ମୋଟ୍ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
September 02nd, 04:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ୍ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ ମଞ୍ଜୁର କରାଯାଇଛି।There is no reason for mistrust in the recent agricultural reforms: PM Modi
December 18th, 02:10 pm
PM Narendra Modi addressed a Kisan Sammelan in Madhya Pradesh through video conferencing. PM Modi accused the opposition parties of misleading the farmers and using them as a vote bank and political tool. He also reiterated that the system of MSP will remain unaffected by the new agricultural laws.PM Modi addresses Kisan Sammelan in Madhya Pradesh
December 18th, 02:00 pm
PM Narendra Modi addressed a Kisan Sammelan in Madhya Pradesh through video conferencing. PM Modi accused the opposition parties of misleading the farmers and using them as a vote bank and political tool. He also reiterated that the system of MSP will remain unaffected by the new agricultural laws.PM’s Opening Remarks during Interaction with Chief Ministers on Covid-19
June 16th, 05:01 pm
In a virtual meet, PM Modi interacted with Chief Ministers on the Covid-19 related issue. PM Modi said that India's fight against coronavirus will be remembered in the future for how we worked together and served as an example of cooperative federalismPM holds interaction with CMs to discuss situation emerging post Unlock 1.0
June 16th, 04:26 pm
In a virtual meet, PM Modi interacted with Chief Ministers on the Covid-19 related issue. PM Modi said that India's fight against coronavirus will be remembered in the future for how we worked together and served as an example of cooperative federalismOur Government has always given priority towards welfare of farmers: PM Modi
January 02nd, 03:40 pm
PM Modi conferred Krishi Karman Awards and addressed a public meeting in Tumakuru, Karnataka today. He also released the 3rd installment of PM-KISAN of Rs 2000 for the period December 2019 - March 2020, which will benefit several farmers.କୃଷି କର୍ମଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
January 02nd, 03:39 pm
ଆଜି କର୍ଣ୍ଣାଟକର ତୁମକୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଗତିଶୀଳ ଚାଷୀମାନଙ୍କୁ କୃଷିମନ୍ତ୍ରୀଙ୍କ କୃଷି କର୍ମଣ ପୁରସ୍କାର ଏବଂ ବିଭିନ୍ନ ରାଜ୍ୟକୁ ପ୍ରଶଂସାମୂଳକ ପୁରସ୍କାର ପ୍ରଦାନ କରିଛନ୍ତି । ସେ ମଧ୍ୟ ଡିସେମ୍ବର 2019ରୁ ମାର୍ଚ୍ଚ 2020 ଅବଧି ଲାଗି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ)ର ତୃତୀୟ କିସ୍ତି ଆକାରରେ ହିତାଧିକାରୀମାନଙ୍କୁ 2 ହଜାର ଟଙ୍କା ଲେଖାଏଁ ସହାୟତା ଜାରି କରିଛନ୍ତି । ଏହାଦ୍ୱାରା ଦେଶର 6 କୋଟି ହିତାଧିକାରୀ ଲାଭାନ୍ୱିତ ହୋଇପାରିବେ । ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର କୃଷକମାନଙ୍କୁ କିଷାନ କ୍ରେଡିଟ କାର୍ଡ (କେସିସି) ବଣ୍ଟନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ 8ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପିଏମ କିସାନ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ତାମିଲନାଡ଼ୁର ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମାଛ ଧରା ଡଙ୍ଗାର ଚାବି ଏବଂ ମାଛ ଧରା ପୋତ ଟ୍ରାନ୍ସପୋଣ୍ଡର ବଣ୍ଟନ କରିଥିଲେ ।Whenever Congress comes to power, both inflation and corruption soar in the country: PM Modi
April 17th, 06:51 pm
