature was rising at the world stage and respect for India was increasing all over.ଆମେରିକାର ହ୍ୟୁଷ୍ଟନରେ ଭାରତୀୟ ସମୁଦାୟଙ୍କ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 22nd, 11:59 pm
ଧନ୍ୟବାଦ, ଧନ୍ୟବାଦ ରାଷ୍ଟ୍ରପତି ଟ୍ରମ୍ପ । ବହୁତ ବହୁତ ଧନ୍ୟବାଦ । ହାଓଡି ମାଇଁ ଫ୍ରେଣ୍ଡସ୍ (କେମିତି ଅଛନ୍ତି ବନ୍ଧୁମାନେ) । ଏ ଯେଉଁ ଦୃଶ୍ୟ, ଏ ଯେଉଁ ବାତାବରଣ, ଏହା ହେଉଛି ଅକଳ୍ପନୀୟ, ଆଉ ଯେତେବେଳେ ଟେକ୍ସାସ କଥା ଆସୁଛି, ସବୁ କଥା ଭବ୍ୟ ହୋଇଥିବ, ବିଶାଳ ହୋଇଥିବ, ଏହା ଟେକ୍ସାସର ସ୍ୱଭାବରେ ରହିଛି । ଆଜି ଟେକ୍ସାସ ଉତ୍ସାହ ଓ ଉଦ୍ଦୀପନା ଏଠାରେ ମଧ୍ୟ ପ୍ରତିଫଳିତ ହେଉଛି । ଏହି ବିଶାଳ ଜନ ସମୁଦାୟଙ୍କର ଉପସ୍ଥିତି କେବଳ ଗାଣିତିକ ହିସାବ ମଧ୍ୟରେ ସୀମିତ ନାହିଁ । ଆଜି ଆମେ ଏଠାରେ ଏକ ନୂତନ ଇତିହାସ ନିର୍ମାଣ ହେବା କଥା ଦେଖିପାରୁଛୁ ଆଉ ଏକ ନୂତନ କେମେଷ୍ଟ୍ରି ମଧ୍ୟ ।PM Modi addresses community reception in Houston
September 22nd, 11:58 pm
Addressing a community reception in Houston, PM Modi thanked the Indian community in the city for having set the stage for a glorious future as far as India-India-USA ties are concerned. The PM also made a special request to the Indian community. He urged them to encourage at least five non-Indian families to visit India.ଭାରତୀୟ ସମ୍ପ୍ରଦାୟଙ୍କ ଦ୍ୱାରା ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
September 22nd, 11:58 pm
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେକ୍ସାସର ହ୍ୟୁଷ୍ଟନଠାରେ ଥିବା ଏନଆରଜି ଷ୍ଟାଡିୟମରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ 50 ହଜାରରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହୋଇଥିଲେ ।ଟେକ୍ସାସର ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆମେରିକା ରାଷ୍ଟ୍ରପତିଙ୍କ ପରିଚୟ ପ୍ରଦାନ
September 22nd, 11:00 pm
ଆଜି ସକାଳେ ଆମ ସହିତ ଜଣେ ବିଶେଷ ବ୍ୟକ୍ତି ଅଛନ୍ତି । ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ଏହି ଗ୍ରହର ପ୍ରତ୍ୟେକ ବ୍ୟକ୍ତି ତାଙ୍କ ନାମ ସହିତ ପରିଚିତ ।PM Modi meets leading energy sector CEOs in Houston
September 22nd, 08:30 am
Prime Minister Narendra Modi held fruitful talks with leading energy sector CEOs in Houston. They held discussions on methods to harness opportunities in the energy sector.