Speaking at a massive rally in Gujarat’s Anand, PM Modi said, “Congress is anti-middle class. Whenever it comes to power, both inflation and corruption soar in the country. However, since 2014, our prudent financial policies have ensured that inflation remains under 4%.”Highlights from PM Modi's campaigns in Himmatnagar, Surendranagar and Anand
April 17th, 02:35 pm
Prime Minister Narendra Modi addressed major public meetings in Himmatnagar, Surendranagar and Anand in Gujarat today.For Congress, EVM, Army, Courts, are wrong, only they are right: PM Modi
May 09th, 12:06 pm
Addressing a massive rally at Chikmagalur, PM Modi said these elections were not about who would win or lose, but, fulfilling aspirations of people. He accused the Karnataka Congress leaders for patronising courtiers who only bowed to Congress leaders in Delhi not the aspirations of the people.ଡିଲ କରିବା କ୍ଷେତ୍ରରେ କଂଗ୍ରେସ ବହୁମାତ୍ରାରେ ସାମିଲ ରହିଛି :ପ୍ରଧାନମନ୍ତ୍ରୀ ମୋଦୀ
May 09th, 12:05 pm
ବାଙ୍ଗରାପେଟରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଏହି ନିର୍ବାଚନ କିଏ ଜିତିବ,କିଏ ପରାଜୟ ହେବ ତାହାନୁହେଁ ,କିନ୍ତୁ ଲୋକମାନଙ୍କ ଆକାଂକ୍ଷାଗୁଡିକ ପୁରା କରିବାର । ସେ କର୍ଣ୍ଣାଟକ କଂଗ୍ରେସ ନେତାମାନଙ୍କ ଉପରେ ଆରୋପ ଲଗେଇ କହିଲେ ,କଂଗ୍ରେସ ସର୍ବଦା ଡିଲ କରିବାରେ ସାମିଲ ରୁହେ ,ଲୋକମାନଙ୍କ ଆକାଂକ୍ଷାକୁ କିପରି ପୁରୁଣ କରିବ ।BJP believes in 'Rashtra Bhakti' and serving the society: PM Modi
May 08th, 02:01 pm
Campaigning in Karnataka today, PM Narendra Modi said launched fierce attack on the Congress party for pisive politics. He accused the Congress party for piding people on the grounds of caste.କଂଗ୍ରେସ ବିଭାଜନକାରୀ ରାଜନୀତି ଖେଳୁଛି :ପ୍ରଧାନମନ୍ତ୍ରୀ ମୋଦୀ
May 08th, 01:55 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ଆଜି ନିର୍ବାଚନ ପ୍ରଚାର ଅଭିଯାନରେ କଂଗ୍ରେସର ବିଭାଜନକାରୀ ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସର ଜାତି ଆଧାରରେ ଲୋକମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିବାର ପ୍ରୟାସକୁ ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି ।Congress does not care about ‘dil’, they only care about ‘deals’: PM Modi
May 06th, 11:55 am
Addressing a massive rally at Bangarapet, PM Modi said these elections were not about who would win or lose, but, fulfilling aspirations of people. He accused the Karnataka Congress leaders for patronising courtiers who only bowed to Congress leaders in Delhi not the aspirations of the people.କଂଗ୍ରେସ ପାଇଁ ବିଦାୟ ନିଲାମ କରନ୍ତୁ ,କାରଣ କର୍ଣ୍ଣାଟକର ଲୋକମାନଙ୍କ କଲ୍ୟାଣ ବିଷୟରେ କଂଗ୍ରେସ ଧ୍ୟାନ କେନ୍ଦ୍ରିତ କରିପାରିବ ନାହିଁ :ପ୍ରଧାନମନ୍ତ୍ରୀ ମୋଦୀ
May 06th, 11:46 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକରେ ଚାରୋଟି ଚିତ୍ରଦୁର୍ଗ ,ରାୟଚୁର ,ବାଗଲକୋଟ ଏବଂ ହୁବଳୀ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି କହିଲେ ,କଂଗ୍ରେସ ବିଭାଜନକାରୀ ରାଜନୀତି କରୁଛି ଏବଂ ସେମାନେ କର୍ଣ୍ଣାଟକର କୃଷକମାନଙ୍କ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରୁନାହାନ୍ତି । ସେ କର୍ଣ୍ଣାଟକର ଲୋକମାନଙ୍କୁ ସେମାନଙ୍କ କଲ୍ୟାଣ ଦିଗରେ ବିଚାର କରି କଂଗ୍ରେସର ବିଦାୟ ନିଲାମ କରିବାକୁ କହିଛନ୍ତି ।Social Media Corner 6th September
September 06th, 07:27 pm
Your daily does of governance updates from Social Media. Your tweets on governance get featured here daily. Keep reading and sharing!